Latest Odisha News
Browsing Category

ଫିଚର

ନୋଏଡାରେ ପୁଣି ହିଟ ଆଣ୍ଡ ରନ୍: ସ୍ୱିଗି ବଏଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡି ନେଲା କାର

ନୋଏଡା: ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାର ତଳେ ୧୨ କିମି ଘୋଷାଡି ନେବା ଘଟଣାକୁ ନେଇ ସାରା ଦେଶ ପଡୁଛି, ଉଠୁଥିବାବେଳେ ପୁଣି ସାମ୍ନାକୁ ଆସିଛି ଏହି ଭଳି ଏକ ହୃଦୟ ବିଦାରକ ଘଟଣା । ନୋଏଡାରେ  ଜଣେ ସ୍ୱିଗି ଏଜେଣ୍ଟଙ୍କୁ ଜଣେ ଅଜ୍ଞାତ ଗାଡିଧକ୍କା ଦେବା ପରେ ତାଙ୍କୁ ୫୦୦ ମିଟର ଘୋଷାଡି ନେଇଛି…

ଡିଜେ ବଜାଇବାକୁ ମନା କରିବାରୁ ଟିଏମ୍‌ସି ନେତାଙ୍କୁ ପିଟିପିଟି ମାରିଦେଲେ

କୋଲକାତା: ଡିଜେ ବଜାଇବାକୁ ମନା କରିବାରୁ ଟିଏମ୍‌ସି ନେତାଙ୍କୁ ଅତି ନିଷ୍ଠୁର ଭାବେ ପିଟିପିଟି ମାରିଦେଲେ କିଛି ଯୁବକ ପଶ୍ଚିମବଙ୍ଗ ମାଲଦାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଟିଏମ୍‌ସି ଡେପୁଟି ଚିଫ୍‌ ଅଫଜଲ ମୋମୀନଙ୍କୁ ପିଟିପିଟି ମାରିଦେଇଛନ୍ତି ଉଦ୍‌ଭ୍ରାନ୍ତ ଯୁବକମାନେ। ମୋଥା ବାରି…

ସବୁ ଅପେକ୍ଷାର ଅନ୍ତ: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ । ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା। ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ। ରାଜ୍ୟକୁ ନୂଆବର୍ଷର ଭେଟି। ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର…

ଶିତଦିନେ ଖାଆନ୍ତୁ ମେଥିଶାଗ, ଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି….

ଶିତଦିନେ ଟିକିଏ ଆମକୁ ଆମ ଶରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ  । ସେଥିପାଇଁ ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ  । ବିଶେଷ କରି ଶାଗ ଖାଇବା ନିହାତି ଦରକାର । ତେବେ ସବୁ ଶାଗ ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ,…

ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ସଞ୍ଜୁ ସାମସନ, ଡେବ୍ୟୁ କରିପାରନ୍ତି ରାହୁଲ ତ୍ରିପାଠୀ

ମୁମ୍ବାଇ: ଭାରତ -ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜରୁ ବାଦ ପଡ଼ିଲେ ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ। ପ୍ରଥମ ମ୍ୟାଚ୍‌ରେ ଫିଲ୍ଡିଂ ବେଳେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିବାରୁ ତାଙ୍କୁ ସିରିଜ୍‌ରୁ ବାଦ ଦିଆଯାଇଛି ବୋଲି ସୂଚନା ମିଳିଛି। ଏନେଇ ବିସିସିଆଇ…

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼: ସାଙ୍ଗସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ସୁନ୍ଦରଗଡ଼ର ଇବ୍ ନଦୀରେ ୨ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବୁଧବାର ଏ ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

ହିଜାବ ପରିଧାନ କରି ନ ଥିବାରୁ ଇରାନ ଚେସ ଖେଳାଳିଙ୍କୁ ହତ୍ୟା ଧମକ

ତେହେରାନ: ହିଜାବ ପରିଧାନ କରି ନ ଥିବାରୁ ଇରାନର ମହିଳା ଚେସ ଖେଳାଳି ସାରା ଖାଦିମଙ୍କୁ ହତ୍ୟା ଧମକ ମିଳିଛି । ସାରା କାଜାକସ୍ତାନର ଏକ ଟୁର୍ଣ୍ଣାମେଂଟରେ ବିନା ହିଜାବରେ ଅଂଶଗ୍ରହଣ କରିଥିଲେ । ଏଥିନେଇ ତାଙ୍କୁ ଟାର୍ଗେଟ କରାଯାଇଛି । ସ୍ୱଦେଶ ପ୍ରତ୍ୟାବର୍ତନ କଲେ ହତ୍ୟା କରାଯିବ ବୋଲି…

ବିଶ୍ୱକପରେ ଆର୍ଜେଂଟିନାଠାରୁ ପରାଜିତ ହେବା ସତ୍ୱେ ଫ୍ରାନ୍ସରେ ମେସିଙ୍କୁ ଜୋରଦାର ସ୍ୱାଗତ

ପ୍ୟାରିସ: ଫିଫା ବିଶ୍ୱକପରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଂଟିନା ଚାମ୍ପିୟନ ହୋଇଛି । ତେବେ ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସୀ ବୁଧବାର ଯେତେବେଳେ ଫ୍ରାନ୍ସରେ ପଂହଚିଥିଲେ ତାଙ୍କୁ ସାଥୀ ଖେଳାଳିମାନେ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ମେସି ପ୍ୟାରିସ ସେଂଟ ଜର୍ମନ କ୍ଲବ…

ପାକିସ୍ତାନରେ ୨ ଆଇଏସଆଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଲାହୋର: ପାକିସ୍ତାନରେ ବୁଧବାର ୨ ଆଇଏସଆଇ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମଙ୍ଗଳବାର ରାତିରୁ ଏହି ଘଟଣା ଘଟିଥିଲେ ମଧ୍ୟ ବୁଧବାର ମିଡିଆକୁ ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯାଇଥିଲା । ପଞ୍ଜାବର ଖାନୱାଲ ସହରର ଏକ ହୋଟେଲର ପାର୍କିଂରେ ଏହି ଦୁଇ ଅଫିସର ଉପସ୍ଥିତ ଥିବା ବେଳେ…