Latest Odisha News

BREAKING NEWS

Browsing Category

ଫିଚର

ମୁହାଁମୁହିଁ ହେବ ଜେରା ! ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ରିମାଣ୍ଡ ବେଳେ ଇଡି ଆଗରେ ମୁହଁ ଖୋଲିଲେନି ଅର୍ଚ୍ଚନା । ଏବେ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ବସାଇ ଜେରା କରିବ ଇଡି । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କରିଛି ।…

ଷ୍ଟେଜରେ ଆଣ୍ଠେଇ ପଡ଼ି କୁନି ପ୍ରତିଯୋଗୀଙ୍କୁ ଜୋତା ପିନ୍ଧାଇଲେ ଅମିତାଭ

ମୁମ୍ବାଇ: ଆଜି ବି ବଲିଉଡରେ ରହିଛି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦବଦବା । ରିଲ ଲାଇଫରେ ମେଗାଷ୍ଟାର ଅମିତାଭ ବଚ୍ଚନ ଯେତିକି ସାଧାସିଧା ରିଅଲ ଲାଇଫରେ ସେତିକି ଅମାୟିକ । କୌନ ବନେଗା କରୋଡପତିରେ ବିଗ ବି ଓ କଣ୍ଟେଷ୍ଟାଣ୍ଟଙ୍କ ସହ ତାଙ୍କର ଥଟ୍ଟା ମସ୍ତି ଦର୍ଶକଙ୍କ ମନକୁ ଛୁଇଁଛି ।…

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି…

କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି, ସାମିଲ ହେବେ ଯୁକ୍ତ ୩, ପିଜି ଛାତ୍ର

ଭୁବନେଶ୍ୱର : କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି । ଉଭୟ ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା । ଷ୍ଟାର୍ଟଅପ୍ ଓଡିଶାର…

ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ

ଭୁବନେଶ୍ୱର: ଅର୍ଚ୍ଚନା-ଜଗବନ୍ଧୁ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ । ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାରିପାରେ ଇଡି । ଅର୍ଚ୍ଚନା ନାଗ ମାମଲାରେ ଇଡି ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରିଛି । ୧୫ ଦିନ ଲାଗି ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବା ଲାଗି…

ଯୁବ ଚାଷୀଙ୍କ ପଶୁପ୍ରେମ, ଯୋଡ଼ା ବଳଦ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ

ବେଙ୍ଗାଲୁରୁ : ଯୁବ ଚାଷୀଙ୍କ ନିଆରା ପଶୁ ପ୍ରେମ । ଯୋଡ଼ା ବଳଦ ପାଇଁ ନିର୍ମାଣ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ । ସମସ୍ତେ ନିଜ ବିବାହକୁ ଟିକିଏ ସ୍ୱତନ୍ତ୍ର କରିବାକୁ ଚାହିଁଥାଆନ୍ତି  ।  ନିଜ ବିବାହକୁ ସ୍ବତନ୍ତ୍ର କରିବା ଉଦ୍ଦେଶ୍ୟରେ ଅଭିନବ ପ୍ରୟାସ କରିଛନ୍ତି ପଶୁପ୍ରେମୀ ମହେଶ । ଯାହା…

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ…

୫ ବର୍ଷ ଝିଅ ଶରୀରରୁ ମିଳିଲା ଜିକା ଭାଇରସ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ…

ଭାରତୀୟ ଯବାନଙ୍କ ସାହସ ଦେଖି ଫେରିଗଲେ ଡ୍ରାଗନ ସେନା-ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନାକୁ ନିଜ…

ସଂସଦ ଆକ୍ରମଣରେ ବଳିଦାନକୁ ସ୍ମରଣ କଲେ ଶାସକ ଓ ବିରୋଧୀ

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣକୁ ୨୧ ବର୍ଷ । ସଂସଦରେ ସହିଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସଂସଦ ପରିସରରେ ସହିଦ୍ ଯବାନଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହିତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖଡ,…