Latest Odisha News

BREAKING NEWS

Browsing Category

ଫିଚର

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇଛି’

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦ ସାହୁ କେବଳ ଜଣେ ଅଭିଯୁକ୍ତ ନୁହଁନ୍ତି । ଅନେକ ବଡ ବଡ ନେତା ଏଥିରେ ସଂପୃକ୍ତ ଅଛନ୍ତି । ଏମାନଙ୍କୁ କ୍ଲିନ ଚିଟ ଦେବା ପାଇଁ ଗୋବିନ୍ଦଙ୍କ ଆତ୍ମହତ୍ୟା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । …

ପାକିସ୍ତାନରେ ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଟିମ

କରାଚୀ: ପାକିସ୍ତାନରେ ଇଂଲଣ୍ଡ ଟେଷ୍ଟ କ୍ରିକେଟ ଟିମ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ ଦଳ କ୍ଲିନ ସୁଇପ କରିଛି । ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୮ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ପୂର୍ବରୁ ପ୍ରଥମ ଟେଷ୍ଟକୁ ୭୪ ଓ ଦ୍ୱିତୀୟ…

ଜେଲରେ କେମିତି ଜୀବନ ହାରିଲା ଗୋବିନ୍ଦ ? ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜେଲ୍ ଡିଆଇଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ଜେଲରେ କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି, କେଉଁ ପରିସ୍ଥିତିରେ ଗୋବିନ୍ଦ ଏକ ଗଛରେ ଗାମୁଛାରେ ଝୁଲି ପଡ଼ିଲେ । ତାହା ସମସ୍ତଙ୍କୁ ଚକିତ କରିଛି । ଗୋବିନ୍ଦ…

ଆପଠାରୁ ୯୭କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଏଲଜି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଓ ଦିଲ୍ଲୀ ଏଲଜିଙ୍କ ମଧ୍ୟରେ ଥିବା ସମ୍ପର୍କକୁ କିଏ ବା ନ ଜାଣେ । ମଙ୍ଗଳବାର ଏଲଜି ବିନୟ କୁମାର ସକ୍ସେନା ଆପଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ନାମରେ ଆପ ଦଳୀୟ ପ୍ରଚାର କରିଥିବା…

ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟିପିଟି ଛାତରୁ ଫୋପାଡ଼ିଦେଲା ଶିକ୍ଷକ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍କୁଲରୁ ଆସିଛି ସଇତାନ ଶିକ୍ଷକଙ୍କ ନୃଶଂସତା । ଛାତ୍ରକୁ ପିଟି ପିଟି ମନ ବୁଝିଲାନି ଯେ ଛାତରୁ ତଳକୁ ଫୋଡ଼ିଦେଲେ ଶିକ୍ଷକ  । ଆଉ ଶେଷରେ ଛାତ୍ରଙ୍କ ଜୀବନ ନେଇଗଲେ ଶିକ୍ଷକ । ଏଭଳି ଘଟଣା କର୍ଣ୍ଣାଟକର ଗଡାଗ ଜିଲ୍ଲା ହାଡଲିନ ଗ୍ରାମର ମଡେଲ ହାୟର ପ୍ରାଇମେରୀ…

ଘୃଣା ବଜାରରେ ପ୍ରେମ ଦୋକାନ ଖୋଲିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆାଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେତେବେଳେ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ତ କେତେବେଳେ ଚୀନ ସମ୍ପର୍କରେ ବୟାନ ଦେଇ । ରାହୁଲଙ୍କର ବିବଦୀୟ ବୟାନକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା । ଏପରିକି ସଂସଦରେ…

ବର୍ଦ୍ଦି ପିନ୍ଧି ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ । ଗୀତର ତାଳେ ତାଳେ ନିଜେ ଝୁମିଲେ ଏବଂ ଅନ୍ୟମାନଙ୍କୁ ଝୁମାଇଲେ  । ସେ ପୁଣି ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ  । ପୋଲିସ ବାବୁଙ୍କ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏଭଳି କିଛି ଦୃଶ୍ୟ ଦିଲ୍ଲୀରେ…

ଏକାଧିକ ମାମଲାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗକୁ କାବୁ କଲା କୋଟପାଡ଼ ପୋଲିସ

କୋଟପାଡ଼ : ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧୀ ଟୁନା ହରିଜନ । କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି ଟୁନା ନାଁରେ । ଟୁନା କୁ ଧରିବା ପାଇଁ  ସ୍ୱତନ୍ତ୍ର ଟିମ ଗଠନ କରିଥିଲା ପୋଲିସ । ନବରଙ୍ଗପୁର ଜିଲ୍ଲାର ମୈଦଲପୁର ଅଞ୍ଚଳରୁ  ଟୁନାକୁ କାବୁ କରିଛି ପୋଲିସ ।…

ଜେଲରେ ଆତ୍ମହତ୍ୟା କଲେ ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁ !

ବଲାଙ୍ଗିର: ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇ କଣ୍ଟାବାଞ୍ଜି ଜେଲରେ ଥିବା ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି । ଜେଲର ରୋଷଘର ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମମିତା ମେହେର ମାମଲାରେ ଗୋବିନ୍ଦ ଏକମାତ୍ର…