Latest Odisha News

BREAKING NEWS

Browsing Category

ଫିଚର

ଅସହ୍ୟ ହେଉଛି ତାତି , ଜଳୁଛି ପଶ୍ଚିମ ଓଡିଶା

ବଲାଙ୍ଗୀର : ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ । ବୈଶାଖ ମାସ ଆରମ୍ଭ ନେଉଣୁ ଅଥୟ କଲାଣି ପ୍ରଚଣ୍ଡ ଖରାର ତାପ । ପଶ୍ଚିମ ଓଡିଶାରେ ଖରାର ପ୍ରଚଣ୍ଡ ତାପ ଅନୁଭୁତ ହେଉଛି । ଗତକାଲି ବଲାଙ୍ଗୀର , ବୌଦ୍ଧ ,ଝାରସୁଡା, ବାରିପଦା,…

ଇମ୍ରାନଙ୍କୁ ସମର୍ଥନ କରି ପାକିସ୍ତାନରେ ବିଶାଳ ରାଲି

ଲାହୋର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଜରିଆରେ ଗାଦିଚ୍ୟୁତ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆ ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାନ । ଏପରି କ୍ଷମତାଚ୍ୟୁତକୁ ବିରୋଧ କରି ଲାହୋର ଲିବର୍ଟି ଛକରେ ପାକିସ୍ତାନ ତେହେରିକ୍-ଏ-ଇନସଫା (ପିଟିଆଇ)ର ବହୁ ସମର୍ଥକ ବିକ୍ଷୋଭ…

‘RRR’ ହଜାରେ କୋଟି ପାର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସ. ଏସ. ରାଜାମୌଲିଙ୍କ ଫିଲ୍ମ 'ଆରଆରଆର' ବକ୍ସ ଅଫିସରେ ଆଉ ଏକ ରେକର୍ଡ କରିଛି । ଫିଲ୍ମଟି ରିଲିଜ ହେବାର ୧୬ ଦିନ ମଧ୍ୟରେ ସାରା ବିଶ୍ୱରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି। ବିଶ୍ୱସ୍ତରରେ ୧୦୦୦ କୋଟି ଟପିଥିବା ଅନ୍ୟ ଫିଲ୍ମ ଗୁଡିକ ହେଲା 'ଦଙ୍ଗଲ' ଏବଂ…

ପାକିସ୍ତାନରେ ପଟ୍ଟ ପରିବର୍ତନ, ସୁଧୁରିବ କି ଭାରତ ସହିତ ସମ୍ପର୍କ ?

ନୂଆଦିଲ୍ଲୀ: ଶନିବାର ବିରୋଧୀ ଏକାଠି ହୋଇ ପାକିସ୍ତାନର ଇମ୍ରାନ ସରକାରକୁ ଗାଦିଚ୍ୟୁତ କରାଇଛନ୍ତି। ଏବେ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବିଏମଏଲଏନର ନେତା ଶାହବାଜ ସରିଫ । ଆଜି ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ନାମାଙ୍କନ ଭରିବେ । ତେଣୁ ପାକିସ୍ତାନର ନୂଆ ସରକାର ସହିତ ଭାରତର ସମ୍ପର୍କ…

ୟୁକ୍ରେନ ସଙ୍କଟ ଭିତରେ ଆମେରିକାରେ ରାଜନାଥ ଏବଂ ଜୟଶଙ୍କର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକାର ରାଜଧାନୀ ୱାଶିଂଟନରେ ପହଞ୍ଚିଛନ୍ତି। ଆଜି ଏହି ଦୁଇ ନେତା ପ୍ରତିପକ୍ଷ ମନ୍ତ୍ରୀଙ୍କ ସହିତ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନାରେ ଯୋଗ ଦେବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ…

ଜିନ୍ ପିଙ୍ଗଙ୍କ ‘ଶୂନ କୋଭିଡ ନୀତି’କୁ ଫୁ’ କରି ମାଡ଼ି ଚାଲିଛି କରୋନା

ବେଜିଂ: ନିଜର ଏକଛତ୍ରବାଦ ଶାସନ ପାଇଁ ପରିଚିତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ତାଙ୍କ ନିଷ୍ପତିକୁ କେହି ଅମାନ୍ୟ କରିପାରନ୍ତିନି । କିନ୍ତୁ କରୋନା ମହାମାରୀ ଜିନ ପିଙ୍ଗଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ନୀତିକୁ ଫୁ କରି ଉଡାଇ ଦେଇଛି। ଚୀନରେ ଏବେ କରୋନା ସ୍ଥିତି ଗମ୍ଭୀର, ଗୋଟିଏ ଦିନରେ…

ରାମନବମୀରେ ‘ଆମିଷ’ ଖାଦ୍ୟକୁ ନେଇ ବିବାଦ, ଜେଏନୟୁରେ ଦୁଇ ଛାତ୍ର ସଙ୍ଗଠନ ମୁହାଁମୁହିଁ

ନୂଆଦିଲ୍ଲୀ: ପବିତ୍ର ରାମ ନବମୀ ଅବସରରେ ହଷ୍ଟେଲରେ ଆମିଷ ଖାଦ୍ୟ ପରିବେଷଣକୁ ନେଇ ଦିଲ୍ଲୀସ୍ଥିତ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ । ଏବିଭିପି ଛାତ୍ର ଏବଂ ବାମପନ୍ଥୀ ଛାତ୍ରଙ୍କ ମଧ୍ୟରେ ଏ ନେଇ ବିବାଦ ବଢିଛି । ପରସ୍ପର ଉପରକୁ ଢେଲା, ପଥର ମାଡ କରିଥିବା ସୂଚନା ରହିଛି । ଏଥିରେ…

ରଥଯାତ୍ରା: ଦୁଇ ବର୍ଷ ପରେ ରଥ ଟାଣିବେ ଭକ୍ତ

ପୁରୀ: କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି । ତେଣୁ ଦୁଇ ବର୍ଷ ପରେ ଚଳିତଥର ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ରଥଯାତ୍ରାରେ ରଥ ଟାଣିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଏହା ପୂର୍ବରୁ ହେବାକୁ ଥିବା ଚନ୍ଦନ ଯାତ୍ରା ଏବଂ ସ୍ନାନଯାତ୍ରା ମଧ୍ୟ ଦେଖିବାକୁ ଭକ୍ତଙ୍କୁ…

ବଦଳିବେ ପିସିସି ସଭାପତି, ନୂଆ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର: ବଦଳିବେ ପିସିସି ସଭାପତି । ଦିନେ ଦୁଇ ଦିନ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଏନେଇ ମନୋନୟନ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ରହିଛି । ତେଣୁ ପିସିସି ସଭାପତି ଆସନରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ଦଳର ଅଧ୍ୟକ୍ଷା…

ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ, ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା

ଭୁବନେଶ୍ୱର: ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ। ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା। ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼…