Latest Odisha News

BREAKING NEWS

Browsing Category

ଫିଚର

ରୁଷକୁ ସମର୍ଥନ କରିବାରୁ ବେଜିଂକୁ ଆମେରିକାର ନାଲିଆଖି, ଭାରତକୁ ସହଯୋଗର ହାତ

ନୂଆଦିଲ୍ଲୀ: ଋଷକୁ ସମର୍ଥନ କରିବା ନେଇ ଆମେରିକା ବାରମ୍ବାର ଚୀନକୁ ଚେତାବନୀ ଦେଇଆସୁଛି। ଆମେରିକା କହିଛି ଯେ, ରୁଷ ଉପରେ ଯେଉଁ ପ୍ରକାରର କଟକଣା ଲଗାଇଛି, ତା'ଠାରୁ ଚୀନ ଶିକ୍ଷା ନେବା ଉଚିତ। ଅପରପକ୍ଷରେ ଆମେରିକା କହିଛି ଯେ ଭାରତ ରୁଷର ଅସ୍ତ୍ରଶସ୍ତ ଉପରେ ନିର୍ଭରଶୀଳ, ଯାହାକୁ ସେ କମାଇବାକୁ…

ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରିବାହୀ ବସ, ୩୦ ଆହତ

ଜି ଉଦୟଗିରି: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ବାଲିଗୁଡାର ବୁଡ଼ାଗୁଡା ରାସ୍ତାର ଗଣ୍ଡମୁଣ୍ଡା ଘାଟିରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩୦ ଫୁଟ୍ ତଳକୁ  ଯାତ୍ରିବାହୀ ବସରେ ୩୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଯେଉଁଥିରେ ୫ ଜଣ ଶିଶୁ ମଧ୍ୟ ଥିଲେ। ସମସ୍ତ…

ଆରଜେଡି ଇଫତାର ପାର୍ଟିରେ ଯୋଗ ଦେଲେ ନୀତିଶ, ରାଜନୈତିକ ଅଙ୍କକଷା ଆରମ୍ଭ

ପାଟନା: ଅଧିକାଂଶ ଦଳ ପରି ଆରଜେଡି ଇଫତାର ପାର୍ଟିର ଆୟୋଜନ କରିଥିଲା । ତେବେ ଏହି ପାର୍ଟି ନେଇ ଏବେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରମୁଖ ନେତା ନୀତିଶ କୁମାର ଏଥିରେ ଯୋଗ ଦେଇଛନ୍ତି । ୫ ବର୍ଷ ପରେ ରାବ୍ରି ଦେବୀଙ୍କ ଘରକୁ ନୀତିଶ ଯାଇଛନ୍ତି ।…

ଚାପୁଡା କାଣ୍ଡ ପରେ ଅଲଗା ହେବେ କି ୱିଲ ସ୍ମିଥ ଓ ଜେଡା !

ନୂଆଦିଲ୍ଲୀ: ହଲିଉଡରୁ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ୱିଲ ସ୍ମିଥ ଏବଂ ଜେଡା ପିଂକେଟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଦି ନ୍ୟୁଜ ଇଂଟରନ୍ୟାଶନାଲର ଖବର ପ୍ରକାଶ ପାଇଛି । ଓସ୍କାର ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଚାପୁଡା କାଣ୍ଡ ଯୋଗୁ ଏହି ତିକ୍ତତା…

[ଭିଡିଓ] ପୋଲିସ କବଜାରେ କଟୁରୀ ଗ୍ୟାଙ୍ଗ, ୫ ଗିରଫ

ଭୁବନେଶ୍ୱର : ରାଜଧାନୀରେ କ୍ରିମିିନାଲ ମାନଙ୍କ ଆତଙ୍କ ବଢିବାରେ ଲାଗିଛି । କମ୍ପିଟେଟିଭ୍ ଛାତ୍ର ଏବେ ପାଲଟିଛନ୍ତି ହାର୍ଡକୋର କ୍ରିମିନାଲ । କଟୁରୀ ଗ୍ୟାଙ୍ଗ ସହ ମିଶି ଭୁବନେଶ୍ୱରରେ ଲୋକଙ୍କୁ ଲୁଟୁଛନ୍ତି ଛାତ୍ର । ଆଉ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଜଣେ ନାବାଳକ ସହ…

