Latest Odisha News

BREAKING NEWS

Browsing Category

ଫିଚର

ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ

ନୂଆଦିଲ୍ଲୀ: କାତରରେ ନଭେମ୍ବର ୨୦ରୁ ଆରମ୍ଭ ହୋଇଯିବ ଫୁଟବଲ ମହାକୁମ୍ଭ । ଏହାର ଫାଇନାଲ ମ୍ୟାଚ ଡିସେମ୍ବର ୧୮ରେ ଖେଳାଯିବ । ଉଦଘାଟନୀ ଦିବସରେ ଆୟୋଜକ କତାର ଓ ଇକ୍ୟୁଡର ମଧ୍ୟରେ ମୁକାବିଲା ହେବ । ଗ୍ରୁପ ଷ୍ଟେଜ ମୁକାବିଲା ଡିସେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ରାଉଣ୍ଡ ଅଫ ୧୬…

ବରଗଡରେ ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ତୋମାରଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ଚାଷୀ ଓ ଫସଲ ବୀମାକୁ ନେଇ ଜୋର ଧରିଛି ରାଜନୀତି । ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ହୋଇଛି ଅଭିଯୋଗ । ତେଣୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ୨୦୨୧ ରେ ଖରିଫ ଫସଲ ପାଇଁ…

ଶିଳ୍ପସଂସ୍ଥାରେ ଚାକିରି ଦାବି କରି ମନ୍ତ୍ରୀଙ୍କ ବାସଭବନ ଘେରିଲା ୟୁଥ୍ ଫର ଆକ୍ସନ୍

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ନିଯୁକ୍ତି ଦାବି କରି ଆଜି ୟୁଥ୍ ଫର୍ ଆକ୍ସନ ପକ୍ଷରୁ ପ୍ରତିବାଦ କରାଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ୟୁଥ୍ ଫର ଆକ୍ସନ୍ ସଦସ୍ୟଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।…

ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: ଥୋପ ପରେ ଥୋପ । ପ୍ରଥମେ ମରୁଡ଼ି ପାଇଁ ଇନପୁଟ୍ ସହାୟତା । ଏବେ ଉପନିର୍ବାଚନରେ ଭୋଟ୍ ହାତେଇବାକୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି । ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ତଣ୍ଟିରେ ଥିବା ଧାରଣା କଣ୍ଟା ହଟିଛି । ଆଜି ନବୀନ ନିବାସରେ ବିଜେଡି…

୧୯୬୬ରୁ ପାଳିତ ହେଉଛି ନ୍ୟାସନାଲ ପ୍ରେସ ଡେ’

ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ରେସ ଡେ’  । ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମନାର୍ଥେ ଏହି ଦିବସକୁ ପାଳନ କରାଯାଏ । ଦେଶରେ  ମୁକ୍ତ ଓ ଦାୟିତ୍ୱବାନ ପ୍ରେସର ଉପସ୍ଥିତିକୁ ଦର୍ଶାଇବା ପ୍ରେସ ଡେ’ର ମହତ୍ତ୍ୱ । ଦେଶର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉଚ୍ଚମାନର ସାମ୍ୱାଦିକତା ପାଇଁ ଉତ୍ତରଦାୟୀ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି

ପଦ୍ମପୁର: ମିଳିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ପ୍ରତିଶ୍ରୁତି ମିଳିଛି । ୨୦୨୩ ଡିସେମ୍ୱର ୩୧ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ତେବେ ବିଜେଡି ନିଜର ଇସ୍ତାହାରରେ ଏହାକୁ ସ୍ଥାନିତ କରିବା । ତାପରେ ହିଁ…

ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଥରୁଛି କୋରାପୁଟ ଜିଲ୍ଲା । କୋରାପୁଟର ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ତାପମାତ୍ରା ୬.୪ଡିଗ୍ରୀ ରହିଛି । ତାପଛକୁ ଜି.ଉଦୟଗିରି ୭ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟରେ ୧୦ ଡିଗ୍ରୀ ରହିଛି ପାରଦ । କନ୍ଧମାଳର ଦାରିଙ୍ଗବାଡିରେ…

କ୍ୟାପିଟାଲ ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲର ହେବ ଉନ୍ନତିକରଣ । ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳୁ କ୍ୟାପିଟାଲ ହସପିଟାଲକୁ ପରିଦର୍ଶନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି ୫ଟି ସଚିବ । ଏହା ସହିତ ରୋଗୀ ସେବା  ସୂଚାରୁ ରୂପେ ଚାଲୁଛି କିନାହିଁ…

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ…