Latest Odisha News
Browsing Category

ଫିଚର

ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଧରିଲେ ପତ୍ନୀ, ତା’ପରେ…

ନୂଆଦିଲ୍ଲୀ: ସ୍ୱାମୀଙ୍କ ପରିକୀୟ ପ୍ରୀତି ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଦେଖିବା ପରେ ଫେସବୁକରେ ଭିଡିଓ ଲାଇଭ୍ କରି ଦେଇଥିଲେ । ଯାହାପରେ ତାଙ୍କ ସ୍ୱାମୀ ମହିଳାଙ୍କୁ ଚାପୁଡ଼ା…

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି । ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ…

ପଠାନ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌

ନୂଆଦିଲ୍ଲୀ : ରିଲିଜ୍‌ ହେଲା ପଠାନ୍‌ ଫିଲ୍ମର ପ୍ରଥମ ଗୀତ  । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍‌ର ପ୍ରଥମ ଗୀତ ରିଲିଜ ହୋଇଛି  । ଯେଉଁଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା  । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍‌କୁ ଦର୍ଶକମାନେ ଖୁବ୍‌ ପସନ୍ଦ…

ବୈପାରୀଗୁଡାରେ ବ୍ୟାପିଲା ଝାଡ଼ାବାନ୍ତି, ଗୋଟିଏ ପରିବାରରେ ୬ ଜଣ ଆକ୍ରାନ୍ତ

କୋରାପୁଟ : ବୈପାରୀଗୁଡାରେ ଦଶମନ୍ତପୁର ପଞ୍ଚାୟତ ପଟରଗୁଡା ଗ୍ରାମରେ ଝାଡାବାନ୍ତି ଆତଙ୍କ  । ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି  । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଙ୍କ ସମତେ ଚାରି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି…

ସମ୍ୱଲପୁରରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ପୋଲିସ ସହ ମୁହାଁମୁହିଁ

ସମ୍ୱଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା । ରଣକ୍ଷେତ୍ର ପାଲଟିଲା ସମ୍ୱଲପୁର କଚେରୀ ଛକ । ପୁଣି ଥରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଓକିଲ ସଂଘ ସଦସ୍ୟ କହିଛନ୍ତିଯେ, ୭୦ ବର୍ଷ ଇତିହାସରେ କଳକ ଲଗାଇଛି ପୋଲିସ  ।  ବୃଦ୍ଧା, ମହିଳା ଓ କିନ୍ନର ବି ସତ୍ୟାଗ୍ରହରେ…

ଓଲଟିଲା ପିକ୍‌ନିକ୍‌ ବସ୍‌,୨ ଛାତ୍ର ମୃତ

ମୁମ୍ବାଇ : ଛାତ୍ରଙ୍କ ଜୀବନ ନେଲା ପିକନିକ୍‌ । ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଓଲଟିଲା ପିକ୍‌ନିକ୍‌ ବସ୍‌ । ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୭ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଖୋପୋଲି ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଏକ ପିକ୍‌ନିକ୍ ବସ୍ଟି…

ଥରୁଛି ସାରା ଦେଶ, ଦିଲ୍ଲୀଠୁ ଲାକ୍ଷାଦ୍ୱୀପ ଶୀତର ପ୍ରକୋପ

ନୂଆଦିଲ୍ଲୀ: ଶୀତରେ ଥରୁଛି ଭାରତ । ରାଜଧାନୀ ଦିଲ୍ଲୀ  ସମେତ ଉତ୍ତରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନରେ ପ୍ରବଳ ଥଣ୍ଡା  । ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଟାଣ ଖରା ସତ୍ତ୍ୱେ କମ୍ପାଉଛି ଥଣ୍ଡା । ରାତିରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ ରହୁଛି । ଆଗକୁ ଆହୁରି ଶୀତ ବଢିବ ବୋଲି ଜଣାପଡିଛି…

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ,…

ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଆଜି ଶପଥପାଠ

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବର୍ଷା ବିଜେଡିର ପ୍ରାର୍ଥିନୀ ଭାବେ ଚଳିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୬…

ଭୁପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ଇନିଂସ : ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେବେ ଶପଥ

ସୁରଟ: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ତାଙ୍କୁ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଦେବେ ।  ଦେବବ୍ରତ ଗାନ୍ଧୀନଗରରେ ନୂଆ ସଚିବାଳୟ ନିକଟସ୍ଥ ହ୍ୟାଲିପ୍ୟାଡ୍ ଗ୍ରାଉଣ୍ଡରେ ଏଥିପାଇଁ ଭବ୍ୟ ସମାରୋହର…