Latest Odisha News

BREAKING NEWS

Browsing Category

ଫିଚର

ଗ୍ୟାସ ଟାଙ୍କି ବିସ୍ଫୋରଣରେ ଚାରି ମୃତ

ଯୋଧପୁର : ରାଜସ୍ଥାନର ଯୋଧପୁର କିର୍ତ୍ତି ନଗରରେ ବେଆଇନ ଗ୍ୟାସ ବିକ୍ରୟ ସ୍ଥାନରେ  ହଠାତ୍‌ ୪ଟି ସିଲିଣ୍ଡର ଫାଟି ଯାଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ୟାସ ଫାଟିବା ଯୋଗୁଁ  ଘର ମାଲିକଙ୍କ ସହ ତାଙ୍କର ତିନି ସଂପର୍କୀୟ ନିଆଁରେ ପୋଡି ଯାଇଥିଲେ  । ତାଙ୍କ ଦେହ 80 ପ୍ରତିଶତ ଜଳିଯାଇଥିଲା । …

୯୦ତମ ଏୟାରଫୋର୍ସ ଡେ: ଭୂପୃଷ୍ଠ ଏବଂ ବାୟୁବାହୀ ଅସ୍ତ୍ର ପ୍ରଣାଳୀ ଗୋଟିଏ ବ୍ୟବସ୍ଥାରେ ରହିବେ

ଚଣ୍ଡିଗଡ଼: ୯୦ତମ ଏୟାରଫୋର୍ସ ଡେ’  ଚଣ୍ଡୀଗଡରେ ଅନୁଷ୍ଠିତ ହୋଇଯାଇଛି । ଏୟାର ଶୋ’ର କମାଲ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚା ହେଉଛି । ସେପଟେ ଭାରତୀୟ ବାୟୁସେନା (ଆଇଏଏଫ୍‍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍‌) ଶାଖା ଗଠନକୁ…

 ଋଷ-ୟୁକ୍ରେନ ଯୋଗାଯୋଗ ପାଇଁ ଥିବା ମହତ୍ତ୍ବପୂର୍ଣ୍ଣ ରେଳ ବ୍ରିଜ୍ ବିସ୍ଫୋରଣରେ ନଷ୍ଟ

ମସ୍କୋ: ଋଷ- ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ଆଡ଼କୁ ଗତି କରୁଛି । କେବେ ଋଷ ୟୁକ୍ରେନର ସହରକୁ କବଜା କରିବା ଖବର ଆସୁଛି ତ କେବେ ୟୁକ୍ରେନ ସେହି ସହରକୁ ଋଷ ସେନାଙ୍କଠାରୁ ଛଡ଼ାଇ ଆଣୁଥିବା ଖବର ପ୍ରକାଶ ପାଉଛି । ଏହାରି ଭିତରେ ଏକ ବଡ଼ ଘଟଣା ଘଟିଛି । ତାହା ହେଉଛି କ୍ରିମିୟା ଓ ଋଷ ମଧ୍ୟରେ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା…

ଅଭାବ ଅନଟନ ଭିତରେ ଦିନ ମଜୁରିଆଙ୍କ ପୁଅ ହେଲେ ଓଏଏସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ…

ପୁଣି ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା ! ଫୋକସରେ ଓଡ଼ିଶା ସମେତ ଏହି ସବୁ ରାଜ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ମାସ ଆରମ୍ଭରେ ଏହି ଆସନ ପାଇଁ ଭୋଟ୍ ପଡିବାକୁ ଯାଉଛି। ବିଜେପି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତ ପ୍ରକାର ଦମ୍ ଲଗାଇବ ବୋଲି ଜଣାପଡ଼ିଛି। ଦିିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ…

ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ : ତେଜସ୍ବିନୀ ବେହେରା ଓସିଏସ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ । ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୯୨ ଜଣ ଆଶାୟୀ କୃତକାର୍ଯ୍ୟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି ।  ଟପ୍ ଥ୍ରୀରେ ଛାତ୍ରୀ ରହିଛନ୍ତି । ଭୁବନେଶ୍ୱରର ୨୪ ବର୍ଷୀୟା ତେଜସ୍ୱିନୀ ବେହେରା ପ୍ରଥମ…

ଆଉ ତିନି ଦିନ ପରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ୍

ଭୁବନେଶ୍ବର: ଫୁଟବଲ୍ ବିଶ୍ବକପ ପାଇଁ ବିଶ୍ୱର ଶ୍ରେଷ୍ଠ ଟିମଗୁଡ଼ିକ ରାଜଧାନୀରେ ପହଁଚିଥିବା ବେଳେ ଭୁବନେଶ୍ବରରେ ଖେଳାଳିଙ୍କ ପ୍ରାକ୍ଟିସ ପାଇଁ ନୂଆ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟୁଇଟ କରି ଖୁସି ପ୍ରକଟ କରିଛନ୍ତି । ଏହି ବିଶ୍ବସ୍ତରୀୟ…

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ରେଳବାଇ ଚାକିରି ଦେଇ ଜମି ନେବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବିଡି ଦେବୀ, ଝିଅ ମିସା ଭାରତୀ ଏବଂ  ଅନ୍ୟ ୧୩ ଜଣଙ୍କ ନାମ ଚାର୍ଜସିଟରେ ଅଭିଯୁକ୍ତ…

ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ:  ମୁସଲିମ ଦେଶ ବି ଚୀନ ବିରୋଧରେ ଦେଲେନି ଭୋଟ୍

ନୂଆଦିଲ୍ଲୀ: ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହା ଉପରେ ବିତର୍କ ପାଇଁ ଆସିଥିବା ପ୍ରସ୍ତାବ ମିଳିତ ଜାତିସଂଘରେ କାଟ ଖାଇଯାଇଛି । ଭାରତ ଏହି ଭୋଟିଂରୁ ଦୂରେଇ ରହିଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଚର୍ଚା ଜୋରଧରିଛି । ଭାରତ ଚୀନ ବିରୋଧରେ ଭୋଟ ଦେବା…