Latest Odisha News

BREAKING NEWS

Browsing Category

ଫିଚର

ସାଇରସ ମିସ୍ତ୍ରୀ ବ୍ୟବହାର କରୁଥିବା କାରର ଦାମ କେତେ? ସୁରକ୍ଷିତ ରଖିବାକୁ କ’ଣ ଫିଚର ରହିଛି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ନାମୀ ଶିଳ୍ପପତି ସାଇରସ୍ ମିସ୍ତ୍ରୀ ସାଇରସ ମିସ୍ତ୍ରୀଙ୍କର ମୁମ୍ବାଇ ନିକଟ ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ପାଲଘର ନିକଟରେ ତାଙ୍କ କାରଟି ଡିଭାଇଡରରେ ପିଟି ହେବାରୁ ତାଙ୍କର…

ସାଇସର ମିସ୍ତ୍ରୀ ଓ ଟାଟା ଗ୍ରୁପ ମଧ୍ୟରେ କେମିତି ଥିଲା ସମ୍ପର୍କ?

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ମର୍ସିଡିଜ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ପାଲଘରରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍ ସମୟରେ…

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ହାରିବା ପଛର ୫ ପ୍ରମୁଖ କାରଣ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି। ଏଥିସହିତ ପାକିସ୍ତାନ ଆଉ ଏକ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ସାତ ୱିକେଟ୍ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲା।…

ଅଲ୍ଟିମେଟ ଖୋ ଖୋ: ଓଡିଶା ଜଗରନଟ ଚାମ୍ପିୟନ

ପୁଣେ: ପୁଣେର ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କଂପ୍ଲେକ୍ସରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋ ଚାମ୍ପିୟନଶିପର ଉଦଘାଟନୀ ସଂସ୍କରଣର ଟାଇଟଲ ହାତେଇଛି ଓଡିଶା ଜଗରନଟ । ତେଲୁଗୁ ଯୋଦ୍ଧାଙ୍କୁ ୪୬-୪୫ ରୋମାଂଚକ ମୁକାବିଲାରେ ମାତ ଦେଇଥିଲା ଓଡିଶା ଟିମ । ଶେଷ ମୂହର୍ତରେ ସୁରଜ ଲାଣ୍ଡେ ଚମତ୍କାର ସ୍କାଏ…

ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ଭୁଲ ଭୁଲୈୟା ୨ଫିଲ୍ମର ସଫଳତା ପରେ ଅନେକ ନିର୍ମାତାଙ୍କ ନଜର କାର୍ତିକ ଆର୍ଯ୍ୟନଙ୍କ ଉପରେ ରହିଛି । ସେ ମଧ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ମୋର ସାମାନ୍ୟ ଭୁଲ ଫିଲ୍ମ ଚୟନ ମୋ କ୍ୟାରିୟରକୁ ବର୍ବାଦ କରିଦେଇପାରେ । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ…

ଆସନ୍ତାକାଲି ଗୁରୁଦିବସ, ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି  ଗୁରୁ ଦିବସ  । ଏହି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଅପରାହ୍ନ ୪.୩୦ରେ  ଜାତୀୟ ଶିକ୍ଷକ ପୁରସ୍କାର, ୨୦୨୨ର ବିଜେତା ଶିକ୍ଷକମାନଙ୍କ ସହ ଆଲୋଚନା କରିବେ । ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ଦ୍ୱାରା ଯେଉଁମାନେ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିଛନ୍ତି,  ସ୍କୁଲ…

କଂଗ୍ରେସରୁ ଆଜାଦ ହେବା ପରେ ଏବେ ପାର୍ଟି ପାଇଁ ଦେବେ ହିନ୍ଦୁସ୍ତାନୀ ନାମ

ଶ୍ରୀନଗର: କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଚ୍ଛିନ୍ନ କରିବା ପରେ ଏବେ ଗୁଲାମ ନବୀ ଆଜାଦ ତାଙ୍କ ରାଜନୈତିକ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରବିବାର ଜମ୍ମୁର ସୈନିକ ସ୍କୁଲରେ ସେ ତାଙ୍କ ପ୍ରଥମ ରାଲୀ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ସେ ତାଙ୍କ ନୂତନ…

ସ୍ତ୍ରୀକୁ ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଥିଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ । ଅଜବ ଲାଗୁଥିଲେ ବି ଘଟଣାଟି ସତ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଦଶରଥ ସାହୁ ଓ…

ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଜି ପୁଣି ଏକ ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଲା ପାକିସ୍ତାନ ।  ଏସିଆ  କପରେ ପାକିସ୍ତାନ ଆଗରେ ଭାରତ ୧୮୨ ରନ୍  ଟାର୍ଗେଟ ଦେଇଥିଲା । ତେବେ ଅର୍ଶଦୀପଙ୍କ ଶେଷ ଓଭରରେ 7 ରନ କରିବାକୁ ଥିବା ବେଳେ ପାକିସ୍ତାନ ଭାରତକୁ 5 ଉଇକେଟରେ ପରାସ୍ତ କରିଛି ।  ଗୋଟେ…

ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା  ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି  ।  ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍  ।  ୨୩ ବର୍ଷର ନିରୁଙ୍କଶ ଶାସନ ପରେ…