Latest Odisha News
Browsing Category

ଫିଚର

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା ।  ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  ।  ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  । ଆଜି ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ବୋର୍ଡ ସଭାପତି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ…

ଶ୍ୱଶୁର ଘରେ ବିଧାୟକ ଜ୍ବାଇଁ ବିରୋଧରେ ତେଜୁଛି ଅସନ୍ତୋଷ, ଅଡୁଆରେ ଶଶୀ ଭୂଷଣ

ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା ଏବେ ଅଡ଼ୁଆରେ। କେନ୍ଦ୍ରାପଡା ସଦରର ଏହି ବିଧାୟକଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଏବଂ ସୋଶିଆଲ ମିଡିଆରେ ପୋଷ୍ଟର ଲାଗିଛି। ଯେଉଁଥିରେ ଶଶୀ ହଟାଅ ନାରା ଦିଆଯାଇଛି। ଆଗକୁ 2024 ସାଧାରଣ ନିର୍ବାଚନ ସହିତ ବିଧାନସଭା…

ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ନିଜ ଦେଶର ମହାନ ଖେଳାଳି ସର ଡାନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ସ୍ମିଥ କ୍ୟାରିୟରର ୩୦ତମ ଶତକ ହାସଲ କରିଛନ୍ତି । ଏଥିସହ ସେ ବ୍ରାଡମ୍ୟାନଙ୍କ ୨୯ ଶତକ ରେକର୍ଡକୁ…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ କଲା ପୁଲିସ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତର ପରିଚୟ ମିଳିଛି। ଅଭିଯୁକ୍ତ ଜଣକ ହେଲେ ଶେଖର ମିଶ୍ର(୪୦-୪୫)। ସେ ମୁମ୍ବାଇର ମୀରା ରୋଡ ବାସିନ୍ଦା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଶେଖରକୁ ଧରିବାକୁ ପୁଲିସ ଟିମ୍ ଗଠନ ଗଠନ…

ଗୁଜରାଟରେ କ୍ୟାପ୍ଟେନ ବଦଳାଇଲା ଆମ୍‌ ଆଦ୍‌ମୀ ପାର୍ଟି; ଇସୁଦାନ ଗାଢବୀ ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତ

ଗାନ୍ଧୀନଗର: ଗୁଜରାଟ ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ହେଲେ ଇସୁଦାନ ଗାଢବୀ। ବୁଧବାର ଦଳ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି। ପୂର୍ବରୁ ଗୋପାଳ ଇଟାଲିଆ ଏହି ପଦରେ ନିଯୁକ୍ତ ଥିଲେ। ହେଲେ ଆପ୍ ରାଜ୍ୟରେ ଏବେ କ୍ୟାପ୍ଟେନ୍ ବଦଳାଇଛି। ତେବେ ଗୋପାଳଙ୍କୁ ମଧ୍ୟ ଉଚ୍ଚ ପଦବୀ ଦେଇଛି ଦଳ। ତାଙ୍କୁ ଦଳର…

ମାଙ୍କଡ଼ ସହ ସେଲଫି ନେବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ଚାଲିଗଲା ଜୀବନ

ମହାରାଷ୍ଟ୍ର : ସେଲଫି ନେବା ବେଳେ ଅଘଟଣ । ମାଙ୍କଡ଼ ସହ ସେଲଫି ନେବା ହେଲା କାଳ । ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି ସେଲଫି । ଜଣେ ବ୍ୟକ୍ତି ମାଙ୍କଡ଼ ସହ ସେଲଫି ନେଉଥିବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ମୃତ୍ୟୁ ବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ଭରନ୍ଦ ଘାଟି ରାସ୍ତାରେ…

‘ମିଡିଆକୁ କେବଳ ମୋ ଟି-ସର୍ଟ ଦେଖାଯାଉଛି, ଗରିବଙ୍କ ଚିରା ପୋଷାକ ଦେଖାଯାଉନି’

ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀଙ୍କର ଟି-ଶାର୍ଟକୁ ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଇଥିଲା। ବିଜେପି ମଧ୍ୟ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଥିଲା। ଆଉ ଏବେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମିଡିଆ କେବଳ ତାଙ୍କର ଟି-ଶାର୍ଟକ ଲକ୍ଷ୍ୟ…

ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ । ଭାରତର…

୫ଜି ସେବା ପୂର୍ବରୁ ଗାଈକୁ ପ୍ରତୀକ ଭାବେ କାହିଁକି ବାଛିଲେ ଅମ୍ୱାନୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଜିଓ ଟ୍ରୁ ୫ଜି ପାଭିଲିଅନରେ ଗାଈ। ରିଲାଏନ୍ସ ଜିଓ ଗୋ-ସମୃଦ୍ଧି କଣ? ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଥମ ଥର ପାଇଁ ଗାଈକୁ ପ୍ରତୀକ ଭାବେ କାହିଁକି ରଖାଯାଇଥିଲା? ଅମ୍ୱାନୀ ପରିବାର ଗାଈକୁ ଗାଁର ବିକାଶରେ ଶକ୍ତିଶାଳୀ ପ୍ରତୀକ ଭାବେ ଗ୍ରହଣ କରିଛି। କାରଣ ଜାଣିଲେ ଆପଣ ବି ଚକିତ…

‘ଟୁନୁ.. ମେରା ବଚ୍ଚା ..’ତୁନିଷାଙ୍କ ଜନ୍ମଦିନରେ ଏମିତି ଭାବବିହ୍ୱଳ ବାର୍ତ୍ତା ଦେଲେ ସୀଜାନଙ୍କ ଭଉଣୀ

ମୁମ୍ବାଇ: “ଟୁନ୍ନୁ ମେରା ବଚ୍‌ଚା ! ମୁଁ କେବେ ବି ଭାବି ନ ଥିଲି ତୋତେ ଏମିତି ଶୁଭେଚ୍ଛା ଜଣାଇବି ବୋଲି । ତୁ ଜାଣିଛୁ, ଆପି ପ୍ଲାନ କରିଥିଲା ତୋ ପାଇଁ ଏକ ସରପ୍ରାଇଜ । ତୁ ସେଦିନ ପ୍ରିନ୍ସେସ ଡ୍ରେସ ପିନ୍ଧିବୁ ବୋଲି ମୁଁ ଚାହୁଁଥିଲି । ମୁଁ ଚାହୁଁଥିଲି, ମୁଁ ତୋତେ ସଜେଇଥାନ୍ତିି । ତୋ ପାଇଁ…