Latest Odisha News

BREAKING NEWS

Browsing Category

ଫିଚର

ଟିଏମସି ନିର୍ଦ୍ଦେଶରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟିଛି ପୋଲିସ: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

କୋଲକତା : ପଶ୍ଚିମବଙ୍ଗରେ ବିଜେପିର  'ନବାନ ଅଭିଆନ୍' ସମୟରେ ଦଳୀୟ କର୍ମୀଙ୍କ ପ୍ରତି ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନତା ପାର୍ଟିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଏହାର ରିପୋର୍ଟ ଦଳର ସଭାପତି ଜେପି ନଡ୍ଡାଙ୍କ ନିକଟରେ ଦାଖଲ କରିଛି। ବିଜେପି ସଭାପତି ଏକ ପାଞ୍ଚ ଜଣିଆ…

ଓଡିଶାର ନେମାହ ଜିତିଲେ ଆଇଟା ସୁପର ସିରିଜ ବାଳିକା ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଟେନିସ ଖେଳାଳି ନେମାହ ଶାରା କିସପୋଟ୍ଟା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଆସାମର ଜୋହରାଟରେ ଅନୁଷ୍ଠିତ ଆଇଟା ସୁପର ସିରିଜ ୧୬ ବର୍ଷରୁ କମ ଟୁର୍ଣ୍ଣାମେଂଟର ବାଳିକା ସିଙ୍ଗଲ୍ସ ବିଭାଗରେ ନେମାହ ଟାଇଟଲ ହାସଲ କରିଛନ୍ତି । ସେ ଓଡିଶାକୁ ଗୌରବାନ୍ୱିତ…

୪ ସଂସଦୀୟ ସମିତିରୁ କୌଣସି ଗୋଟିଏରେ ଅଧ୍ୟକ୍ଷ ପଦ ଦେବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦୀୟ ପରମ୍ପରାକୁ ଅସମ୍ମାନ କରୁଛନ୍ତି। ଏପରି ଅଭିଯୋଗ ଆଣିଛି କଂଗ୍ରେସ । ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କଂଗ୍ରେସ ଏକ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ଏହାକୁ ଚାରି ପ୍ରମୁଖ ବିଭାଗର…

ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଲାଗିରହିଛି ବର୍ଷା

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜଧାନୀରେ ଲାଗିରହିଛି ବର୍ଷା  । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଆଜି ପ୍ରବଳ ବର୍ଷା ହେବା ସହ ଆଗାମୀ 24 ଘଣ୍ଟା ମଧ୍ୟରେ ବର୍ଷା…

ରୁଷିଆ ବାଦୁଡିଙ୍କ ନିକଟରୁ ମିଳିଲା ଖୋସ୍ତା ୨ ଭାଇରସ, ବୈଜ୍ଞାନିକମାନେ ଚିନ୍ତାରେ

ମସ୍କୋ: କରୋନା ମହାମାରୀ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ରୁଷିଆରେ ବାଦୁଡିମାନଙ୍କ ନିକଟରୁ ଏକ ନୂତନ ପ୍ରକାର ଭାଇରସ ମିଳିଛି । ଏହାର ନାମ ଖୋସ୍ତା ୨ ଭାଇରସ । ଏହା ମଣିଷକୁ ସଂକ୍ରମିତ କରିବା ଆଶଙ୍କା ରହିଛି । ବର୍ତମାନ ଯେତିକି କରୋନା ଭ୍ୟାକ୍ସିନ ବାହାରିଛି ଏହାର ମୁକାବିଲା କେହି କରି…

ଓଡିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର  

କୋରାପୁଟ : ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କୃଷି କ୍ଷେତ୍ରରେ କୃଷି ଡ୍ରୋନର ବ୍ୟବହାର। ଅଳ୍ପ ସମୟରେ ଏକର ଏକର ଜମିକୁ କିପରି କୃଷି ସାର ଓ ଅନ୍ୟ ରାସାୟନିକ କୀଟ ସାର ସିଞ୍ଚନ କରାଯାଇ ପାରିବ ଏହି ଉଦ୍ଦେଶ୍ୟ ରେ ନାବାର୍ଡ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିକୁ ଚାଷୀମାନଙ୍କ ସହାୟତା…

ବିହାରରେ ବିଜେପିକୁ ରୋକିବାକୁ ସୋନିଆଙ୍କୁ ସାକ୍ଷାତ କରିବେ ଲାଲୁ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଏବେ ଲାଲୁଙ୍କ ଦବଦବା ଚାଲିଛି ।  ତାଙ୍କ ଦଳ ମେଂଟ ସରକାରକୁ ଆସିବା ପରେ ଏବେ ଫୁଲଦମରେ ଲାଗିପଡ଼ିଛନ୍ତି ଲାଲୁ ଯାଦବ । ବିହାରରେ ବିଜେପିକୁ ହରାଇବା ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ…

ଅକ୍ଟୋବର ପ୍ରଥମ ସପ୍ତାହରେ 5G ସେବା ଆରମ୍ଭ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 5G ସେବାର ଶୁଭାରମ୍ଭ କରିବେ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧ରୁ ୪ ତାରିଖ ଯାଏ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ଅନୁଷ୍ଠିତ ହେବ । ଏହି ଅବସରରେ ପିଏମ୍ ମୋଦି 5G ସେବାର ଶୁଭାରମ୍ଭ କରିବେ ।…

ଦିବଂଗତ ବିଧାୟକଙ୍କ ଏକାଦଶାହ ପୂର୍ବରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଏହି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ଏପରି ପ୍ରସ୍ତୁତିକୁ ସମାଲୋଚନା କରିଛି। ସରକାର ସାମନ୍ୟତମ ସୌଜନ୍ୟତା ରଖିବା ଦରକାର ବୋଲି ବିଜେପି…

୨୫ ସେପ୍ଟମ୍ବରରେ ଧୋନୀ ନେବେ କି ଆଇପିଏଲରୁ ଅବସର ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଆଇପିଏଲରୁ ଅବସର ନେବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଧୋନୀ ସୋସିଆଲ ମିଡିଆରେ ୨୫ ସେପ୍ଟେମ୍ବର ମଧ୍ୟାହ୍ନ ୨ଟାରେ ଲାଇଭରେ ଆସି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ୨ ବର୍ଷ ତଳେ…