Latest Odisha News

BREAKING NEWS

Browsing Category

ଫିଚର

ଜମ୍ମୁ କାଶ୍ମୀର ଆତଙ୍କବାଦ ପୀଡିତଙ୍କ ପାଇଁ କେନ୍ଦ୍ରୀୟ କୋଟାରେ ମେଡିକାଲ ସିଟ୍ ସଂରକ୍ଷଣ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦର ଶିକାର ମୃତ ବ୍ୟକ୍ତିଙ୍କ ପିଲାମାନଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ ହେବ । ଦେଶର ସମସ୍ତ ସରକାରୀ ମେଡିକାଲ କଲେଜ ଗୁଡିକରେ ଏପରି ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ସିଟ୍ ସଂରକ୍ଷଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁମାନଙ୍କ…

ପ୍ରେମିକା ଦେଲା ଧୋକା, ପ୍ରେମିକ ଗଳା କାଟିବାର ଫେସବୁକରେ ଲାଇଭ ଦୃଶ୍ୟ

ଉତ୍ତର ପ୍ରଦେଶ : ପୁଣି ସାମ୍ନାକୁ ଆସିଲା ପ୍ରେମରେ ଧୋକା ପାଇ ଆତ୍ମହତ୍ୟା କରିବା ଘଟଣା । ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ଫେସବୁକରେ ଲାଇଭ କରି ନିଜର ଗଳା କାଟିଲେ ଯୁବକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ଥାନା ଅନ୍ତର୍ଗତ…

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର…

ଟ୍ବିଟର କାରଣରୁ ଏଲନ ମସ୍କଙ୍କ ଟେସଲା କମ୍ପାନୀରେ ହେଉଛି କ୍ଷତି

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଏଲନମସ୍କ। ଟ୍ବିଟରର ପ୍ରଭାବ ପଡ଼ିଲା ଇଲେକଟ୍ରିକ୍‌ କାର୍‌ କମ୍ପାନୀ ଟେସଲା ଉପରେ। ପୂର୍ବରୁ ଟ୍ବିଟରର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଚର୍ଚ୍ଚାରେ ରହିଥିବା ବେଳେ ।ଏନେଇ ଟେସଲାର ସମ୍ପତ୍ତି ହ୍ରାସ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଟେସଲାରେ ଏଲନ…

ଅର୍ଚ୍ଚନା ମାମଲାରେ ଇଡିର ଛାନଭିନ୍; ନୋଟିସ୍ ପାଇଁ ଲମ୍ବା ତାଲିକା, କାହାକୁ ଡାକିବ ?

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମେଲିଂ କାରବାରରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ସକ୍ରିୟ ହୋଇଛି ଇଡି । ଦମ୍ପତିଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ଆର୍ଥିକ କାରବାର ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

୨୦ ଦିନର ଅସୁସ୍ଥ ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା’

ମହାରାଷ୍ଟ୍ର : ମା ସାଜିଲା ହତ୍ୟାକାରୀ । ଅସୁସ୍ଥ ଶିଶୁ କନ୍ୟାର ତଣ୍ଟିଚିପି ହତ୍ୟା କଲା ମା । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଆକୋଲାଠାରେ ଘଟିଛି  । ଶିଶୁଟି ଜନ୍ମରୁ ଅସୁସ୍ଥ ରହିଥିଲା। ତେଣୁ ଶିଶୁର ମା ଜଣକ ରାଗିଯାଇ ହତ୍ୟା କରିଛନ୍ତି  । ପୁଲିସ୍‌ କହିଛି ଯେ ୱାଡି ଆମଦପୁର…

ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ଗମ୍ଭୀର ହୋଇଛି । ଏଠାରେ ଏକ୍ୟୁଆଇ (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ୩୨୯ରେ ପହଞ୍ଚିଛି । ଯାହା ‘ଭେରି ପୁଅର୍’ କ୍ୟାଟେଗରୀ । ବାୟୁମଣ୍ଡଳର ଗୁଣବତ୍ତା ନିର୍ଦ୍ଧାରଣ ମାନଦଣ୍ଡରେ ଜଣାପଡିଛିଯେ ନୋଏଡା ଭଳି ଏନସିଆରରେ ମଧ୍ୟ…

ଆସନ୍ତା ସପ୍ତାହରେ ଲଞ୍ଚ ହେବ ଭାରତର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ “ବିକ୍ରମ-ଏସ୍”

ବେଙ୍ଗାଲୁରୁ: ଭାରତର ପ୍ରଥମ ଘରୋଇ ନିର୍ମିତ ରକେଟ୍ “ବିକ୍ରମ-ଏସ୍” ଲଞ୍ଚ ହେବାକୁ ଯାଉଛି । ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ନାମକ ଏକ ଘରୋଇ ସ୍ପସ୍ କମ୍ପାନୀ ଏହାକୁ ନିର୍ମାଣ କରୁଛି । ଚଳିତ ସପ୍ତାହ କିମ୍ୱା ଆସନ୍ତା ସପ୍ତାହରେ “ବିକ୍ରମ-ଏସ୍” ଲଞ୍ଚ କରାଯାଇପାରେ । ଶ୍ରୀହରିକୋଟାସ୍ଥିତ…

ନେପାଳରେ ବଡ଼ଧରଣର ଭୂମିକମ୍ପ,୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ନେପାଳରେ ଭୂକମ୍ପର ଝଟ୍‌କା । ଗତକାଲି ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର ପ୍ରଭାବରେ ଦୋତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି ଅନେକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର…

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ 

ନୂଆଦିଲ୍ଲୀ : ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥପାଠ କରାଇଛନ୍ତି । ୧୦ ନଭେମ୍ୱର ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ରହିବେ । ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ…