Latest Odisha News

BREAKING NEWS

Browsing Category

ଫିଚର

ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ,…

ପୁଲିସ, ନେତା ଓ ପ୍ରଯୋଜକଙ୍କ ଅଶ୍ଳୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ୍ ଜବତ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।…

ରୋଡ ଟ୍ରିପ୍ ନିଶା, କାର ଯୋଗେ ଆମେରିକାରୁ ପଞ୍ଜାବ ପହଞ୍ଚିଲେ ଲଖବିନ୍ଦର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି। ରୋଡ୍ ଟ୍ରିପ୍ ହେଲେ ତ' ତା ମଜା ଆହୁରି ନିଆରା। ହେଲେ ଆମେ ଆଖପାଖ ସ୍ଥାନକୁ ଯାଇ ରୋଡ ଟ୍ରିପର ଆନନ୍ଦ ଉଠାଇଥାଉ। କିନ୍ତୁ ଯାଇ ଯାଇ କେତେ ବାଟ ଯାଇପାରିବା ? ଅତି କମରେ ଗୋଟିଏ ସହରରୁ ଅନ୍ୟ ସହରକୁ ଅଥବା ଗୋଟିଏ…

‘ଲୁଣ’ ବିବାଦ: ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରି ଅଡୁଆରେ କଂଗ୍ରେସ ନେତା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଥିଲେ । ସେଠାରେ ସେ ସାବରମତି ଆଶ୍ରମ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।  ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଥିଲେ ଗୁଜରାଟରେ 76 ପ୍ରତିଶତ ଲୁଣ ଉତ୍ପାଦନ ହେଉଛି । ଏହା…

ପ୍ରଥମ ଦିନିକିଆରେ ଭାରତକୁ ୯ ରନ୍‌ରେ ହରାଇଲା ସାଉଥ ଆଫ୍ରିକା

ଲକ୍ଷ୍ନୈା: ପ୍ରଥମ ଦିନିକିଆରେ ବିଜୟ ହାସଲ କରିଛି ସାଉଥ ଆଫ୍ରିକା । ଟିମ୍ ଇଣ୍ଡିଆକୁ ୯ ରନ୍‌ରେ ହରାଇଛି ସାଉଥ ଆଫ୍ରିକା । ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡ଼ିୟମରେ ବର୍ଷା କାରଣରୁ ଆଜିର ମ୍ୟାଚ ୪୦ ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୪…

ଇଣ୍ଡିଆନ ଆଇଡଲ ଗାୟକ ଋଷିଙ୍କ ପ୍ରଶଂସକ ପାଲଟିଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଟି୨୦ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ଦିନ ଧରି ଚିରାଚରିତ ଢଙ୍ଗରେ ଖେଳିପାରୁ ନ ଥିବା କୋହଲି ଏବେ ତାଙ୍କ ପୁରୁଣା ଲୟକୁ ଫେରିଛନ୍ତି । କୋହଲି କ୍ରିକେଟ ବ୍ୟତୀତ ସଙ୍ଗୀତକୁ ବହୁତ ଭଲ ପାଆନ୍ତି ।…

ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ…

ବଡେ ମିଆଁ ଛୋଟେ ମିଆଁରେ ଜାହ୍ନବୀଙ୍କ ଏଂଟ୍ରି

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିଆଁ ଛୋଟେ ମିଆଁ ଫିଲ୍ମରେ ଜାହ୍ନବୀ କାପୁରଙ୍କ ଏଂଟ୍ରି ହୋଇଛି । ଅଲୀ ଅବାସ ଜାଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗର ଛୋଟେ ମିଆଁ ଭୂମିକା କରୁଛନ୍ତି । ଦର୍ଶକ ଟାଇଗର ଓ ଜାହ୍ନବୀଙ୍କୁ ପ୍ରଥମ ଥର ପାଇଁ ସ୍କ୍ରିନରେ ଦେଖିବାକୁ…

‘ଭାରତ ଯୋଡୋ ଯାତ୍ରା’ରେ ସୋନିଆ ଗାନ୍ଧୀ

ବେଙ୍ଗାଲୁର: ସଭାପତି ନିର୍ବାଚନ ପାଇଁ କଂଗ୍ରେସ ରାଜନୀତି ସରଗରମ ଥିବାବେଳେ ସଭାପତି ସୋନିଆ ଗାନ୍ଧୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି । ଆଜି ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟାଠାରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ସେ ପଦଯାତ୍ରୀଙ୍କ ସହ ମିଶିଥିବା ବେଳେ ନିଜେ ସୁସ୍ଥ ଥିବା ମଧ୍ୟ…

ଓସ୍କାର ଦୌଡରେ ଆରଆରଆର, ମେକର୍ସଙ୍କ ପକ୍ଷରୁ ୧୪ କାଟାଗୋରୀରେ ଆବେଦନ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଫିଲ୍ମ ଆରଆରଆ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଥିଲା । ଏହା ଓସ୍କାର ଦୌଡରେ ସାମିଲ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଭାରତରୁ ଗୁଜରାଟୀ ଫିଲ୍ମ ଛେଲୋ ଶୋକୁ ଏଥିପାଇଁ ମନୋନୀତ କରାଯାଇଥିଲା । ଏବେ ଆରଆରଆର ମେକର୍ସଙ୍କ ପକ୍ଷରୁ ନିଜ ଆଡୁ ଓସ୍କାର ଦୌଡରେ ସାମିଲ…