Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ କଂଗ୍ରେସ 'ଜଣେ ବ୍ୟକ୍ତି, ଗୋଟିଏ ପଦ' ନିୟମ କରିଥିଲା। ଏବେ ଏହି ନିୟମକୁ ମାନି ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଯିଏକି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡଗେ ତାଙ୍କ…

ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।…

ସୋସିଆଲ୍ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲିବା ସାଇବର ଅପରାଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଢୁଥିବା ସାଇବର ଅପରାଧକୁ ଦେଖି ଚେତାଇଲା ଓଡିଶା ପୁଲିସ। ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମ ଭଳି ଫ୍ଲାଟଫର୍ମରେ ଫେକ୍ ଆଇଡି କରି କିମ୍ବା ଅନ୍ୟ କାହାର ଫଟୋ ଆଣି ଫେସବୁକ ପ୍ରୋଫାଇଲରେ ରଖି ସଂଚାଳନ କରିବାକୁ ଅପରାଧ ବୋଲି କହିଛି ଓଡିଶା ପୋଲିସ। ଓଡ଼ିଶା…

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ନୂଆଦିଲ୍ଲୀ: ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି। ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି।…

କମିଲା ଏଲପିଜି ସିଲିଣ୍ଡର ରୋଷେଇ ଗ୍ୟାସ ଦାମ

ନୂଆଦିଲ୍ଲୀ: ପାର୍ବଣ ବେଳେ କମିଲା ଏଲପିଜି ସିଲିଣ୍ଡରର ଦାମ। ଯଦିଓ ତୈଳ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି, କିନ୍ତୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଘଟିଛି। ଆଜିଠାରୁ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୫ ଟଙ୍କା…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ମେଘାଳୟ ରାଜ୍ୟପାଳ ଅବସର ନେଲେ

ନୂଆଦିଲ୍ଲୀ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅବସର ନେଇଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚାରେ ରହୁଥିବା ସତ୍ୟପାଲ ମଲ୍ଲିକଙ୍କର କାର୍ଯ୍ୟକାଳ ସରିଛି । ଆଜିଠାରୁ ସେ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି । ଆସନ୍ତାକାଲି ସେ କୃଷକ ସମ୍ମିଳନୀରେ…

ଆଉ କିଛି ଘଣ୍ଟା ପରେ ଭାରତରେ ଆରମ୍ଭ ହେବ 5 ଜି ଯୁଗ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି 5ଜି ସେବା ଯୁଗ । ପ୍ରଧାନମନ୍ତ୍ରୀ ଭାରତରେ 5ଜି ସେବାକୁ ଉଦଘାଟନ କରିବେ । ଇଣ୍ଡିଆନ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 5 ଜି ସେବାକୁ ଲଂଚ୍ କରିବେ ।  ଜିଓ ଏବଂ ଏୟାରଟେଲ ଭାରତରେ ପ୍ରଥମେ 5ଜି ସେବା…

ଭାରତକୁ ଲୁଟିଛନ୍ତି ପଶ୍ଚିମ ଦେଶ,ଋଷକୁ ଲୁଟିପାରିବେ ନାହିଁ: ପୁଟିନ

ମସ୍କୋ:  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ସମୁହ ଉପରେ ବର୍ଷିଛନ୍ତି । ପଶ୍ଚିମ ଦେଶମାନେ ଭାରତକୁ ଲୁଟିଥିବା ବେଳେ ଏବେ ଋଷକୁ ଲୁଟିବାକୁ ଇଚ୍ଛା ରଖିଥିବା କହିଛନ୍ତି । ଶହ ଶହ ବର୍ଷ ଧରି ଏସିଆ, ଆଫ୍ରିକାର ଦେଶମାନଙ୍କୁ ଲୁଣ୍ଠନ କରିଥିବା ପଶ୍ଚିମଦେଶମାନେ ଋଷ ଉପରେ ଏପରି ନଜର…

ପବିତ୍ର ଦୁର୍ଗାପୂଜା ଅବସରରେ ବିଦ୍ୟୁତ୍ ସୁରକ୍ଷାକୁ ନେଇ ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ପବିତ୍ର ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି ।  ଉତ୍ସବ ଋତୁ ଅବସରରେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟାଟା ପାୱାର୍ ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପ୍ରସ୍ତୁତ ହୋଇ ରହିଛି ଏବଂ…

କେଜ୍ରିଓ୍ୱାଲଙ୍କୁ ଘରକୁ ଡାକିବାକୁ ସଂଘ କହିଥିଲା: ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି

ଅହମଦାବାଦ: ସେପ୍ଚେମ୍ବର 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଶତାଧିକ ଲୋକ ଯୋଗ ଦେଇଥିଲେ। ଯେଉଁଥିରେ ସାମିଲ ହୋଇଥିଲେ ନିକଟରେ ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନି। ନିକଟରେ ଅରବିନ୍ଦ କେଜ୍ରିଓ୍ୱାଲ ଅଟୋରେ…