Latest Odisha News
Browsing Category

ଫିଚର

ସୋଆ ବିଶ୍ଵବିଦ୍ୟାଳୟରେ 5ଜି ଲ୍ୟାବ ତିଆରି ହେବ

ଭୁବନେଶ୍ୱର: ଏସଟିପିଆଇ ଦ୍ୱାରା ରାଜ୍ୟର ୮ଟି ଜାଗାରେ ହେବ ସଫ୍ଟୱେୟାର ଟେକ୍ନୋଲଜି ପାର୍କ। ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଯାଜପୁର, ସମ୍ବଲପୁରରେ ତିଆରି ହେବ ଏହି ସଫ୍ଟୱେୟାର ଟେକ୍ନୋଲଜି ପାର୍କ। ଡିସେମ୍ବର ୩୧ ୨୦୨୩ ସୁଦ୍ଧା କାମ ସାରିବା ପାଇଁ…

ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ।  ଏମାନେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିଲେ । ଛାତ୍ର ଜଣକ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ସହ କଲେଜ…

5ଜି ରାଜନୀତି: ବିଜେଡି କହିଲା ଗାଁରେ ନାହିଁ ନେଟଓ୍ୱର୍କ, କେନ୍ଦ୍ରମନ୍ତ୍ରୀ କହିଲେ ଅଙ୍ଗୁଳି ଉଠାଇ ଲାଭ ନାହିଁ

ଭୁବନେଶ୍ୱର: ଟ୍ୱିନ ସିଟିରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ 5ଜି ସେବା। ମାର୍ଚ୍ଚ ୩୧ ସୁଦ୍ଧା ଏହି ହାଇସ୍ପୀଡ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ଏହା ପୂର୍ବରୁ 5ଜି ସେବା ଯୋଗାଇ ଦେଇଛନ୍ତି। ଏପରି କରି ମୋଦୀ ସରକାର କିଭଳି ଓଡ଼ିଶା ପ୍ରତି ସ୍ବତନ୍ତ୍ର…

ପୁଣି ଝାରସୁଗୁଡାରୁ ହାଇଦ୍ରାବାଦକୁ ଉଡାଣ ସେବା ଦେବ ସ୍ପାଇସ ଜେଟ୍

ଝାରସୁଗୁଡା: ପୁଣିଥରେ ଝାରସୁଗୁଡାରୁ ହାଇଦ୍ରାବାଦକୁ ବିମାନ ଉଡ଼ିବ। ଆସନ୍ତା ୨୦ ତାରିଖରୁ ଏହି ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଆଉ ସେହି ବିମାନ କମ୍ପାନୀ ସ୍ପାଇସ ଜେଟ୍ ଉଡାଣ ସେବା ଯୋଗାଇବ ବୋଲି ସୂଚନା ରହିଛି। ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ବିମାନ ସେବା…

ସାଥିର ମୃତ୍ୟୁରେ ଭାଙ୍ଗି ପଡ଼ିଛି ଶୁଆଟି, ଏବେବି ବଞ୍ଚିଛି ବିଶ୍ବାସ ସେ ଉଠିବ..ଆଉ କଥା କହିବ

କଣ ପାଇଁ ଶୋଇ ରହିଛୁ ? ଉଠ କଥା କହ.. ମୋତେ ଟିକିଏ ଚାହୁଁନୁ… ଏତେ ଚୁପ କାହିଁକି ହେଇଯାଇଛୁ । ତୁ କିଛି କହୁନୁ କାହିଁକି.. ଏମିତି କିଛି ଅକୁହା କଥା ଆମେ କହୁନୁ ଏ ଦୃଶ୍ୟ କହୁଛି । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଆପଣ ବି ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଶୁଆଟିର ପାଟି…

ବିଦେଶୀ ୟୁନିଭର୍ସିଟିର ଭାରତୀୟ ଶାଖାଗୁଡ଼ିକରେ ହୋଇପାରିବନି ଅନ୍‌ଲାଇନ୍ କ୍ଲାସ୍

ନୂଆଦିଲ୍ଲୀ: ବିନା ଅନୁମତିରେ ବିଦେଶୀ ୟୁନିଭର୍ସିଟିଗୁଡ଼ିକ ଭାରତରେ ଶାଖା ଖୋଲିପାରିବେ ନାହିଁ କି ଅନ୍‌ଲାଇନ୍‌ କ୍ଲାସ୍‌ କରିପାରିବେ ନାହଁ। ଏଥିପାଇଁ ତାଙ୍କୁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କ ଅନୁମୋଦନ ନେବାକୁ ହେବ। ତେବେ ଅନୁମୋଦନ ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ହେବ। ଏନେଇ…

ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ : ଯଶବନ୍ତପୁର ରେଳ ଷ୍ଟେସନ୍‌ରୁ ସମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଯଶବନ୍ତପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସଫେଇ କରୁଥିବା ବେଳେ ଗୋଟିଏ ଡ୍ରମରେ ଗଳିତ ମୃତଦେହ ଘୋଡ଼ା ହୋଇ ରହିଥିବାର ଦେଖିଥିଲେ…

ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ ଆର୍‌ବିଆଇରେ ଆବେଦନ କଲା ଓଡ଼ିଶାର ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ

ଭୁବନେଶ୍ୱର: ୟୁନିଭର୍ସାଲ୍‌ ବ୍ୟାଙ୍କ ସ୍ଥାପନା ପାଇଁ ଆର୍‌ବିଆଇରେ ଆବେଦନ କଲା ଓଡ଼ିଶା ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ। ବୁଧବାର ଆର୍‌ବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ୩୧ ତାରିଖ ୨୦୨୨ରେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ଆର୍‌ବିଆଇରେ…

ଏସିଆ କପ ୨୦୨୩: ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ପାଇଁ ଗ୍ରୁପ ଷ୍ଟେଜରେ ସୂଚୀ ଜାରୀ କରାଯାଇଛି । ଟି୨୦ ବିଶ୍ୱକପ ପରେ ପୁନର୍ବାର ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପୁନର୍ବାର ସେପ୍ଟମ୍ବରରେ ସାମ୍ନାସାମ୍ନି ହେବେ । ଗତ ଏସିଆକପରେ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ…

ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ଭର୍ତ୍ସନା କରିଛନ୍ତି । ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସିବିଆଇକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଚିଟଫଣ୍ଡ ଏକ…