Latest Odisha News

BREAKING NEWS

Browsing Category

ଫିଚର

ଜଳେଶ୍ବର ବିଡିଓଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ…

ଓଡ଼ିଶାରେ ଘର, ଆନ୍ଧ୍ରରେ ବିଦ୍ୟାଳୟ : ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ପଡୁଛି ତାଲା , ପାଠ ପଢାରେ ସମସ୍ୟା

ବ୍ରହ୍ମପୁର: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳ ଯଥା ଗଞ୍ଜାମ ଜିଲାର ପାତ୍ରପୁର ବ୍ଳକରେ ଗୋଟିଏ ପରେ ଗୋଟିଏ ଓଡ଼ିଆ ବିଦ୍ୟାଳୟ ବନ୍ଦ ହେବାରେ ଲାଗିଛି ।  ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଯୋଗୁ ଅନେକ ବିଦ୍ୟାଳୟରେ ତାଲା ପଡ଼ିଲାଣି । ଅପରପକ୍ଷେ ଓଡ଼ିଶାର…

ଅଗ୍ନିପଥ ନିଆଁ’: ଉଗ୍ର ପ୍ରଦର୍ଶନରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନେକ ସ୍ଥାନରେ ବିକ୍ଷୋଭ ଉଗ୍ର ତଥା ହିଂସାକାଣ୍ଡର ରୂପ ନେଉଛି।ଧନ, ଜୀବନ କ୍ଷତି ଘଟୁଛି ।  ବିହାରରେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । କାଇମେର, ଭୋଜପୁର,…

୧୦୦ତମ ଜନ୍ମଦିନରେ ମା’ଙ୍କୁ ପୂଜାକଲେ  ମୋଦୀ 

ଅହମଦାବାଦ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜିଠାରୁ ବଡ ଦିନ ଆଉ କେବେ ହୋଇନପାରେ । କାରଣ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ  ଗାନ୍ଧୀନଗର ଘରେ  ନିଜ ମା’ଙ୍କୁ ଭେଟିଛନ୍ତି ମୋଦି । ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତାଙ୍କ ପାଦ ଧୂଆ ପାଣିକୁ ଆଖିରେ…

ଆପଣ ହୋଇପାରିବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ନୂଆଦିଲ୍ଲୀ: ଏବେ ଅଗ୍ନିବୀରଙ୍କୁ ନେଇ ସାରା ଦେଶରେ ଜୋରଦାର ଆଲୋଚନା ଚାଲିଛି । ତେବେ ଆପଣ ଯଦି ଅଗ୍ନିବୀର ହୋଇ ନିଜର ଶାରୀରିକ, ମାନସିକ, ବୈାଦ୍ଧିକ ବିକାଶ ସହ ଦେଶସେବା କରିବାକୁ ଚାହୁଁଛନ୍ତି ତେବେ ଡେରି କାହିଁକି? । ଅଗ୍ନିବୀର ପାଇଁ କସରତ ଆରମ୍ଭ କରିଦିଅନ୍ତୁ କାରଣ ଆସନ୍ତା 24…

ଆଲିଆଙ୍କୁ ବିବାହ ପରେ ଶ୍ରଦ୍ଧାଙ୍କ ସହ ରୋମାନ୍ସ କରୁଛନ୍ତି ରଣବୀର !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଆଲିଆଙ୍କୁ ବିବାହ କରିବା ପରେ ଏବେ ଶ୍ରଦ୍ଧା କପୁରଙ୍କ ସହ ସୁଟିଂ ସେଟରେ କରୁଛନ୍ତି ରୋମାନ୍ସ। ଯାହାର ଫଟେ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଫଟୋରେ ରଣବୀର କପୁର ଓ ଶ୍ରଦ୍ଧା କପୁର ବହୁତ ମଜାମସ୍ତି କରୁଥିବାର ନଜର…

ଆଜିଠୁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସାଙ୍ଗରେ କିଏ ଯିବେ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯିବେ। ଆଜି ଅପରାହ୍ନରେ ପ୍ରଥମେ ଦିଲ୍ଲୀ ଯିବେ। ଏଠାରେ ଦୁଇ ଦିନ ରହିବା ପରେ ନବୀନ ରୋମ୍ ଏବଂ ଦୁବାଇ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। କିନ୍ତୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନବୀନ ଜୁନ୍ ୩୦ ତାରିଖରେ ବିଦେଶ…

ହ୍ୱାଟସଆପରେ ଟଙ୍କା ମାଗୁଛନ୍ତି ତିନି ଆଇଏଏସ ?

ଭୁବନେଶ୍ୱର: ହ୍ୱାଟସଆପରେ ଟଙ୍କା ମାଗୁଛନ୍ତି ତିିନି ଆଇଏଏସ? ହଁ ଆଜ୍ଞା ଏହି ତିନି ଆଇଏଏସ ଲୋକସଭା ଭବନରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଯେଉଁ ହ୍ୱାଟସଆପ ଆକାଉଣ୍ଟରୁ ଟଙ୍କା ମଗାଯାଉଛି ସେଥିରେ ଡିପିରେ ତିନି ଆଇଏଏସଙ୍କ ଫଟୋ ରହିଛି । କିନ୍ତୁ ସେହି ନମ୍ବର ତାଙ୍କର ନୁହଁ। ତିନି ଆଇଏଏସଙ୍କ…

ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଯାଉ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଜଣେ ଏକାଧିକ ଆସନରେ ନିର୍ବାଚନ ନଲଢ଼ିବା ଦରକାର । ଏ ଦିଗରେ ଥିବା ନିୟୋମରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଏପରି ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିର୍ବାଚନ କମିଶନ । ଯଦି ସରକାର ଏହି ପ୍ରସ୍ତାବ ଉପରେ ରାଜି ନୁହନ୍ତି ତାହେଲେ ଯେଉଁପ୍ରାର୍ଥୀ ମାନେ…

‘ଅଗ୍ନିପଥ’ ଯୋଜନାର ଭାଗ୍ୟ କୃଷି ଆଇନ ଭଳି ହେବ କି?

ନୂଆଦିଲ୍ଲୀ: ସେନା ନିଯୁକ୍ତିର ନୂଆ ଯୋଜନା ଅଗ୍ନିପଥକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିହାରରୁ ଆରମ୍ଭ ହୋଇଥିବା ଅଗ୍ନିପଥ ନିଆଁ ଏବେ ରାଜ୍ୟକୁ ରାଜ୍ୟ ଡେଇଁ ଓଡ଼ିଶାରେ ମଧ୍ୟ ଏହାର ପ୍ରତିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରତିବାଦକାରୀ ବିଭିନ୍ନ ସ୍ଥାନରେ…