ଆସନ୍ତୁ ଜାଣିବା କାଠରେ କେଉଁଠାରେ ତିଆରି ହେବ ସବୁଠାରୁ ବଡ ବିଲ୍ଡିଂ

ଜ୍ୟୁରିକ:ସୁଇଜରଲାଣ୍ଡର ୱିଂଟରଥୁର ସହରରେ ନିର୍ମିତ ହେବାକୁ ଯାଉଛି କାଠର ସବୁଠାରୁ ବଡ ବିଲ୍ଡିଂ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଏଥିରେ କୌଣସି ପ୍ରକାରର ସିମେଂଟ, ପଥର କିମ୍ବା ବାଲି ବ୍ୟବହାର କରାଯିବ ନାହିଁ । ୩୨୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଲ୍ଡିଂରେ କେବଳ କାଠ ବ୍ୟବହାର କରାଯିବ ।…

ବିବାହ କଲେ ଆତ୍ମସମର୍ପିତ ମାଓ ପ୍ରେମୀ ଯୁଗଳ

ଭବାନିପାଟଣା: ମାଓବାଦ ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ପ୍ରେମୀ ଯୁଗଳଙ୍କୁ ବାହା କରାଇଛି କଳାହାଣ୍ଡି ପୋଲିସ । ୨୦୧୬ରେ ଆତ୍ମସମର୍ପଣ କରିଥିବା କଲମଦେଇ ଏବଂ ୨୦୨୦ରେ ମାଓବାଦ ରାସ୍ତା ଛାଡ଼ିଥିବା ରାମଦାସ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ଭବାନିପାଟଣା…

ରିଲିଜ ହେଲା ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’

ମୁମ୍ବାଇ : ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଜର୍ସି' ଆଜି ରିଲିଜ ହୋଇଛି । ବଲିଉଡ ଆକ୍ଟର ସାହିଦ କପୁର ନିଜ ଫିଲ୍ମ 'ଜର୍ସି' ରିଲିଜକୁ ନେଇ ବହୁ ଦିନ ହେଲେ ଅପେକ୍ଷା କରିଥିଲେ ।ହେଲେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କଟକଣା କାରଣରୁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା ।…

ରାଜସ୍ଥାନ ବିପକ୍ଷ ମ୍ୟାଚରେ ଷ୍ଟାଡିୟମରେ ରହିବେନି ଦିଲ୍ଲୀ କୋଚ

ମୁମ୍ବାଇ: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ମ୍ୟାଚରେ ଦିଲ୍ଲୀ କୋଚ ରିକି ପୋଟିଂ ଷ୍ଟାଡିୟମରେ ରହିବେ ନାହିଁ । ଏହାର କାରଣ ହେଲା ତାଙ୍କର ଜଣେ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ…

କର୍ଣ୍ଣାଟକରେ ହିଜାବ ପାଇଁ ପରୀକ୍ଷାରୁ ବଞ୍ଚିତ ହେଲେ ଦୁଇ ଛାତ୍ରୀ

ଉଡୁପି: କଲେଜ କୁ ହିଜାବ ପିନ୍ଧି ଯିବାରୁ ଦୁଇ ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାରେ ବିଦ୍ୟୋଦୟ ପିୟୁ କଲେଜରୁ ଆଲିଆ ଅସଦି ଓ ରେଶମଙ୍କୁ ପରୀକ୍ଷା ହଲ ଭିତରକୁ ପ୍ରବେଶ ମିଳିନି । କର୍ଣ୍ଣାଟକ ହାଇକୋର୍ଟ ହିଜାବ…