Latest Odisha News

BREAKING NEWS

Browsing Category

ଫିଚର

ହିଟମ୍ୟାନ ହେଲେ କରୋନା ଫ୍ରି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କରୋନ ଫ୍ରି ହୋଇଛନ୍ତି । ହିଟମ୍ୟାନଙ୍କ କ୍ରମାଗତ ୩ଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ଯେତେଦୂର ସମ୍ଭବ ସେ ଅଧିନାୟକ ଦାୟିତ୍ୱ…

ଇଂଲଣ୍ଡ ୨୮୪ରେ ଅଲଆଉଟ, ଭାରତକୁ ୧୩୨ ରନର ଅଗ୍ରଣୀ

ବର୍ମିଂହାମ: ବୋଲରମାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ୫ମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ତୃତୀୟ ଦିବସରେ ୨୮୪ ରନରେ ଅଲଆଉଟ ହୋଇଯାଇଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ ସଂଗ୍ରହ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୧୩୨ ରନର ଅଗ୍ରଣୀ ହାସଲ କରିଛି । ରିଷଭ ପନ୍ତ ଓ ରବୀନ୍ଦ୍ର…

ପିଓକେ ସୀମାରେ ୨୦୦ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: ପିଓକେରେ ସୀମାରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି । ସୀମାରେ ବିଏସଏଫ ଓ ସେନାର ଏଲଓସିରେ ପେଟ୍ରୋଲିଙ୍ଗ ବଢ଼ାଇ ଦିଆଯାଇଛି । ଆତଙ୍କବାଦୀମାନେ ନଦୀ ଏବଂ ସୁଡଙ୍ଗ…

ବେଆଇନ ଖଣି ଉତ୍ତୋଳନ: ସିରାଜୁଦ୍ଦିନ ମାଇନିଂର ୮.୫୨ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିରାଜୁଦ୍ଦିନ ମାଇନିଂ କମ୍ପାନୀର ୮.୫୨ କୋଟି ଟଙ୍କା ଜବତ କରିଛି । ଗତ ମାସ ଜୁନ ୨୪ ତାରିଖରେ ସିରାଜୁଦ୍ଦିନ ଆଣ୍ଡ କୋ. ଅଫିସ ରେଡ୍ କରିଥିଲା । ଗତକାଲି ଇଡି ଏକ ପ୍ରେସ ଇସ୍ତାହାର ଜାରି କରିଛି । ଏଥିରେ ଚଢ଼ାଉ ଏବଂ ଜବତ ଅର୍ଥ ରାଶି ବିଷୟରେ…

ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡିଦେଲେ ଘର ମାଲିକ

ଦିଲ୍ଲୀ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି ।…

ସିନ୍ଦେ ସମର୍ଥକ ସିଲ କଲେ ମହାରାଷ୍ଟ୍ର ଶିବସେନା ଅଫିସ

ମୁମ୍ବାଇ:ମହାରାଷ୍ଟ୍ର ମହାନାଟକରେ ଏକନାଥ ସିନ୍ଦେଙ୍କ ଗ୍ରୁପ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଇତି ମଧ୍ୟରେ ଖବର ଅନୁସାରେ ମହାରାଷ୍ଟ୍ର ଶିବସେନା ଅଫିସ ହାତେଇବା ପାଇଁ ୨ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିଲା । ତେବେ ସିନ୍ଦେ ଗୋଷ୍ଠୀ ଅଫିସକୁ ସିଲ କରିଛି । ମରାଠୀରେ…

ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ:ରାହୁଲ ନାର୍ବେକର ହେଲେ ବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାହୁଲଙ୍କୁ 164 ବିଧାୟକଙ୍କ ସମର୍ଥନ ମିଳିଛି ।  ତାଙ୍କୁ ବାଚସ୍ପତି ଭାବେ ଘୋଷଣା କରାଯାଇଛି । https://twitter.com/ANI/status/1543482395243847680…

ବୁମ୍ରାଙ୍କ ପ୍ରଦର୍ଶନକୁ ଅନନ୍ୟ କହିଲେ ରବି ଶାସ୍ତ୍ରୀ

ବର୍ମିଂହାମ: ଇଂଲଣ୍ଡର ଏଜବାଷ୍ଟନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର କ୍ୟାପଟେନ ଜସପ୍ରୀତ ବୁମ୍ରାଙ୍କ ପ୍ରଶଂସନୀୟ ପ୍ରଦର୍ଶନ । ଶନିବାର ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡର ପେଶ ବୋଲର ଷ୍ଟୁଆର୍ଟ ବ୍ରଡ଼ ଗୋଟିଏ ଓଭରରେ ୩୫ ରନ ଦେଇଛନ୍ତି । ଇନିଂସର ୮୪ ତମ ଓଭରରେ ବୁମ୍ରା ବ୍ରଡଙ୍କ ଏହି…

ହାଜର ହେଲେନି ନୂପୁର ଶର୍ମା, ଜାରି ହେଲା ଲୁକ୍ ଆଉଟ୍ ନୋଟିସ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁରଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି। ଏଥିସହ…

ବାଚସ୍ପତି ନିର୍ବାଚନ: ସଣ୍ଡେରେ ସିନ୍ଦେ ଦେଖାଇବେ ଦମ୍?

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଗଲେ କିମ୍ବା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ମହାରାଷ୍ଟ୍ର ରାଜନୀତିର ମହାନାଟକ ଶେଷ ହୋଇନି । ବରଂ ଆଜି ସଣ୍ଡେରେ (ରବିବାର) ସିନ୍ଦେ ନିଜ ନେତୃତ୍ୱ ଦେଖାଇବାର…