Latest Odisha News

BREAKING NEWS

Browsing Category

ଫିଚର

ନୂତନ ଟେକ ଅଫ ସିଷ୍ଟମ ଶ୍ରୀଶଙ୍କର ହାତରୁ ଛଡାଇ ନେଲା ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତର ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ତେବେ ଶ୍ରୀଶଙ୍କର ସ୍ୱର୍ଣ୍ଣ ପଦକ ଦାବୀଦାର ଥିଲେ । ନୂତନ ଭାବେ ଲାଗୁ କରାଯାଇଥିବା ଟେକ ଅଫ ସିଷ୍ଟମ ତାଙ୍କୁ ୨ ଥର ପାଉଲ ଘୋଷିତ କରିଥିଲା । ଏହି ଟେକନିକର…

ରାହୁଲ ମାଗିଲେ ଜବାବ, ପ୍ରଶ୍ନ ପଚାରିଲେ ଜେଲରେ ପୁରାଉଛି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆଜି ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ନେତାମାନେ ବିଜେପି ସରକାର ବିରୋଧରେ ରଣହୁଙ୍କାର କରିଥିଲେ । କଳାପୋଷାକ…

ଟଙ୍କାରେ ଖେଳୁଥିଲେ ଖେଳ ଶିକ୍ଷକ; ମିଳିଲା ୪.୬୭ କୋଟିର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁରସ୍ଥିତ ଶ୍ରୀଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ମୋଟ ସମ୍ପତ୍ତିର ଆକଳନ କରିଛି ବ୍ରହ୍ମପୁର ଭିଜିଲାନ୍ସ। ବୃତ୍ତିରେ କ୍ରୀଡ଼ା ଶିକ୍ଷକ ହୋଇଥିଲେ ମଧ୍ୟ ଗାଡି, ଘର, ପ୍ଲଟ, ଦୋକାନବଜାର, ପେଟ୍ରୋଲ ପମ୍ପ, ଗ୍ୟାସ…

କେନ୍ଦ୍ର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସର ହୁଙ୍କାର, ରାଜଭବନ ଘେରାଉ

ଭୁବନେଶ୍ୱର :  ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି ।…

ନ୍ୟାସନାଲ ହେରାଲ୍ଡ ମାମଲାରେ ମୋତିଲାଲ ଆର୍ଥିକ କାରବାର ସମ୍ଭାଳୁଥିବାର ପ୍ରମାଣ ନାହିଁ !

ନୂଆଦିଲ୍ଲୀ: ନ୍ୟାସନଲ ହେରାଲ୍ଡ ମାମଲାରେ ଇଡି 'ହାୱାଲା କାରବାର' ର ଲିଙ୍କ ପାଇଛି ବୋଲି ଜଣାପଡିଛି। ଏହାର ଦିନକ ପରେ ଏହି ମାମଲାରେ ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରା ଆର୍ଥିକ କାରବାରରରେ ସଂପୃକ୍ତି ଥିବା ନେଇ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଜେରା ବେଳେ ଇଡିକୁ ଯେଉଁ ସୂଚନା…

ଭାରତ ବିରୋଧରେ ଅପପ୍ରଚାରରେ ମାତିଛି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଯାହା ଅସମ୍ଭବ ଲାଗୁଥିଲା ତାହା ସଂଭବ କରିଦେଖାଇଛି ଭାରତ । ଜମ୍ମୁକାଶ୍ମୁରରୁ ଧାରା 370 ରଦ୍ଦ ହେବା ପରେ ପାକିସ୍ତାନ ଆଖିରେ ନିଦ ନାହିଁ । କିନ୍ତୁ ଭାରତ ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ ପାକିସ୍ତାନ ।  ଜାମ୍ମୁ କାଶ୍ମୀରରୁ ଧାରା 370…

କଂଗ୍ରେସର ବିରୋଧକୁ ନେଇ ଅମିତ ଶାହ ରଖିଲେ ଉତ୍ତର

ନୂଆଦିଲ୍ଲୀ:  କଂଗ୍ରେସ ଆଜି ଦିନ ତମାମ କେନ୍ଦ୍ର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ବିରୋଧରେ ସାମିଲ ହୋଇଥିଲେ । ସାଂସଦମାନେ କଳା ପତାକା ଏବଂ କଳା ପଟି ବାନ୍ଧିବା ସହ ଅନେକ ନେତା କଳା ପୋଷାକ ପିନ୍ଧି ବିରୋଧ କରିଥିଲେ ।  ଦରଦାମ…

କେଉଁ ମାମଲାରେ ରାହୁଲ ଗାନ୍ଧୀ ଜାମିନରେ ଅଛନ୍ତି, ଦେଶବାସୀଙ୍କୁ କହିବା ଦରକାର: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ସଂସଦରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଜିଏସଟି ବିରୋଧରେ ବିରୋଧ କରିଥିଲା। ଏହି ସମୟରେ କଂଗ୍ରେସ ସାଂସଦମାନଙ୍କୁ କଳା ପୋଷାକରେ ଦେଖିବାକୁ ମିଳିଥିଲା। ବିରୋଧ କରୁଥିବା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ସାଂସଦଙ୍କୁ ପୋଲିସ ଅଟକ…

କାଶୀପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ କାହିଁକି ଅଧାରେ ପଡିଛି?

ରାୟଗଡ଼ା:  କାଶୀପୁର ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୁଷିତ ଜଳ । ଦଶନ୍ଧି ଦଶନ୍ଧି ଧରି  ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟାନ୍ୟ ଜଳଉତ୍ସରୁ ପାଣିକୁ  ଲୋକେ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂ ଫାଇନାଲରେ ବଜରଙ୍ଗ, ସାକ୍ଷୀ, ଅଂଶୁ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ…