Latest Odisha News

BREAKING NEWS

Browsing Category

ଫିଚର

ରାମୋସଙ୍କ ହ୍ୟାଟ୍ରିକ ଗୋଲ, ଫିଫା ବିଶ୍ୱକପ କ୍ୱାର୍ଟରରେ ପର୍ତୁଗାଲ

ଦୋହା: ସୁଇଜରଲାଣ୍ଡକୁ ପ୍ରି-କ୍ୱାର୍ଟରରେ ପରାସ୍ତ କରି ପର୍ତୁଗାଲ ୧୬ ବର୍ଷ ପରେ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟରରେ ପ୍ରବେଶ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ଏହି ମ୍ୟାଚରେ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ ଗୋଲ ବଳରେ ପର୍ତୁଗାଲ ୬-୧ ଗୋଲରେ ସୁଇଜରଲାଣ୍ଡକୁ ପରାସ୍ତ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଫିଲିପାଇନ୍ସରେ ଓହ୍ଲାଇଲା ଜାପାନ ଯୁଦ୍ଧ ବିମାନ

ଟୋକିଓ:ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାପାନ ଶକ୍ତି ପ୍ରଦର୍ଶନ କରିଛି । ବୁଧବାର ଫିଲିପାଇନ୍ସରେ ଜାପାନର ଯୁଦ୍ଧ ବିମାନ ଓହ୍ଲାଇଛନ୍ତି । ଚୀନ ଓ ରୁଷର ବମ୍ବର୍ସର ଅଭ୍ୟାସ ପରେ ଜାପାନ ଏହି ପଦକ୍ଷେପ ଗ୍ରହଣ କରିଛି । ଜାପାନ ବାୟୁସେନା ଓ ଫିଲିପାଇନ୍ସ ବାୟୁସେନା ପରସ୍ପରକୁ ସହଯୋଗ…

ପିଟିଆଇ ପଦରୁ ହଟିବେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ଇମ୍ରାନ ଖାଁଙ୍କୁ ବଡ଼ ଝଟ୍‌କା । ପାକିସ୍ତାନ ନିର୍ବାଚନ ଆୟୋଗଙ୍କର ବଡ଼ ନିଷ୍ପତ୍ତି  । ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ପଦରୁ ଇମ୍ରାନ ଖାଁଙ୍କୁ ହଟାଇବା ଲାଗି ପାକିସ୍ତାନ ନିର୍ବାଚନ ଆୟୋଗ ବଡ଼ ପଦକ୍ଷେପ ନେଇଛନ୍ତି। ଦୁର୍ନୀତି ମାମଲାରେ ଇମ୍ରାନ ଦୋଷୀ…

୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି, ୨୦୨୩ରେ ଜିଡିପି ୬.୮% ଆକଳନ

ନୂଆଦିଲ୍ଲୀ : ବଢିଲା ରେପୋ ରେଟ୍, ମହଙ୍ଗା ହେଲା ଋଣ । ୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି  ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଗଷ୍ଟ ୨୦୧୮ ପରଠାରୁ ଏହା ରେପୋ ରେଟ୍ ର ସର୍ବୋଚ୍ଚ ସ୍ତର । ଆରବିଆଇ ମୁଦ୍ରାନୀତି କମିଟି (ଏମପିସି)ବୈଠକରେ ଏହି ନିଷ୍ପତ୍ତି ହୋଇଛି ।…

କାଲି ପଦ୍ମପୁର ରାୟ, ଆଶାଆଶଙ୍କାରେ ପ୍ରାର୍ଥୀ

ପଦ୍ମପୁର: ଆସନ୍ତାକାଲି ପ୍ରକାଶ ପାଇବ ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନର ଫଳ । ଆସିବ ପଦ୍ମପୁରବାସୀଙ୍କ ରାୟ । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟପେଡ଼ି । ଚଳିତ ଉପନିର୍ବାଚନରେ ୮୧.୨୯ % ଭୋଟ୍ ପଡିଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୮% ମତଦାନ ହୋଇଥିଲା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି…

ଏସଟିଏଫ୍ ଟିମ୍ ଉପରକୁ ଗୋଚାଲାଣକାରୀଙ୍କ ଫାୟାରିଂ, ୩ଗୋରୁ କଣ୍ଟେନର ନେଇ ଛୁ’

କେନ୍ଦୁଝର : କେନ୍ଦୁଝରରେ ଏସଟିଏଫ୍ ଉପରକୁ ଫାୟାରିଂ । ଜୁଡିଆ ବାଇପାସ କିରେଇଟାଙ୍ଗିରି ଟୋଲଗେଟ୍ ନିକଟରୁ ୩ଟି ଗୋରୁ ବୋଝେଇ କଣ୍ଟେନର ନେଇ ପଳାଇଲେ ଗୋଚାଲାଣକାରୀ । କେନ୍ଦୁଝର ଜିଲ୍ଲା ଦେଇ ପ୍ରତିଦିନ ବେଆଇନ ଭାବେ ଗୋଚାମାଣ ନେଇ ସୂଚନା ପାଇଥିଲା ଏସଟିଏଫ୍ ଟିମ୍ । ଚଢାଉ ପରେ ୫ଟି ଗୋରୁ ବୋଝେଇ…

ଆଉ କିଛି ସମୟର ଅପେକ୍ଷା: ଦିଲ୍ଲୀ ଏମସିଡି ନିର୍ବାଚନରେ କିଏ ମାରିବ ବାଜି?

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା  ।  ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ, କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ୧୬ ନୂଆ ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଚଳିତ ଅଧିବେଶନରେ ବିରୋଧୀ ଦଳ ମୂଲ୍ୟବୃଦ୍ଧି, ବେକାରୀ, ଚୀନ ସୀମା ସଙ୍କଟ, କଲେଜିୟମ ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ । ଗତକାଲି ସଂସଦ ଭବନ ପରିସସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ…

ଘର ଚଟାଣ ସଫା କରିବାରେ ହେଉଛି ଅସୁବିଧା ? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘର ନିୟମିତ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ନିୟମିତ ଭାବେ ଚଟାଣ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଅଧିକାଂଶ ମଇଳା ଏଠାରେ ବ୍ୟାପିଥାଏ। ଚଟାଣ ସଫା କରିବା ପାଇଁ ଅନେକ ଲୋକ ଘର ସହାୟିକା ବା ଚାକର/ଚାକରାଣୀ…

ନବୀନଙ୍କୁ ଖୋଜୁଛନ୍ତି ନୀତିଶ!

ନୂଆଦିଲ୍ଲୀ: ନବୀନଙ୍କୁ ଥୋପ୍ ଦେଖାଇଲା ଜେଡିୟୁ। ନିରପେକ୍ଷତା ଛାଡି ଜନତା ପରିବାରରେ ସାମିଲ ହେବାକୁ ବିଜେଡି ସୁପ୍ରିମୋଙ୍କୁ ଆହ୍ୱାନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ବ୍ୟକ୍ତି ତଥା ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ଏହି ଅପିଲ୍ କରିଛନ୍ତି। ଯଦି ନବୀନ ସାମିଲ ହେବେ…