Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପରେ ବି ଖେଳିବେନି ଜାଡେଜା !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଘାତ ସମସ୍ୟା ଜଟିଳ ହୋଇଥିବାରୁ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମେଗା ଇଭେଂଟରେ ଖେଳିପାରିବେ ନାହିଁ । ତେବେ ଏ ନେଇ ବିଧିବଦ୍ଧ ଭାବେ ଜାଡେଜା କିମ୍ବା…

ଶେଷ ହେଲା ସେରେନାଙ୍କ ୨୭ ବର୍ଷର ଟେନିସ କ୍ୟାରିୟର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସଙ୍କ ୨୭ ବର୍ଷ କ୍ୟାରିୟରର ପରିସମାପ୍ତି ଘଟିଛି । ଚଳିତ ୟୁଏସ ଓପନ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ସେ ପୂର୍ବରୁ ଘୋଷଣା କରିଥିଲେ । ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ସେରେନା ଅଷ୍ଟ୍ରେଲିଆର ଓୟଲା…

ସୋନାଲିଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲା ପିଏ ସୁଧୀର !

ହିସାର :  ସୋନାଲି ଫୋଗାଟଙ୍କୁ  ହତ୍ୟା କରିଥିଲା ତାଙ୍କ ପିଏ ସୁଧୀର ସାଙ୍ଗଓ୍ବାନ । ପୂର୍ବରୁ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନା । ହତ୍ୟା କରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିବା ପାଇଁ ଥିଲା ପ୍ଲା୍ନ । ତେବେ ସବୁ ପ୍ଲାନର ଖୁଲାସା କରିଛି ଗୋଆ ପୋଲିସ ।  ଅଗଷ୍ଟ 23ରେ…

ଏସିଆ କପ କ୍ରିକେଟ: ସୁପର ୪ର ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟର ସୁପର ୪ ପାଇଁ ଟିମଗୁଡିକ ଚୂଡାନ୍ତ ହୋଇଛି । ଏଥିସହ ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ୬ଟି ମ୍ୟାଚ ଖେଳାଯିବ । ଏହା ପରେ ପ୍ରଥମ ୨ଟି ଟିମ ଫାଇନାଲରେ ପ୍ରବେଶ କରିବ । ଅନ୍ୟ ଅର୍ଥରେ ୮…

ବନ୍ୟା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ

ଭୁବନେଶ୍ୱର :  ରାଜ୍ୟରେ ବନ୍ୟାର ବିଭୀଷିକା ପରେ ଅନେକ କ୍ଷୟ କ୍ଷତି ହୋଇଛି । ମହାନଦୀର ଶାଖାନଦୀ ଆସିଥିବା ବନ୍ୟାର ପ୍ରଭାବରେ ପୁରୀ ଜିଲ୍ଲା ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଥିଲା  । ପୁରୀ ଜିଲ୍ଲାର ଗୋପ ବ୍ଲକର ବନ୍ୟା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ  ।…

ବିହାର ଚେହେରାରୁ ଦେଶର ଚେହେରା ହେବେ ନୀତିଶ

ନୂଆଦିଲ୍ଲୀ: ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ନୀତିଶଙ୍କ ନଜରରେ ୨୦୨୪ନିର୍ବାଚନ ରହିଛି  । ପାଟନା ରୁ ଦିଲ୍ଲୀ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ନିତୀଶଙ୍କ ବିହାର ଚେହେରା କୁ ଏବେ ଦେଶର ଚେହେରାରେ ପରିଣତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ । ବିହାର ରାଜନୀତି ପାଇଁ ଖୁବ…

ଝାରସୁଗୁଡ଼ାରେ ମୁଖ୍ୟ ଶାସନ ସଚିବ; ବୁଲିଲେ ହାର୍ଟ ହସ୍ପିଟାଲ

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ସକାଳୁ ଝାରସୁଗୁଡ଼ା ସହରର ବାଲିଜୁରି ସ୍ଥିତ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା…

ମଣିପୁରରେ ନୀତୀଶଙ୍କୁ ଝଟକା

ନୂଆଦିଲ୍ଲୀ : NDA ମେଣ୍ଟରୁ ଅଲଗାହୋଇ ବିହାରରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ନୀତିଶଙ୍କୁ  ମଣିପୁରରେ ଲାଗିଛି ଝଟକା । ମଣିପୁର ଜନତା ଦଳ ୟୁନାଇଟେଡ (JDU)ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି । ମଣିପୁର ବିଧାନସଭା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ…

ସୁକେଶ ମାମଲାରେ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା

ମୁମ୍ବାଇ: ଦିଲ୍ଲୀ ପୋଲିସର ଅପରାଧ ଶାଖା ତଥା ଇଓଡବ୍ଲ୍ୟୁ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଂଟା ଧରି ଜେରା କରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଜାଲିଆତି ମାମଲାରେ ଏହି ଜେରା କରାଯାଇଛି । ପୂର୍ବରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୋଲିସ ଜେରା କରିଥିଲା । ଇଡି ନୋରା ଏବଂ ସୁକେଶଙ୍କୁ…

ସନରାଇଜର୍ସ ହାଇଦ୍ରାବାଦର କୋଚ ହେଲେ ଲାରା

ମାଡ୍ରାସ: ଆଇପିଏଲ ୨୦୨୩ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ତାର କୋଚ ବଦଳାଇ ଦେଇଛି । ଟମ ମୁଡିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଡୀଙ୍କ ପ୍ରଶିକ୍ଷରେ ୨୦୨୨ରେ ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ…