Latest Odisha News

BREAKING NEWS

Browsing Category

ଫିଚର

‘ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ । ଗୃହ ବିଭାଗ ତରଫରୁ ବିଧାନସଭାରେ ଏପରି ସ୍ପଷ୍ଟୀକରଣ ରଖାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଶୂନ୍ୟକାଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହକୁ…

ରାଜ୍ୟରେ କେତେ ଜଣ ରହିଛନ୍ତି ଅନୁପ୍ରବେଶକାରୀ ?

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା । ଏବେ ଏହି ଅନୁବ୍ରବେଶକାରୀ ବାଂଲାଦେଶୀଙ୍କ ସଂଖ୍ୟା ୩୭୪୦ରେ ପହଞ୍ଚିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା । ସେ କହିଛନ୍ତି,…

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ, ଆତ୍ମହତ୍ୟା ସଂଖ୍ୟା ଦେଖାଇ ସରକାରକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାର ଶୂନ୍ୟକାଳରେ ଉଠିଛି । ବିରୋଧୀ ଦଳ ବିଜେବି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ  ସିବିଆଇ ତଦନ୍ତ ଦାବି କରିଛି। ଏଥିସହ ରାଜ୍ୟରେ ରାଙ୍ଗିକୁ ରୋକିବା ପାଇଁ ଆଇନ୍ ଆସିବା ଦରକାର ବୋଲି ଦାବି କରିଛନ୍ତି।…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସିଦ୍ଧାର୍ଥଙ୍କୁ ମିଳିଲା ଜାମିନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କେସରେ ତାଙ୍କ ରୁମମେଟ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଜାମିନ ମିଳିଛି । ସୁଶାନ୍ତ ସିଂ କେସରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗତ ବର୍ଷ ମେ ୨୮ରେ ତାଙ୍କୁ ଗତ ବର୍ଷ ଗିରଫ କରିଥିଲା । ବିଚାରପତି ଭାରତୀ ଡାଙ୍ଗରେ ୫୦,୦୦୦ ଟଙ୍କା…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ସୂଚନା, ଜାଣନ୍ତୁ କେବେ ପ୍ରକାଶ ପାଇବ ରେଜଲ୍ଟ…

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ ତାରିଖ ଦିନ ଗୋଟାଏ ବେଳେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ । ଚଳିତବର୍ଷ ଏପ୍ରିଲ୍ ୨୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ…

ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବିରେ ୨୪ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଛି । ଏଥିସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା…

ଏକନାଥ ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ

ମୁମ୍ବାଇଁ:  ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏହା ଘୋଷଣା କରିଛନ୍ତି । https://twitter.com/ANI/status/1543840890065928192 164 ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି…

ବନକଲାଗି ପାଇଁ ଆଜି ସଂଧ୍ୟାରେ ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ

ପୁରୀ: ଶ୍ରୀଜିଉଙ୍କ ବନକଲାଗି ପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ। ଦ୍ବିତୀୟ…

ଦ୍ବିତୀୟ ପାଳିରେ ଭାରତ ତୃତୀୟ ଦିନ ସୁଦ୍ଧା 125/3

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ପାଳିରେ ଭାରତ 3 ଉଇକେଟ ହରାଇ 125 ରନ କରିଛି । ଚେତେଶ୍ବର ପୂଜାରା 50 ରନ କରି ଅପରାଜିତ ଅଛନ୍ତି । ଋଷଭ ପନ୍ତ 30 ରନ କରି ଅପରାଜିତ ଅଛନ୍ତି । ଦ୍ବିତୀୟ…

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ…