Latest Odisha News

BREAKING NEWS

Browsing Category

ଫିଚର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ସଂସଦ ଭବନରେ ସାକ୍ଷାତ କଲେ ସାଂସଦ ଅପରାଜିତା , ଟ୍ୱିଟ କରି ଚର୍ଚ୍ଚାରେ…

ଭୁବନେଶ୍ୱର : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ସମୟରେ ସଂସଦ ଭବନ ସେଣ୍ଟ୍ରାଲ ହଲରେ ମୁଖ୍ୟମନ୍ତ୍ରୀଙ୍କୁ ପହଁଞ୍ଚିଥିବା ବେଳେ ତାଙ୍କୁ ବେଜେଡି ସାଂସଦଙ୍କ ସହ…

ଶ୍ରୀମନ୍ଦିର କରିଡର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ

ପୁରୀ : ପୁରୀ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ । ଏନେଇ ଡିଜିଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଜଗନ୍ନାଥ ସେନା । ପାଖା ପାଖି ମାସେ ହୋଇଗଲାଣି ଜୋରଦାର ଖୋଳାଖୋଳି କାମ ଚାଲିଛି । ଏହା ଆଇନ ଉଲ୍ଲଙ୍ଘନ ହେଉଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।…

[ଭିଡିଓ] ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଉତ୍ତରକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର : ବିଧାନସଭା ଅଧିବେସନରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ କଲା କଂଗ୍ରେସ ।ଗୃହରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର  ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।ଏହି ଦାବିକୁ ବାଚସ୍ପତି ଆଗ୍ରହ୍ୟ କରିଦେଇଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ…

ମା’ ବିରଜାଙ୍କୁ ଦର୍ଶନ କଲେ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ

ଯାଜପୁର : ବିରଜାଙ୍କୁ ଦର୍ଶନ କଲେ ଭୁବନେଶ୍ୱର ମେୟର। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ । ସୁଲୋଚନା ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମା’ ଙ୍କୁ ଦର୍ଶନ କରିବା ସହ ମାଙ୍କ ଆର୍ଶୀବାଦ ଭିକ୍ଷା ଲାଭ କରିଥିଲେ ।…

ପଲିଗ୍ରାଫ ଟେଷ୍ଟରେ ମିଛ କହିଲେ ନକଲି ଡାକ୍ତର ରମେଶ ସ୍ୱାଇଁ

 ଭୁବନେଶ୍ୱର :ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା । ଆସିଲା ପଲିଗ୍ରାଫ  ଟେଷ୍ଟ ରିପୋର୍ଟ । ପ୍ରାୟ ୧୮ ଜଣ ପତ୍ନୀଙ୍କୁ ବିବାହ କରି ହାଇଡ୍ରାମା କରିଥିବା ଡକ୍ଟରଙ୍କ ମିଛି କହିବା ବଢିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟରେ ମଧ୍ୟ ମିଛ କହିବାକୁ ପଛାଇ ନଥିଲେ ଡାକ୍ତର । ପଲିଗ୍ରାଫ ଟେଷ୍ଟରେ…

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ,ଅଧାରୁ ଅଧିକ ଶୀତଳଭଣ୍ଡାର ଅଚଳ ହୋଇପଡିଛି : କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : କରୋନା ସମୟରେ ବଢିଛି କୃଷି ଉତ୍ପାଦନ । ଛତୁ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ରାଜ୍ୟ ହୋଇଛି । ବାଇଗଣ ଉତ୍ପାଦନରେ ଦୁଇ ନମ୍ବର ରାଜ୍ୟ ହୋଇଛି ।ସେହିପରି ଚାଉଳ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ରହିଛି ଓଡିଶା । ଦେଶରେ ୭ଶହ ମେଟ୍ରିକ୍ ଟନ୍ ଚାଉଳ ବାହାରକୁ ପଠାଯାଉଛି ।ଆଗକୁ…

ଇମ୍ରାନଙ୍କ ବିଦାୟ ନିଶ୍ଚିତ, ସରକାର ଏବେ ସଂଖ୍ୟା ଲଘୁ

ଇସଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବୁଧବାର ମୁତାହିଦା କୌମି ମୁଭମେଂଟ ପାର୍ଟି ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମେଂଟରୁ ଓହରି ଯାଇଛି । ଫଳରେ ଏବେ ଇମ୍ରାନଙ୍କ ସରକାର ସଂଖ୍ୟା ଲଘୁ ହୋଇଯାଇଛି । ପାକିସ୍ତାନ ନ୍ୟାଶନାଲ…

ଚିତ୍ରୋତ୍ପଳା ନଦୀରେ ବାରୁଣୀ ସ୍ନାନ ପାଳିତ, ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିବାର ବର୍ଗ

କେନ୍ଦ୍ରାପଡା : ବାରୁଣୀ ସ୍ନାନ ପାଳିତ । ପିତୃପୁରୁଷଙ୍କ ପାଇଁ ପରିବାର ବର୍ଗ ଶ୍ରାଦ୍ଧ ଓ ବୁଡ ପକାଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଚିତ୍ରୋତ୍ପଳା ନଦୀରେ ବାରୁଣୀ ସ୍ନାନ ପାଳିତ ହେଉଛି । କଳାବୁଦା ଘାଟରେ ଚାଲିଛି ବାରୁଣୀ ସ୍ନାନ । ବର୍ଷ ବର୍ଷ ଧରି ଏହି ନଦୀର ପ୍ରତିବର୍ଷ…

କୋହଲି ମୋଷ୍ଟ ଭାଲ୍ୟୁଡ ସେଲିବ୍ରେଟି

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ୨୦୨୧ର ଟପ ଭାଲ୍ୟୁଡ ସେଲିବ୍ରେଟି ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨୨ ପ୍ରତିଶତ ଖସିଥିଲେ ମଧ୍ୟ ଏହାର ଫାଇଦା ଅନ୍ୟମାନଙ୍କୁ ମିଳି ନାହିଁ । କୋହଲିଙ୍କ ଭାଲ୍ୟୁ ୧୮.୫୭ କୋଟି ଡଲାର (୧୪୦୦ କୋଟି) ରହିଛି । ତାଙ୍କ ପଛକୁ ବଲିଉଡ…

ସେବାୟତଙ୍କ ମଧ୍ୟରେ ବିବାଦ , ଶିରୁଳୀ ମହାବୀର ମନ୍ଦିରରେ ନୀତିକାନ୍ତି ବନ୍ଦ ଝୁଲୁଛି ତାଲା

ପୁରୀ : ତାଲା ପଡିଛି ଶିରୁଳୀ ମହାବୀର ମନ୍ଦିର । ସେବା ଓ ଦକ୍ଷୀଣାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ଫଳରେ ବନ୍ଦ ରହିଛି ଶିରୁଳୀ ମହାବୀର ମନ୍ଦିର । ଦୀର୍ଘ ଦୀନର ବିବାଦ ଉଗ୍ର ରୂପ ଧାରଣ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ଫଳରେ ନୀତିକାନ୍ତି ବନ୍ଦ…