Latest Odisha News

BREAKING NEWS

Browsing Category

ଫିଚର

ମୋର୍ବି ଟ୍ରାଜେଡି : ୨କୋଟିରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଓରେଭା ଗ୍ରୁପ୍

ସୁରଟ : ଗୁଜରାଟର ମୋର୍ବି ଝୁଲା ପୋଲ ଅଘଟଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମୋର୍ବି ଟ୍ରାଜେଡିରେ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ…

ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ହତ୍ୟା କରିଛି ଖଲିସ୍ତାନୀ ଆତଙ୍କୀ ଲଖବୀର ?

ଅମ୍ରିତସର: ପଞ୍ଜାବର ଅମ୍ରିତସରରେ ଶୁକ୍ରବାର ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଲଖବୀର ଲଣ୍ଡା ଏହି ହତ୍ୟା ଘଟଣାରେ ନିଜକୁ ଦାୟୀ…

ବାଙ୍କଚୂଡ଼ା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ  

ପୁରୀ : ଆଜି ହେଉଛି ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ  ସେ ସମୟରେ ବ୍ରଜ ଦାଣ୍ଡ…

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି…

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ…

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ୩୪ ବର୍ଷରେ ପାଦ ଥାପିଲେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି। ସରାବିଶ୍ବରୁ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ…

ସ୍ବାଧିନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନେଗୀ। ଶେଷଥର ପାଇଁ ୨ ତାରିଖରେ ମତଦାନ କରିଥିଲେ ନେଗୀ  । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ…

ଭୋଟ ଫଳାଫଳ ପୂର୍ବରୁ ତିହିଡ଼ିରେ ନିର୍ବାଚନୀ ହିଂସା, ଦୁଇ ଆହତ

ଧାମନଗର: ଧାମନଗର ଉପନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ  ପୁଣି ହିଂସାକାଣ୍ଡ ଘଟିଛି ।  ଉପନିର୍ବାଚନ ଫଳାଫଳ ଲାଗି  ଆଉ ଗୋଟିଏ ଦିନ ବାକି ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତଳ…

ପ୍ରଥମ ଓଡ଼ିଆ: ଏନଏମଏର ଅଧ୍ୟକ୍ଷ ଭାବେ ପ୍ରଫେସର କିଶୋର କୁମାର ବାସା ନିଯୁକ୍ତ

ଭୁବନେଶ୍ୱର:  ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା।କେନ୍ଦ୍ର…

ସର୍ଟ ସର୍କିଟରୁ ବିସ୍ଫୋରଣ କଲା ଫ୍ରିଜ, ତିନି ଜଣଙ୍କର ମୃତ୍ୟୁ

ଚେନ୍ନାଇ: ମୃତ୍ୟୁ ଏମତି ବି ଆସେ ବୋଲି କେହି କେବେ ଭାବିନଥିବେ ଯେମିତି ଶୁକ୍ରବାର ତାମିଲନାଡୁରେ ଏକ ଅଘଟଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଚେଙ୍ଗଲପଟ୍ଟି ଜିଲ୍ଲାରେ ଏକ ଘରେ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଶବ୍ଦଟି କଲୋନୀରେ ବ୍ୟାପିଗଲା। ଏହି ଫ୍ରିଜ୍…