Latest Odisha News

BREAKING NEWS

Browsing Category

ଫିଚର

ପୌର ନିର୍ବାଚନ ଫଳାଫଳ : ସୋନପୁରରେ ବିଜେଡିର ବାଜିମାତ୍

ସୋନପୁର : ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ବିଜେଡି ସବୁ ସ୍ଥାନରେ ଆଗରେ ରହିଛି । ସୋନପୁରରେ ବିଭିନ୍ନ ୱାର୍ଡରେ ବିଜେଡି ବାଜିମାତ୍ କରିଛି ।ସୋନପୁରର ୧୨ ନମ୍ବର ୱାର୍ଡରେ ବିଜେଡି ୧୧ଟି ଆସନ ହାତେଇଛି ।ସେହିପରି ବିଜେପି ଏପର୍ଯ୍ୟନ୍ତ…

ସିଏମସି ମେୟର ନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆଗରେ କଂଗ୍ରେସର ପ୍ରାର୍ଥିନୀ ଗିରିବାଳା ବେହେରା

କଟକ: କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି-କଂଗ୍ରେସ ଭିତେ କଡ଼ା ମୁକାବିଲା । ପ୍ରଥମ ରାଉଣ୍ଡରେ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ । ଦ୍ଵିତୀୟ ରାଉଣ୍ଡରେ ତାଙ୍କୁ ଟପିଛନ୍ତି କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ସାହୁ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଗଣତିରେ ଆଗରେ ଅଛନ୍ତି…

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

ସିଏମି ମେୟର ନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ଆଗରେ ବଜେଡି ପ୍ରାର୍ଥୀ ସୁବାସ ସିଂ

କଟକ: କିଏ ହାତେଇବ କଟକ ମହାନଗର ନିଗମ ମେୟର ପଦ ? ଭୋଟ୍ ଗଣତି ସହ ପ୍ରାର୍ଥୀଙ୍କର ହୃତସ୍ପନ୍ଦନ ବଢୁଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ଭିତରେ ଟକ୍କର ହେଉଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୧୬୦ ଖଣ୍ଡ ଭୋଟ୍…

ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ । ଚତୁର୍ଥ ଶନିବାର ଓ ରବିବାର ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଶ୍ରମିକ ସଂଗଠନ ଦେଇଥିବା ଧର୍ମଘଟ ଡାକରାରେ ସାମିଲ ହେବେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ସର୍ବଭାରତୀୟ…

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ…

ପୌର ନିର୍ବାଚନ: ୧୦୫ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଆଜି ଆସିବ ରେଜଲ୍ଟ

ଭୁବନେଶ୍ୱର: ଖୋଲିଲା ଇଭିଏମ୍ ପେଡି । ପୌର ନିର୍ବାଚନ ନେଇ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୩ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ୧୦୫ଟି ପୌରାଞ୍ଚଳ ପାଇଁ ଭୋଟ୍ ଗଣତି ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମନାକୁ ଆସିଛି । ଅଧିକାଂଶ ଆଗରେ ରହିଛନ୍ତି…

ତେଲ ଡିପୋରେ ଲାଗିଗଲା ନିଆଁ

ଦୁବାଇ: ଶୁକ୍ରବାର ସାଉଦି ଆରବର ଏକ ତେଲ ଡିପୋରେ ନିଆଁ ଲାଗିଯିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ୟେମେନର ହୁତି ବିଦ୍ରୋହୀମାନେ ଏପରି ଅଗ୍ନିକାଣ୍ଡ ଘଟାଇଛନ୍ତି ବୋଲି ଦାବି କରିଛନ୍ତି। ଏହି ଅଗ୍ନିକାଣ୍ଡ ଫର୍ମୁଲା ୱାନ ରେସିଂ ଟ୍ରାକ ନିକଟରେ ଘଟିଥିଲା । ଦୁର୍ଘଟଣାସ୍ଥଳରୁ ଏଫଓ୍ୱାନ…

‘ଅଜାଣତରେ ଦେହବ୍ୟବସାୟ ଚାଲୁଥିଲେ ଘର ମାଲିକ ଦଣ୍ଡିତ ହୋଇପାରିବେ ନାହିଁ’

ବେଙ୍ଗାଲୁରୁ: ଭଡା ଘରେ ଦେହବ୍ୟବସାୟ ଚାଲିବା କିଛି ନୂଆ କଥା ନୁହେଁ । ଏବଂ ଏଭଳି କାମ ଚାଲିଥିଲେ ଯିଏ ଏହି ରାକେଟ ଚଳାଉଥାନ୍ତି ସିଏ ତ ଆଇନର ଜାଲରେ ଛନ୍ଦି ହୁଅନ୍ତି କିନ୍ତୁ ସବୁଠି ଅପ୍ରିତିକର ପରିସ୍ଥିତିର ସାମ୍ନା କରନ୍ତି ସଂପୃକ୍ତର ଘରର ମାଲିକ । ଏଭଳି ଏକ ମାମଲାର ରାୟ ଶୁଣାଇ ହାଇକୋର୍ଟ…

ମେମୋରୀ ଚିପରେ ଥିଲା ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ଗାଧୁଆ ଦୃଶ୍ୟ!

ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ମାନସଙ୍କ ସହଯୋଗୀ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ଚିପରେ ଥିଲା ନିରଞ୍ଜନଙ୍କ ସହ ଯୁବତୀଙ୍କ ଗାଧୁଆ ଦୃଶ୍ୟ । ମାନସଙ୍କ ସହଯୋଗୀଙ୍କ ବୟାନ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ନିରଞ୍ଜନ…