Latest Odisha News

BREAKING NEWS

Browsing Category

ଫିଚର

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା…

ଥାଇଲାଣ୍ଡ ଡେ କେୟାରରେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ, ୩୪ ମୃତ

ବ୍ୟାଙ୍କକ: ଥାଇଲାଣ୍ଡରେ ଜଣେ ପୂର୍ବତନ ପୋଲିସ ଅଫିସରଙ୍କ ନାରକୀୟ କାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପାନ୍ୟା କାମ୍ରାବ ନାମକ ଏହି ବ୍ୟକ୍ତିଜଣଙ୍କ ଏକ ଡେ କେୟାର ସେଂଟରରେ ପ୍ରବେଶ କରି ମନଇଚ୍ଛା ଗୁଳି ଚାଳନା କରିଥିଲେ । ଏଥିରେ ୨୨ ଶିଶୁଙ୍କ ସମେତ ୩୪ଜଣଙ୍କ ମୃତ୍ୟୁ ଘଟିଥିଲା ।…

ଭାରତକୁ ୨୫୦ ରନର ଟାର୍ଗେଟ ଦେଲା ସାଉଥ ଆଫ୍ରିକା

ଲକ୍ଷ୍ନୌ: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ୍ ଆଫ୍ରିକା।  ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି ସାଉଥ ଆଫ୍ରିକା। ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ପାଇଁ ବିଳମ୍ଭରେ ଖେଳ ଆରମ୍ଭ ହୋଇଥିଲା । ବର୍ଷାବାଧିତ…

ଲେମ୍ବୁ ଓ ମହୁ ମିଶ୍ରଣ ପିଇବା ବେଳେ ରୁହନ୍ତୁ ସତର୍କ, ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି ଏହାର କାରଣ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ସକାଳେ ଖାଲି ପେଟରେ ଲେମ୍ବୁ ପାଣି ଏବଂ ମହୁ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ…

ନିଶ୍ଚେତକ ନଦେଇ ଆହତ ଅଜଗର ସାପର ହେଲା ସିଟି ସ୍କାନ୍

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ କଲେଜ ସର୍ଜରୀ ଓ ରେଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ମଡର୍ନ ହେଲଥ…

ପିଲାଙ୍କୁ କଫ ସିରପ ଦେଲେ ହୁଏ ଏପରି ସମସ୍ୟା, ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ…

ଭାରତରେ ମଲ୍ ରୋଡ କାହିଁକି ନିର୍ମାଣ ହୋଇଛି? ଜାଣନ୍ତୁ ରୋଚକ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ହିଲ୍ ଷ୍ଟେସନରେ କାହିଁକି ମଲ୍ ରୋଡ କାହିଁକି ରହିଛି ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ସେଗୁଡ଼ିକ କାହିଁକି ତିଆରି ହେଲା ? ଏଠାରେ ଆମେ ଆପଣଙ୍କୁ କହିବୁ କାହିଁକି ମଲ୍ ରାସ୍ତା ନିର୍ମାଣ ହେଲା ଏବଂ ଯାହା ଭାରତରେ ସବୁଠାରୁ…

ମାଛ ଧରୁଥିବା ବେଳେ ଜଳିଗଲା ବୋଟ୍, ଅଳ୍ପେକ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭଦ୍ରକ: ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଜଳିଗଲା ମାଛ ଧରୁଥିବା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ମତ୍ସ୍ୟଜୀବୀ । ସୂଚନା ଅନୁସାରେ, ଧାମରା ଦୋଇସିଙ୍ଗାର କିଛି ଧିବର ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ । ମତ୍ସ୍ୟଜୀବୀ ମାନେ ଏପିଜେ ଅବଦୁଲ କାଲାମ ଦ୍ୱୀପ ନିକଟରେ ମାଛ ମାରିବା ବେଳେ…

ଦୂର୍ଗା ପୂଜାରେ ହାଡ଼ିଆ ଭୂତକୁ ଆବାହନ

ପୁରୀ : ଶାରଦୀୟ ଦୁର୍ଗା ପୂଜା ଅବସରରେ ପୂଜା ପାଉଛନ୍ତି ଭୂତ  । ପୁରୀରେ ଦେଖିବାକୁ ମିଳିଛି ଏହି ନିଆରା ପ୍ରଥା  । ତେବେ ଏହି ଭୂତର ନାଁ ବି ଅଛି । ନାଁ ତାର ହାଡ଼ିଆ ଭୂତ।ଏହି ଭୂତ ମୂର୍ତ୍ତିକୁ ଦେଖିଲେ ମନରେ ଭୟ ସଞ୍ଚାର ହୋଇଥାଏ । ଶ୍ରୀକ୍ଷେତ୍ରରେ ଯେବେ ଦଶହରାରେ ଦେବୀଙ୍କୁ ଚଣ୍ଡୀପାଠ…