Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡିଓ] ବଜାର ମଝିରେ ବୁଲେଟରେ ନିଆଁ ଲାଗି ଶକ୍ତିଶାଳୀ ବିସ୍ଫୋରଣ

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ସୋସିଆଲ୍ ମିଡିଆରେ ଇଲେକ୍ଟ୍ରିକ୍ ଗାଡିରେ ନିଆଁ ଲାଗିବା ଘଟଣା ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ନିକଟରେ ଗୋଟିଏ ରୟାଲ ଏନ୍‌ଫିଲ୍ଡ ଗାଡିରେ (ବୁଲେଟ୍‌) ନିଆଁ ଲାଗି ବିସ୍ଫୋରଣ ଘଟିବା ଅନେକଙ୍କୁ ତାଜୁବ୍ କରିଛି । ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବୁଲେଟ୍…

[ଭିଡିଓ] ଦେଶୀ ଲୁକରେ ସ୍ୱାମୀଙ୍କ ସହ ବାସ୍କେଟ ବଲ ଖେଳୁଥିବା ନଜର ଆସିଲେ ସନ୍ନି ଲିଓନ , ଭିଡିଓ ଭାଇରାଲ୍

ଦିଲ୍ଲୀ : ସ୍ୱାମୀଙ୍କ ସହ ବାସ୍କେଟ ବଲ୍ ଖେଳୁଛନ୍ତି ବଲିଉଡ୍ ବିୟୁଟି ସନ୍ନି ଲିଓନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଗଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି ପତି ଡେନିୟଲ ବେବରଙ୍କ ସହ ସନ୍ନି ଲିଓନ ବାସ୍କଟ ବଲ୍ ଖେଳୁଛନ୍ତି ଏବଂ ବଲକୁ ନିଜ ଆଡକୁ ଆଣିବା ପାଇଁ କୌଶଳ କରୁଛନ୍ତି…

ରାହୁଲ ଗାନ୍ଧି ଲଞ୍ଚ୍ କଲେ ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’

ଭୁବନେଶ୍ୱର: ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯୋଜନା ବିଷୟରେ ସୋମବାର ଅବଗତ କରିଛନ୍ତି । ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଗ୍ରାଫିକ ଚିତ୍ର ସହ ଏହି ଯୋଜନା ବିଷୟରେ ବତାଇଛନ୍ତି । ସୋମବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା…

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ "RRR"ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ…

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘର ଚୁଲି ଭଙ୍ଗା ଘଟଣାକୁନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିବା ବେଳେ । ବିଭିନ୍ନ ନେତା ଓ ମନ୍ତ୍ରୀ ମାନେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଜଗନ୍ନାଥ ମନ୍ଦିର ଚୁଲି ଭଙ୍ଗା ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

[ଦେଖନ୍ତୁ ଭିଡିଓ] ୠଷିଆ-ୟୁକ୍ରେନ୍ ଯୁଦ୍ଧ: ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ବଡ ଧ୍ୱସ୍ତବିଧ୍ୱସ୍ତ ବିମାନର ଭିଡିଓ

ଭୁବନେଶ୍ୱର: ୟୁକ୍ରେନ୍ ପ୍ରସ୍ତୁତ କରିଥିଲା ବିଶ୍ୱର ସବୁଠୁ ବଡ ପଣ୍ୟବାହୀ ବିମାନ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା । ହେଲେ ଋଷିଆର ଆକ୍ରମଣରେ ଏହି ବିରାଟକାୟ ତଥା ଅନନ୍ୟ ବିମାନ ଧ୍ୱଂସ ପାଇଥିଲା । ଏ ନେଇ ସାରା ବିଶ୍ୱରେ ଖବର ପ୍ରଚାରିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି…

ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ, ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ : ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁରୀ ବାସେଳିସାହି ପୋଲିସ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ କିଛି ଟଙ୍କା ସହ , ମୋବାଇଲ ଓ ଗାଡି ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୧ଲକ୍ଷ ଟଙ୍କା ଦେବା ବୋଲି ଅନୁମାନ…

ପଳାଶୁଣିରେ ସିରିଜ ଦୁର୍ଘଟଣା, କାରକୁ ପଛପଟୁ ଧକ୍କା ଦେଲା ହାଇୱା ,ଡ୍ରାଇଭର ମୃତ

ଭୁବନେଶ୍ୱର  : ଭୁବନେଶ୍ୱର ପଳାଶୁଣିରେ ସିରିଜ୍ ଦୁର୍ଘଟଣ। । କାରକୁ ପଛପଟୁ ଧକ୍କାଦେଲା ହାଇୱା । ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା । କାରଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ହାଇୱା ଟ୍ରକଟି କେବଳ କାରକୁ ଧକ୍କା ଦେଇନଥିଲା ବରଂ ଆହୁରୀ ୩ ଟି ଗାଡିକୁ…

ଓଡ଼ିଶାର ସିବିଆଇ ଅଧିକାରୀ ଗିରିଶ ପ୍ରଧାନଙ୍କୁ ସମ୍ମାନୀତ କଲା କେନ୍ଦ୍ର

ଭୁବନେଶ୍ୱର : ସମ୍ମାନୀତ ହେଲେ ଓଡ଼ିଶାର ସିବିଆଇ ଅଧିକାରୀ । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ ନିୟୋଜିତ ଗିରିଶ କୁମାର ପ୍ରଧାନ ସମ୍ମାନୀତ ହୋଇଛନ୍ତି । ବରଗଡର ଏହି ସିବିଆଇ ଅଧିକାରୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ…