Latest Odisha News

BREAKING NEWS

Browsing Category

ଫିଚର

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ , ବିଭିନ୍ନ ଉନ୍ନତିମୂଳକ କାମର କଲେ ସମୀକ୍ଷା

ନୟାଗଡ : ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନ ପ୍ରଥମେ ମନ୍ଦିରରେ ପହଁଞ୍ଚି ନୀଳ ମାଧବଙ୍କୁ ଦର୍ଶନ କରିଛନ୍ତି ।ପରେ ମନ୍ଦିର ପରିସର ପାଣ୍ଡିଆନ ବୁଲିଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । କଣ୍ଟିଲୋ…

କିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ

ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା। ନବଜାତଟି କିନ୍ନର ବୋଲି…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…

‘ମୋ ସ୍କୁଲ’ ର ଉନ୍ନତି ପାଇଁ ୧୨୮ କୋଟି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସ୍କୁଲକ ଉନ୍ନତି ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭିତ୍ତିଭୂମି ବିକାଶ ସହପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ଗୁରୁତ୍ୱ ଦେବେ। ଏଥିପାଇଁ ସ୍କୁଲ୍‌ ଓ ବ୍ଲକ୍‌ ସ୍ତରରେ ଦକ୍ଷତା ବିକାଶ ପାଇଁ…

ଜେଲର ହେବ ନବୀକରଣ; ନୂଆ ଡାକ୍ତରଙ୍କ ନିଯୁକ୍ତି ଏବଂ ମିଳିବ ନିରାମୟ ଔଷଧ

ଭୁବନେଶ୍ୱର: ରାଜ୍ୟରେ ଜେଲ ବିଭାଗର ହେବ ଆମୂଳ ଚୂଳ ନବୀକରଣ । ରାଜ୍ୟ ସରକାରଙ୍କ ୫-ଟି ଢ଼ାଞ୍ଚାରେ ହେବ ବିକାଶ କାର୍ଯ୍ୟକ୍ରମ । ଜେଲର ଭିତ୍ତିଭୂମିର ବିକାଶ ସହ, ନୂଆ ଡାକ୍ତର ନିଯୁକ୍ତି, ବଡି ଓର୍ଣ୍ଣ କ୍ୟାମେରା, ମେଟାଲ ଡିଟେକ୍ଟର, ସିକ୍ୟୁରିଟି ପୋଲ, ବ୍ୟାଗେଜ ସ୍କାନର ଆଦି ସୁରକ୍ଷା ଜନିତ…

କୋଇଲା ଖଣି ଅଞ୍ଚଳରେ ଅବ୍ୟବହୃତ ଜମିର ହେବ ନିଲାମ

ନୂଆଦିଲ୍ଲୀ: କୋଇଲା ଖଣି ଅଞ୍ଚଳରେ ଥିବା ଅତିରିକ୍ତ, ଅବ୍ୟବହୃତ ଜମିକୁ ଲିଜରେ ଦେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । କୋଇଲା ଓ ଶକ୍ତି ସଂପର୍କିତ ବିଷୟରେ ଭିତ୍ତିଭୂମି ତିଆରି କରିବା ପାଇଁ ଏହି ସ୍ଥାନ ବ୍ୟବହାର ହୋଇପାରିବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ ପାଇଁ ନିଯୁକ୍ତି ସୃଷ୍ଟି…

ଦିବ୍ୟାଙ୍ଗଜନଙ୍କ ପାଇଁ ଅମ୍ବୁଲିଫ୍ଟ; ବିମାନକୁ ଚଢ଼ିବାରେ ଆଉ ହେବନି ଅସୁବିଧା

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଦିବ୍ୟାଙ୍ଗଜନଙ୍କ ସୁବିଧା ପାଇଁ ଦେଶରେ ଆରମ୍ଭ ହୋଇଛି ଅମ୍ବୁଲିଫ୍ଟ ସେବା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦେଶରେ ୧୪ଟି ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରିଛି । ଅମ୍ବୁଲିଫ୍ଟ ଦ୍ୱାରା ବିମାନକୁ ହ୍ୱିଲ ଚେୟାର, ଷ୍ଟ୍ରେଚର ଆଦି ସହଜରେ ଉଠି ପାରିବ ।…

ଡିବ୍ରୁଗଡ଼ରୁ ପଶିଘାଟ ଉଡ଼ିଲା ଡର୍ଣ୍ଣିଅର-୨୨୮, ଖୁବ୍ ଶୀଘ୍ର ସଂପୂର୍ଣ୍ଣ ଉତ୍ତର-ପୂର୍ବକୁ ବିମାନ ସେବା : ଉଷା ପାଢ଼ୀ

ନୂଆଦିଲ୍ଲୀ: ଡର୍ଣ୍ଣିଅର-୨୨୮ ଉତ୍ତର-ପୂର୍ବ ଭାରତକୁ ସମତଳ ସହ ଯୋଡ଼ିବାରେ ବଡ଼ ଭୂମିକା ନେବ । ଉଡ଼ାନ ଯୋଜନାରେ ଉତ୍ତର-ପୂର୍ବ ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ମଙ୍ଗଳବାର ଉତ୍ତର-ପୂର୍ବକୁ ଆରମ୍ଭ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଡର୍ଣ୍ଣିଅର-୨୨୮ ଉଡ଼ାଜାହାଜର ଉଦଘାଟନ…

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ । ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ…

କାର୍ଡିଲିୟା କ୍ରୁଜ ଡ୍ରଗ୍ସ କେସ: ସସପେଣ୍ଡ ହେଲେ ୨ ଏନସିବି ଅଧିକାରୀ

ମୁମ୍ବାଇ: କାର୍ଡିଲିୟା କ୍ରୁଜ ଡ୍ରଗ୍ସ କେସରେ ଏନସିବି ବୁଧବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଅଧିକାରୀଙ୍କୁ ସସପେଣ୍ଡ କରିଛି । ଏମାନେ ହେଲେ ମୁଖ୍ୟ ଯାଂଚ ଅଧିକାରୀ ସୁପରିଟେଡେଂଟ ବିବି ସିଂ ଓ ଇଂଟେଲିଜେନ୍ସ ଅଫିସର ଆଶୀଷ ରଂଜନ ପ୍ରସାଦ । କେସ ତଦନ୍ତରେ ଦାୟିତ୍ୱହୀନତା ଏବଂ ଭୂଲ…