Latest Odisha News

BREAKING NEWS

Browsing Category

ଫିଚର

ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପାକ୍ସେ ଶ୍ରୀଲଙ୍କା ଫେରିଲେ

କଲୋମ୍ବା: ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପାକ୍ସେ ଶ୍ରୀଲଙ୍କା ଫେରିଛନ୍ତି । ଶୁକ୍ରବାର ଦିନ ସେ ନିଜ ଦେଶକୁ ଫେରିଛନ୍ତି। କଲମ୍ବୋରେ ଥିବା ଏକ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ସେ ପ୍ରାୟ ୭ ସପ୍ତାହ ପରେ ସେ ଶ୍ରୀଲଙ୍କା ଫେରିଛନ୍ତି।…

ଆଉ ଜଣେ ଟିଏମସି ନେତାଙ୍କୁ ବାନ୍ଧିଲା ସିବିଆଇ, ଘରୁ ମିଳିଲା ୮୦ ଲକ୍ଷ ଟଙ୍କା

କୋଲକାତା: ସିବିଆଇ ଶୁକ୍ରବାର ଟିଏମସି ନେତା ରାଜୁ ସାହନିଙ୍କୁ ଚିଟ୍ ଫଣ୍ଡ ମାମଲାରେ ଗିରଫ କରିଛି। ଏହି ଠକେଇରେ ହଲିସହିର ପୌରପାଳିକାର ସଭାପତି ରାଜୁ ସାହନିଙ୍କୁ ଗିରଫ କରାଯାଇଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ରାଜୁ ସାହନିଙ୍କ ନ୍ୟୁ ଟାଉନ୍ ବାସଭବନରେ ଥିବା ଘରୁ ପ୍ରାୟ ୮୦ ଲକ୍ଷ…

ମୃତ୍ୟୁ ପାଇଁ ପ୍ରସ୍ତୁତ, କିନ୍ତୁ ବିଜେପି ଆଗରେ ନଇଁବି ନାହିଁ: ଅଭିଷେକ ବାନାର୍ଜୀ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କୋଇଲା ଦୁର୍ନୀତି ମାମଲାରେ ୩୦ ଥର ଜେରା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । କିନ୍ତୁ ବିଜେପି ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ…

୭ଘଣ୍ଟା ଧରି ଅଭିଷେକଙ୍କୁ ଜେରା କଲା ଇଡି: ବିଜେପି ଉପରେ ବର୍ଷିଲେ

କୋଲକତା:  ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ 7 ଘଂଟା ପଚରାଉଚୁରା କରିଛି ଇଡି । କୋଇଲା ଚୋରା ଚାଲାଣ ମାମଲାର ପଚରାଉଚରା ପାଇଁ  ତାଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବାକୁ ଇଡି ଡାକିଥିଲା। ଇଡି କାର୍ଯ୍ୟାଳୟରେ ପଚରାଉଚରା ସରିବା ପରେ ବାହାରକୁ ଆସି…

ଦୁଷ୍କର୍ମ ଅଭିଯୁକ୍ତ ବାବାଙ୍କୁ ରିମାଣ୍ଡରେ ନେଲା ପୋଲିସ

କର୍ଣ୍ଣାଟକ: କର୍ଣ୍ଣାଟକରେ ଦୁଷ୍କର୍ମ ଅଭିଯୁକ୍ତ ବାବାଙ୍କୁ 4 ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।  ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଚର୍ଚା ଜୋର ଧରିଥିବା ବେଳେ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଦୁଷ୍କର୍ମ…

ରାଉରକେଲା-ଚକ୍ରଧରପୁର ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁର- ଟାଟା ମଧ୍ୟରେ  ଦୁଇଟି ସ୍ବତନ୍ତ୍ର ପାସେଞ୍ଜର  ଟ୍ରେନ ଚାଲିବ । ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ। ଆସନ୍ତା ୪ରୁ ପାସେଞ୍ଜର ଟ୍ରେନ୍‌ ଉଭୟ ରାଉରକେଲା ଓ ଚକ୍ରଧରପୁର ଷ୍ଟେସନରୁ ଛାଡିବ। ଅନ୍ୟ ସ୍ବତନ୍ତ୍ର ପାସେଞ୍ଜର…

ହଂକଂ କୁ ହରାଇଲା ପାକିସ୍ତାନ, ପୁଣି ଭାରତ ପାକିସ୍ତାନ ମୁକାବିଲା ହେବ ରବିବାର

ହଂକଂକୁ ୧୫୫ ରନରେ ହରାଇଛି ପାକିସ୍ତାନ । ଆଜି ଲିଗ ମ୍ୟାଚରେ ଜିତି ସୁପର ଫୋରକୁ ଯାଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ୧୯୩ ରନ କରିଥିଲା । ପାକିସ୍ତାନ ପକ୍ଷରୁ ରିଜଓ୍ବାନ ସର୍ବାଧିକ 78 ରନ କରିଥିଲେ । ଫକର ଜମାନ 53 ରନ କରିଥିଲେ । ଖୁସଦିଲ 15 ବଲରେ 35 ରନ କରି…

ଜୁଲାଇ ମାସ ଶେଷ ସୁଦ୍ଧା ୧୩୪.୧୧ କୋଟି ଆଧାର ନମ୍ବର ସୃଷ୍ଟି ହୋଇଛି

ନୂଆଦିଲ୍ଲୀ:  ସାରା ଭାରତରେ ଆଧାର ପଞ୍ଜୀକରଣ ଦ୍ରୁତ ଗତିରେ ଚାଲିଛି । ଜୁଲାଇ ମାସ ଶେଷ ସୁଦ୍ଧା ଦେଶର ଲୋକ ମାନଙ୍କ ପାଇଁ ୧୩୪.୧୧ କୋଟି ଆଧାର ନମ୍ବର ସୃଷ୍ଟି କରାଯାଇ ସାରିଛି । ଜୁଲାଇ ମାସରେ ଲୋକ ମାନେ ୧.୪୭ କୋଟି ଆଧାର ସଂଶୋଧନ ପାଇଁ ଆବେଦନ କରିଛନ୍ତି । ଜୁଲାଇ ମାସରେ ଆଧାର ମାଧ୍ୟମରେ…

ଅଲଟିମେଟ୍ ଖୋ ଖୋ : ଗୁଜରାଟକୁ ହରାଇ ଫାଇନାଲକୁ ଗଲା ଓଡ଼ିଶା ଜଗରନଟ୍ସ

ପୁଣେ:  ପୁଣେରେ ଚାଲିଥିବା  ଅଲ୍ଟିମେଟ୍ ଖୋ ଖୋ ଫାଇନାଲରେ ପ୍ରବେଶ କରିଛି  ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟରରେ ଗୁଜରାଟ ଜାଏଣ୍ଟସକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଓଡ଼ିଶା ଜଗରନଟ୍ସ । https://twitter.com/od_juggernauts/status/1565750368545705984…

ଅଜଣା ରୋଗକୁ ନେଇ ଭୟରେ ଛାତ୍ରଛାତ୍ରୀ ! ଛାଡିଲେ ସ୍କୁଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ କୋଲା କୋଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଜଣା ରୋଗ ଭୟ  ।  ତିନି ଦିନ ମଧ୍ୟରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…