Latest Odisha News

BREAKING NEWS

Browsing Category

ଫିଚର

ସନରାଇଜର୍ସ ହାଇଦ୍ରାବାଦର କୋଚ ହେଲେ ଲାରା

ମାଡ୍ରାସ: ଆଇପିଏଲ ୨୦୨୩ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ତାର କୋଚ ବଦଳାଇ ଦେଇଛି । ଟମ ମୁଡିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଡୀଙ୍କ ପ୍ରଶିକ୍ଷରେ ୨୦୨୨ରେ ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ…

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ, ଅନାଥ ହୋଇଗଲେ ୨ ଛୁଆ

ଭଦ୍ରକ: ଦଇବ ତ ନିର୍ଦ୍ଦୟ ହୁଏ । ହେଲେ ନିୟତି ଏମିତି ନିର୍ଦ୍ଦୟ ହେବ ପୁଣି ତାହା ଦୁଇ ଛୁଆଙ୍କ ପାଇଁ । ଏ ଖବର ଶୁଣିଲେ ଆପଣ ବି ଧୈର୍ଯ୍ୟହରା ହୋଇ ଯିବେ । କହିବେ ଏମିତି ଦୁଃଖ ଆଉ କାହା ଭାଗ୍ୟରେ ନ ଆସୁ । ପ୍ରଥମେ ମାଆ ୧୦ ଦିନ ନ ହେଉଣୁ ବାପା । ମାଆର ଦଶକ୍ରିୟା ଚାଲିଥିବା ବେଳେ ଚାଲି ଯାଇଛି…

ଭାରତରେ ବଢୁଛି ବେରୋଜଗାର ହାର

ନୂଆଦିଲ୍ଲୀ :  ବିଶ୍ୱ ଅର୍ଥନାତିରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାରେ ପହଁଚିଛି  । କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ମାନବସମ୍ୱଳ କୁ ବ୍ୟବହାର ରୋଜଗାର ସୃଷ୍ଟିକରିବା ପାଇଁ ଅନେକ…

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ,…

ଅଦାଲତରେ ପଡିରହିଛି ୪ଲକ୍ଷରୁ ଉର୍ଦ୍ଧ ଘରୋଇ ହିଂସା ମାମଲା

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ପକ୍ଷରୁ ଦେଶରେ ମୋଟ ଘରୋଇ ହିଂସା ମାମଲାର ତଥ୍ୟ ଦାଖଲ ହୋଇଛି  ।  ଦାଖଲ ତଥ୍ୟରୁ ଜଣାଯାଇଛି ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା…

କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟାଜନିତ ମୃତ୍ୟୁ; ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ବମ୍ବେ ହାଇକୋର୍ଟଙ୍କ…

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ନେଇ ଜଣେ ଯୁବତୀଙ୍କ ମୃତ୍ୟୁ ପାଇଁ ବମ୍ବେ ହାଇକୋର୍ଟ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । ଔରଙ୍ଗାବାଦର ଦିଲ୍ଲୀପ ଲୁନାଓ୍ୱତ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ସେ ଉଲ୍ଲେଖ କରିଛନ୍ତି…

ରାଜ୍ୟରେ ଆହୁରି ଦୁଇ ଦିନ ଜାରି ରହିବ ଆର୍ଦ୍ର ପାଗ

ଭୁବନେଶ୍ୱର: ଓଡିଶାର ଆହୁରି ଦୁଇ ଦିନ ପାଣିପାଗ ଆର୍ଦ୍ର ରହିବ ବୋଲି ଭାରତୀୟ ଆଞ୍ଚଳିକ କେନ୍ଦ୍ର ଆଞ୍ଚଳିକ କେନ୍ଦ୍ର (ଆଇଏମଡି) ଶନିବାର ସୂଚନା ଦେଇଛି। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ରାଜ୍ୟର ୨୨ଟି ସ୍ଥାନ ବାଲେଶ୍ୱର, ଚାନ୍ଦବାଲି, କଟକ, ଖୋର୍ଦ୍ଧା (ଭୁବନେଶ୍ୱର…

ଆଜିଠୁ ଦ୍ୱିତୀୟ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ସ୍ପେଶାଲ ଓଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୨) । ସେପ୍ଟେମ୍ବର ୪ ଏବଂ ୭ରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନା ବ୍ୟତୀତ ଓଡିଶାର ୩୮ ଟି ପରୀକ୍ଷା କେନ୍ଦ୍ରରେ ୨୮ଟି ସହରରେ ଏମବିଏ,…

ବିହାର ବାହାରେ ‘ଖେଲା’ : ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ୍ ହେଲେ

ଇମ୍ଫାଲ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁକୁ ଝଟକା । ମଣିପୁରରେ ଏହି ଝଟକା ଲାଗିଛି ଜେଡିୟୁକୁ। ମଣିପୁରରେ ଶାସକ ବିଜେପିରେ ପାଞ୍ଚ ଜଣ ଜେଡିୟୁ ବିଧାୟକ ଯୋଗ ଦେଇଛନ୍ତି। ଏଥିମଧ୍ୟରୁ ବିଧାନସଭା ନିର୍ବାଚନ ବେଳେ ଟିକେଟ୍ ନପାଇବାରୁ ଦୁଇ ଜଣ ଦଳ ଛାଡି ଜେଡିୟୁ ଟିକେଟରେ…

ମହିଳା କର୍ମଚାରୀ ଜନ୍ମ ଦେବା ପରେ ଶିଶୁର ମୃତ୍ୟୁ ଉପରେ ସ୍ୱତନ୍ତ୍ର ଛୁଟି ପାଇବାକୁ ହକଦାର

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ ମହିଳା କର୍ମଚାରୀ ଜନ୍ମ ଦେବା ସମୟରେ କିମ୍ବା ତତକ୍ଷଣାତ୍ ଶିଶୁ ମୃତ୍ୟୁ ହେଲେ ୬୦ ଦିନିଆ ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପାଇବେ। ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DOPT) ଶୁକ୍ରବାର…