Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ବଳବତ୍ତର ରଖିଲା ଏଫଏଟିଏଫ

ବର୍ଲିନ: ଜର୍ମୀନୀର ରାଜଧାନୀ ବର୍ଲିନରେ ହୋଇଥିବା ସମୀକ୍ଷା ବୈଠକ ପରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ଏବେ ତରବରିଆ ଭାବେ ନହଟାଇବାକୁ ନିଷ୍ପତ୍ତି ନେଇଛି। ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି…

ଗଞ୍ଜାମ ଜିଲା:୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ହଜାର ୬୪ କୋଟି ଋଣ ପ୍ରଦାନ ଲକ୍ଷ୍ୟ

ବ୍ରହ୍ମପୁର: ଛତ୍ରପୁର ଠାରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବ୍ୟାଙ୍କ ଗୁଡିକ ଋଣ ଲକ୍ଷ୍ୟ ପୂରଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର…

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ…

ପର ପୀଢ଼ିକୁ ଦ୍ୱେତ ମାନସିକତାର ଏ’ ଭୁଲ୍ ସନ୍ଦେଶ ନଯାଉ

- ଦେବଦତ୍ତ ରଥ ଭୁବନେଶ୍ୱର: ପ୍ରଫେଟ୍ ମହମ୍ମଦଙ୍କ ସମ୍ବଦ୍ଧରେ ବିବାଦୀୟ ଟିପ୍ପଣୀ ଦେବା କାରଣରୁ ନୂପୁର ଶର୍ମାଙ୍କ ବିରୋଧରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାସ୍ତବରେ କାହାର ଧର୍ମକୁ ବା କୋୖଣସି ବି ଧର୍ମର ଦେବୀ, ଦେବତା, ମହାପୁରୁଷ,…

ଗଞ୍ଜାମରେ ବ୍ୟାପୁଛି ବାସନ୍ଦ କଳଙ୍କ: ସରପଞ୍ଚ ପ୍ରାର୍ଥୀଙ୍କ ପରିବାରକୁ ଗାଁ ବାସନ୍ଦ ଅଭିଯୋଗ

ବ୍ରହ୍ମପୁର: ସାମାଜିକ ବାସନ୍ଦ, ଜାତିରୁ ବାସନ୍ଦ ଭଳି କୁସଂସ୍କାର ଗଞ୍ଜାମ ଜିଲାରେ ଦିନକୁ ଦିନ ବଢିବାରେ ଲାଗିଛି। କିଛି ନିର୍ଦ୍ଧିଷ୍ଟ କୁଳ ସମାଜର ମୁଖିଆମାନେ ନିଜ ପତିଆରା ପାଇଁ ଏଭଳି କୁପ୍ରଥା ପ୍ରଚଳନ କରିଆସୁଛନ୍ତି। ଏକାଧିକ ଘଟଣା, ଦୁର୍ଘଟଣା ଓ ପୁଲିସର ତାଗିଦ ପରେ ମଧ୍ୟ ବାସନ୍ଦ ପ୍ରଥା…

ଉଦ୍ଧାର ଚୋରି ସାମଗ୍ରୀ ଦୋକାନୀଙ୍କୁ ଫେରାଇଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପରେ ସେଗୁଡିକୁ ସଂପୃକ୍ତ ଦୋକାନୀମାନଙ୍କୁ ଫେରାଇ ଦିଆଯାଇଛି। କେବଳ ସାମଗ୍ରୀ ନୁହଁ ଚୋରଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲକୁ ମଧ୍ୟ ଦୋକାନୀଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ଗତ ମେ’ ୨୭ ତାରିଖ ଓ…

କେଜିଏଫ ଷ୍ଟାର ୟଶଙ୍କ ସହ ରୋମାନ୍ସ କରିବେ ପୂଜା

ମୁମ୍ବାଇ: ହିନ୍ଦୀ, ତାମିଲ ଓ ତେଲୁଗୁ ପରେ ଏବେ ପୂଜା ହେଗେଡ କନ୍ନଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ କେଜିଏଫ ଷ୍ଟାର ୟଶ ଏବଂ ପୂଜାଙ୍କୁ ନେଇ ନର୍ତନ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲଭଷ୍ଟୋରୀ । ଆକ୍ସନ ପରେ ୟଶଙ୍କ ରୋମାନ୍ସ ଅବତାର…

ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଆନ୍ତର୍ଜାତୀୟ ଟି୨୦ରେ ଅର୍ଦ୍ଧଶତକ ହାସଲ କଲେ କାର୍ତିକ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଦୀନେଶ କାର୍ତିକଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୧୭୦ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଏହି ମ୍ୟାଚରେ କାର୍ତିକ ୨୭ ବଲରେ ୫୫ ରନ ସଂଗ୍ରହ କରିଥିଲେ । ୧୬ ବର୍ଷ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ କାର୍ତିକଙ୍କ ଏହା…

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…

ବାହା ହେବାକୁ ଆସିଲେନି ବିଧାୟକ, ଅପେକ୍ଷା କରି ଫେରିଲେ ସୋମାଲିକା

ଜଗତସିଂହପୁର: ବାହା ହେବାକୁ ପ୍ରତିଶ୍ରୁତି ଦେଇ ଠକିଦେଲେ ବିଧାୟକ ! ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିଜୟ ବିବାହ କରିବେ କି ନାହିଁ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ବିଜୟ ଓ ସୋମାଲିକା ବିବାହ କରିବା ନେଇ…