Latest Odisha News

BREAKING NEWS

Browsing Category

ଫିଚର

ମେମୋରୀ ଚିପରେ ଥିଲା ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ଗାଧୁଆ ଦୃଶ୍ୟ!

ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ମାନସଙ୍କ ସହଯୋଗୀ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ଚିପରେ ଥିଲା ନିରଞ୍ଜନଙ୍କ ସହ ଯୁବତୀଙ୍କ ଗାଧୁଆ ଦୃଶ୍ୟ । ମାନସଙ୍କ ସହଯୋଗୀଙ୍କ ବୟାନ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ନିରଞ୍ଜନ…

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା…

[ଦେଖନ୍ତୁ ଭିଡିଓ] ମାନିଲେ ସତ, ନମାନିଲେ ମିଛ: ଦୁଇଦୁଇଥର ମୃତ୍ୟୁମୁଖରୁ ବର୍ତ୍ତିଲା ନାବାଳକ

ଭୁବନେଶ୍ୱର: ମାତ୍ର କେଇ ସେକେଣ୍ଡର ଘଟଣା । ଜଣେ ନାବାଳକ ଦୁଇଦୁଇଥର ମୃତ୍ୟୁକୁ ମାତ୍ ଦେଇଥିଲା । ଜଣେ ୮ ବର୍ଷୀୟ ନାବାଳକ ସାଇକଲ ଚଳାଉଥିବା ସମୟରେ ପ୍ରଥମେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ଖାଇଥିଲା । ପରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏକ ବସ ଚକା ତଳେ ଚାପି ହେବା ପୂର୍ବରୁ ଅଲ୍ପକେ…

ବ୍ୟାକଫୁଟରେ ପୁଟିନ ଫୋର୍ସ ! କିଭ୍ ଛାଡି ଡୋନବାସ ଦଖଲ ଉପରେ ଦେଲା ଗୁରୁତ୍ୱ

କିଭ୍: ମାସେ ପରେ ରଣନୀତି ବଦଳାଇଲା ଋଷ ସେନା । ୟୁକ୍ରେନର ରାଜଧାନୀ କିଭ୍ ପରିବର୍ତ୍ତ ଏବେ ଡୋନବାସ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତି ନେଇଛି ଋଷ ସେନା। ୟୁକ୍ରେନ ଉପରେ ଫେବୃଆରୀ ୨୪ରେ ରୁଷ ଆକ୍ରମଣ କରିବା ପୂର୍ବରୁ ଡୋନବାସକୁ ୟୁକ୍ରେନରୁ ମୁକ୍ତ କରିଥିଲା । ଏହାପରେ ୟୁକ୍ରେନର ସେନା…

୨୦୨୩ରୁ ମହିଳା ଆଇପିଏଲ

ନୂଆଦିଲ୍ଲୀ: ପୁରୁଷ ଆଇପିଏଲର ସଫଳତା ପରେ ଏବେ ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି । ୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ଫ୍ରାଂଚାଇଜମାନେ…

[ଭିଡିଓ] ଷ୍ଟ୍ରଙ୍ଗରୁମ୍ ଆଗରେ ଉତ୍ତେଜନା, ପୋଲିସର ମୃଦୁ ଲାଠି ଚାଳନା

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି । ଇଭିଏମ୍ ଟ୍ୟାମ୍ପରିଂ ପାଇଁ କେହି ଯୁବକ ବେକରେ ଏକ ପରିଚୟ ପତ୍ର ଝୁଲାଇ ଷ୍ଟ୍ରଙ୍ଗ ରୁମ ଭିତରକୁ ପଶିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ…

୨୪ ବର୍ଷ ପରେ ପାକିସ୍ତାନ ମାଟିରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଲାହୋର: ୨୪ ବର୍ଷ ପରେ ପାକିସ୍ତାନ ମାଟିରେ ପାକିସ୍ତାନକୁ ହରାଇ ନୂତନ କୀର୍ତିମାନ ସ୍ଥାପନ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୧୧୫ ରନରେ ବିଜୟ ହାସଲ କରିବା ସହ ସିରିଜ ଜିତି ନେଇଥିଲା । ୧୯୯୮-୯୯ରେ ପାକିସ୍ତାନରେ…

‘ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହୋଇଛନ୍ତି ବୋଲି ଗୃହ ଜାଣିନି’

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ମୋହ ଛାଡିନି ଶାସକ ଦଳ ବିଜେଡିର ! ଯଦିଓ ତିନି ମାସ ପୂର୍ବରୁ ବିଜେପି ନେତାଙ୍କୁ ମାଡ ମାରିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ନିଲମ୍ବିତ ହୋଇଛନ୍ତି  କିନ୍ତୁ ଏ ବାବଦରେ ଗୃହକୁ ଅବଗତ କରାଯାଇନି । ବିଧାନସଭାରେ ବାଚସ୍ପତି…

ଦୂତୀଙ୍କ ଡିଲିଟ୍ ପୋଷ୍ଟକୁ ଶେଆର କରି ବର୍ଷିଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର: ରାଜ୍ୟ ସରକାର ହକିକୁ ଅଧିକ ଗୁରୁତ୍ୱ ଦେବାକୁ ସହିପାରିନାହାନ୍ତି ଧାବିକା ଦୂତି ଚାନ୍ଦ । ସେ ଏକ ଫେସବୁକ ପୋଷ୍ଟ ଜରିଆରେ ଏ ନେଇ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ସରକାର ଖେଳ ନାଁରେ ରାଜନୀତି କରୁଛନ୍ତି । କେବଳ ଗୋଟିଏ ଖେଳକୁ ଗୁରୁତ୍ୱ…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ , ବ୍ୟାଙ୍କରେ ଟଙ୍କା ଜମା ବେଳେ ଧରାପଡିଲେ

ମାଲକାନଗିରି : ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମାଲକାନଗିରି ଡି ସି ବି ବ୍ୟାଙ୍କରେ ୧୦ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ବିଭାଗ…