Latest Odisha News

BREAKING NEWS

Browsing Category

ଫିଚର

୧୫ ମାସର ପୁଅ ପାଇଁ ବାଘ ସହ ଲଢିଗଲା ମାଆ

ଉମରିୟା: ମାଆଠାରୁ ବଳି ସାହାସୀ କିଏ ଆଉ ଅଛି । ତାର ଶିଶୁ ଉପରେ ଯିଏ ଆଖି ପକାଇବ ସେ ସାମ୍ନା କରିପାରିବ ତ ? ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାରେ ଏ ଭଳି ଏକ ଘଟଣା ଘଟିଛ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାଧବଗଢ଼ ଟାଇଗର ରିଜର୍ଭ ଅଂଚଳକୁ ଲାଗି କରି ଏକ ଗ୍ରାମ ଅଛି ଯାହାର ନାମ…

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ପୁରୀର ଈଶ୍ୱର ଚନ୍ଦ୍ର

ନୂଆଦିଲ୍ଲୀ: ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଦିବସରେ ଦିଲ୍ଲୀରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ସହ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିଛନ୍ତି । ନିମାପଡ଼ା ବ୍ଲକ…

ମନ କଥା ଖୋଲି କହିଲେ କୋହଲି, ଖରାପ ସମୟରେ କେବଳ ମେସେଜ କରିଥିଲେ ଧୋନୀ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହା ପରେ ଆୟୋଜିତ ପ୍ରେସ ମିଟରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ମନ କଥା ଖୋଲି କରି କହିଛନ୍ତି । ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ସେ କହିଥିଲେ ମୋ ଖରାପ ସମୟରେ…

ବିହାର ଗଙ୍ଗାରେ ଡଙ୍ଗା ବୁଡ଼ି ଦଶ ଜଣ ନିଖୋଜ

ଭୁବନେଶ୍ୱର: ବିହାରର ଶାହପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାରେ ପ୍ରାୟ ୫୫ ଜଣ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି । ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରମିକ ମାନେ କାମରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ…

କିଏ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ? ଆଜି ଆସିବ ଫଇସଲା

ନୂଆଦିଲ୍ଲୀ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ? ଋଷି ସୁନକ ନା ଲିଜ୍ ଟ୍ରସ୍ ? କାହାକୁ ବାଛିବେ କଞ୍ଜରଭେଟିଭ୍ ପାର୍ଟିର ନେତା । ଆଜି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନେଇ ଫଇସଲା ଆସିବ । ବିବିସି ରିପୋର୍ଟ ଅନୁସାରେ, ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ପଲ୍ଲା ଭାରି…

ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ,…

ଆଜି ଠାରୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ଜଣାପଡ଼ିଛି । ଏବେ ସପ୍ତାହ ବ୍ୟାପୀ ହେଉଥିବା ଗୁଳୁଗୁଳିରୁ ଟିକିଏ ଆଶ୍ୱସ୍ତି…

ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର

ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ। ଆଜି ଗୁରୁ ଦିବସ । ଗୁରୁଙ୍କୁ ମନେ ପକାଇବାର ଦିନଟିଏ । ସବୁ ଶିକ୍ଷା ମୂଳରେ ଗୁରୁଙ୍କ ଆଦର୍ଶ ଓ ଅବଦାନ ଯଥେଷ୍ଟ ରହିଥାଏ । ଶିକ୍ଷା ମଣିଷର ଖାଲି ସ୍ବଭାବ ବଦଳାଇନଥାଏ ଭାବମୂର୍ତ୍ତି ବି…

କଳାହାଣ୍ଡିରେ ଡାଇରିଆ ଆତଙ୍କ, ସପ୍ତାହକରେ ୪ ଜଣଙ୍କର ମୃତ୍ୟୁ ସୂଚନା

ଭବାନୀପାଟଣା: ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ପରେ ଏବେ କଳାହାଣ୍ଡିରେ ଝାଡାବାନ୍ତି ବ୍ୟାପିଛି। ସପ୍ତାହକ ମଧ୍ୟରେ ୪ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିରିକୋଟ, ଗୁଣପୁର, ବଡ ଛତରଙ୍ଗା ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକ ଗତ…

ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ପୁରୀ: ଚିଲିକା ହ୍ରଦରେ ରବିବାର ଏକ ଡଙ୍ଗା ବୁଡ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହର ଅଞ୍ଚଳରୁ ୧୩ ଜଣ ପର୍ଯ୍ୟଟକ ଭୋଜି କରିବା ପାଇଁ ବ୍ରବ୍ମଗିରିର ଗମ୍ଭାରୀଗାଁ ଠାରୁ ୩…