Latest Odisha News

BREAKING NEWS

Browsing Category

ଫିଚର

ଆଉ କିଛି ସମୟର ଅପେକ୍ଷା: ଦିଲ୍ଲୀ ଏମସିଡି ନିର୍ବାଚନରେ କିଏ ମାରିବ ବାଜି?

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା  ।  ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ, କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ୧୬ ନୂଆ ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବ । ଚଳିତ ଅଧିବେଶନରେ ବିରୋଧୀ ଦଳ ମୂଲ୍ୟବୃଦ୍ଧି, ବେକାରୀ, ଚୀନ ସୀମା ସଙ୍କଟ, କଲେଜିୟମ ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବ । ଗତକାଲି ସଂସଦ ଭବନ ପରିସସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ…

ଘର ଚଟାଣ ସଫା କରିବାରେ ହେଉଛି ଅସୁବିଧା ? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘର ନିୟମିତ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ନିୟମିତ ଭାବେ ଚଟାଣ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଅଧିକାଂଶ ମଇଳା ଏଠାରେ ବ୍ୟାପିଥାଏ। ଚଟାଣ ସଫା କରିବା ପାଇଁ ଅନେକ ଲୋକ ଘର ସହାୟିକା ବା ଚାକର/ଚାକରାଣୀ…

ନବୀନଙ୍କୁ ଖୋଜୁଛନ୍ତି ନୀତିଶ!

ନୂଆଦିଲ୍ଲୀ: ନବୀନଙ୍କୁ ଥୋପ୍ ଦେଖାଇଲା ଜେଡିୟୁ। ନିରପେକ୍ଷତା ଛାଡି ଜନତା ପରିବାରରେ ସାମିଲ ହେବାକୁ ବିଜେଡି ସୁପ୍ରିମୋଙ୍କୁ ଆହ୍ୱାନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ବ୍ୟକ୍ତି ତଥା ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ଏହି ଅପିଲ୍ କରିଛନ୍ତି। ଯଦି ନବୀନ ସାମିଲ ହେବେ…

୧୩ ଘଣ୍ଟାରୁ ଅଧିକ ସମୟ ହେବ ୪୦୦ ଫୁଟ ଗଭୀର ବୋରୱେଲରେ ଫସି ରହିଛି ୮ ବର୍ଷର ବାଳକ

ଇନ୍ଦୋର: ମଙ୍ଗଳବାର ଖେଳୁଥିବା ବେଳେ ଜଣେ ୮ ବର୍ଷର ବାଳକ ୪୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି। ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ସାରା ଦେଶର ନଜର ରହିଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ଘଟଣାଟି ସଂଧ୍ଯା ପ୍ରାୟ ୫ ଟା ସମୟରେ ମାଣ୍ଡଭି…

ଅବୈଧ ବାଲି ଉଠାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ୱର: ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି ବାବୁ । ସାଂସଦଙ୍କୁ ହେୟଜ୍ଞାନ କରୁଛି ଜିଲ୍ଲା ପ୍ରଶାସନ । ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଆଖାଇ ଏବଂ କୁସଭଦ୍ରା ନଦୀ ପଠାରୁ ବେଆଇନ୍ ବାଲି ଉଠାଣକୁ ନେଇ ପୁଣି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।…

HSRP ଲଗାଇବା କ୍ଷେତ୍ରରେ ଓଡ଼ିଶା ମଡେଲ୍, ୬ ମାସରେ ୩୩ ଲକ୍ଷ ବୁକିଂ

କଟକ: ସୁପ୍ରିମକୋର୍ଟ୍‌ଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା କ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମାତ୍ର ୬ ମାସ ଭିତରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ିରେ…

ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡ଼ାପଣ ଦୂର ଅଭିଯାନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ କମାଯାଇ ପାରିବ ଏବଂ ଏଥିପାଇଁ ପୂର୍ଣ୍ଣ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।  ଆଜି ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ଭାରତରେ ଶିଶୁ ଅପପୁଷ୍ଟି ଓ ଗେଡାପଣ ନିରାକରଣ ଶୀର୍ଷକ…

ରଣଜୀ ଟ୍ରଫିରେ ନିଯୁକ୍ତ ହେବେ ମହିଳା ଅମ୍ପାୟର୍ସ

ମୁମ୍ବାଇ: ବିସିସିଆଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ପୁରୁଷ ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ଏଥର ମହିଳା ଅମ୍ପାୟରଙ୍କୁ ନିଯୁକ୍ତ କରାଯିବ । ବିସିସିଆଇର ଜନୈକ ଅଧିକାରୀ ନାମ ପ୍ରକାଶ ନ କରି ଏହା କହିଛନ୍ତି । ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପଳନଙ୍କୁ…

RRR କୁ ମିଳିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ

ନୂଆଦିଲ୍ଲୀ : ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି ଆରଆରଆର (RRR) । ପ୍ରଶଂସକ କହିଲେ ପୁଣି ରିଲିଜ୍‌ ହେଉ ଏହି ଫିଲ୍ମ  । ଏହି ଫିଲ୍ମଟି ରିଲିଜ ହେବା ପରେ ବହୁ ପ୍ରଶଂସକଙ୍କ ପସନ୍ଦ ଆସିଥିଲା ଏହି ଫିଲ୍ମ  । ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ…