Latest Odisha News

BREAKING NEWS

Browsing Category

ଫିଚର

ଯୋଗୀଙ୍କୁ ଭେଟିଲେ ଶିବପାଲ, ପୁଣି ଆରମ୍ଭ ହେବ କି ଦଳ ଡିଆଁ ପର୍ବ ?

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ଶିବପାଲ ଯାଦବଙ୍କ ଦଳ ମେଣ୍ଟ କରିଥିଲା। ଏବେ କିନ୍ତୁ ନିର୍ବାଚନ ପରେ ସମାଜବାଦୀ ପାର୍ଚି ସୁପ୍ରିମୋ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଶିବପାଲଙ୍କ ମନାନ୍ତର ବଢିଛି । ଏହାକୁ ନେଇ ୟୁପି ରାଜନୀତିରେ ସପ୍ତାହେ…

ପ୍ରତାପ ଷଡ଼ଙ୍ଗୀଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ଘର ଛାଡିବାକୁ ନୋଟିସ

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା ଏବେର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଆବଣ୍ଟିତ କରିଥିବା ଘର ଛାଡିବାକୁ ନୋଟିସ୍ ହୋଇଛି । ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସରକାରୀ କୋଠା ଆବଣ୍ଟିତ କରିଥିଲେ । ଏବେ କିନ୍ତୁ ବାଲେଶ୍ୱର ସାଂସଦ ମନ୍ତ୍ରୀ ପଦରେ ନଥିବାରୁ…

ମହିଳା ହକି ଲିଗ୍ :ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ ମହିଳା ହକି ଲିଗରେ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ଲକ୍ଷ୍ନୌରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭୁବନେଶ୍ୱର ଟିମ ୦-୫ ଗୋଲରେ ସୋନପତରେ ପ୍ରୀତମ ସିୱଚ ହକି ଏକାଡେମୀ…

ସିକେ ନାୟୁଡୁ ଟ୍ରଫି: ଗୌରବଙ୍କ ଶତକ, ଓଡିଶା ୨୪୮/୩

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ କ୍ରିକେଟ ଟ୍ରଫିର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସରେ ୩୩୧ ରନ କରିଥିଲଶ । ଏହାର ଜବାବରେ ଓପନର ଗୌରବ ଚୌଧୁରୀଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ…

ଦେଶରେ ୨୮ ଏର୍ମଜେନ୍ସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ସ ହାଇୱେ ଚିହ୍ନଟ କଲା ଆଇଏଏଫ

ନୂଆଦିଲ୍ଲୀ: ଦେଶରେ ୨୮ଟି ଏର୍ମଜେନ୍ସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ସ ହାଇୱେକୁ ଆଜି ବିଧିବଦ୍ଧ ଭାବେ ଭାରତୀୟ ଏୟାର ଫୋର୍ସ ଚିହ୍ନଟ କରିଛି । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଆସାମରେ ସର୍ବାଧିକ ୫ଟି ଲ୍ୟାଣ୍ଡିଂ ଷ୍ଟ୍ରିପ ରହିଛି । ସେହିପରି…

କଙ୍ଗନାଙ୍କ ସହ ଫିଲ୍ମ ଖବରକୁ ଖଣ୍ଡନ କଲେ ବିବେକ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଅଦ୍ଭୁତପୂର୍ବ ସଫଳତା ପରେ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଏହା ପରେ ସେ କଙ୍ଗନା ରାନାୱତଙ୍କୁ ନେଇ ସେ ଏକ ଫିଲ୍ମ ପାଇଁ ଯୋଜନା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ବିବେକ ଖଣ୍ଡନ…

ବିଜେପିର ଗୁଣ୍ଡା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ଅଭିଯୋଗ ଆଣିଲା ଆପ୍

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘର ଉପରକୁ ଆକ୍ରମଣ । ଏନେଇ ଡେପୁଟି ସିଏମ୍ ମନୀଷ ସିସୋଦିଆ ଟ୍ୱିଟ କରି କହିଛନ୍ତି ବିଜେପିର ଗୁଣ୍ଡା ମାନେ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି । କିଛି ଅସାମାଜିକ ବ୍ୟକ୍ତି କେଜ୍ରିୱାଲ ବାସ ଭବନରେ ଭଙ୍ଗା ରୁଜା କରିଛନ୍ତିା…

ଜୋତା ପିନ୍ଧି ହନୁମାନ ଚାଳିଶାରେ ନାଚିଲେ ସୁଖୱିନ୍ଦର

ମୁମ୍ବାଇ: ବଲିଉଡରେ ପ୍ରତିଷ୍ଠିତ ଗାୟକ ସୁଖୱିନ୍ଦର ସିଂଙ୍କୁ ନେଇ ଆଜି ଏକ ବଡ ବିବାଦ ସୃଷ୍ଟି ହୋଇଛି । ଭେଲପୁର ସ୍ଥିତ ଚେତାସିଂ ଦୁର୍ଗରେ ସେ ତାଙ୍କର ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ହନୁମାନ ଚାଳିଶା ବାଜୁଥିବା ବେଳେ ସୁଖୱିନ୍ଦର ଓ ତାଙ୍କ ସାଥୀମାନେ ଏହାର ତାଳେ ତାଳେ ନାଚିଥିଲେ ।…

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପିତ

ଭୁବନେଶ୍ୱର : ବିଧାନସଭାରେ ଆଜି କାମଚଳା ବଜେଟ ଉପସ୍ଥାପନ କରାଯାଇଛି ।୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାମାରୀ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଏହି ଆର୍ଥିକ ବର୍ଷରେ…

ଏପ୍ରିଲ ୨ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ଏହି ସମୟରେ ସ୍କୁଲର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଖରା ବଢୁଥିବାରୁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ୩୦ରୁ ୧୦ ଟା…