Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ଭାରସାମ୍ୟ ହରାଇ ଓଲଟିଲା ବସ୍ , ୩୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଢେଙ୍କାନାଳ ଜିଲ୍ଲାର ବଣସିଂହ ନିକଟସ୍ଥ ମା’ ପାଟରାଣୀଙ୍କ ମନ୍ଦିର ପାଖରେ ସମଲେଇ ନାମକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ…

ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ 'ଛ' ମାସର ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର ।  ଶିଶୁର ଶରୀରରେ ଥିବା ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାସ ଚନ୍ଦ୍ର ବେହେରାଙ୍କ  ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲମୁନାରୀ ଓ ଲାଇଭ୍…

ଆଜି ବିଶ୍ୱ ଜଳ ଦିବସ : ଜଳ ହିଁ ଜୀବନ

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ଜଳ ବିନା ପୃଥିବୀପୃଷ୍ଠରେ ପ୍ରାଣୀ,ବୃକ୍ଷଲତା ମନୁଷ୍ୟ ତିଷ୍ଠିବା ଅସମ୍ଭବ । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ ।ଜଳ ବିନା ଦୁବ ବି କଅଁଳିବା ଅସମ୍ଭବ । ଜଳ ଅଛି ତ ଏ ଜୀବନ ବି ଅଛି ।ଆମ ଦୈନନ୍ଦିନ…

ଦିବଂଗତ ବିଧାୟକଙ୍କ ପୁଅ ନା ମନ୍ତ୍ରୀଙ୍କ ଝିଅ, କିଏ ହେବେ ବ୍ରଜରାଜନଗର ବିଧାନସଭାର ପ୍ରାର୍ଥୀ ?

ଝାରସୁଗୁଡା: କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଛି । ତେଣୁ ବ୍ରଜରାଜନଗର ବିଧାନସଭା ଆସନରୁ କିଏ ହେବେ ପ୍ରାର୍ଥୀ ସେ ନେଇ ରାଜନୈତିକ ଦଳଙ୍କ…

ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀଙ୍କର ୧୧ଟି ପ୍ଲଟ୍ ଠାବ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କର ୧୧ଟି ପ୍ଲଟ୍ ଠାବ । ଭୁବନେଶ୍ୱର, ଭଦ୍ରକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର ଅଞ୍ଚଳରେ ରହିଛି ଏସବୁ ପ୍ଲଟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ମୌଜାରେ ଏକ…

[ଦେଖନ୍ତୁ ଭିଡିଓ] ଯୁଦ୍ଧ ବିରୋଧରେ ଧାରଣା ବେଳେ ରୁଷ୍ ସେନାର ଆଖିବୁଜା ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ୍ ସେନା । ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଆବାସିକ ସ୍ଥଳୀ ଉପରେ ହମଲା କରୁଛି । ଯୁଦ୍ଧ ବିରୋଧରେ ଧାରଣ ବେଳେ ଲୋକଙ୍କ ଉପରେ ବି ଗୁଳିମାଡ଼ କରୁଛି । ଖେରସୋନରୁ ଏଭଳି ଚିତ୍ର ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…

NATO ବିରୋଧରେ ବଡ଼ ବୟାନ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ଲଢ଼େଇ । ରୁଷ୍ ଜୋରଦାର ହମଲା କରୁଛି । ଶକ୍ତିଶାଳୀ ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ…

ମେମୋରୀ ଚିପ୍ ଖୋଲିବ ମାନସ ସ୍ୱାଇଁ ହତ୍ୟା ଗୁମର, ରିମାଣ୍ଡରେ ଯିବେ ନିରଞ୍ଜନ ସେଠୀ

ଭଦ୍ରକ: କ୍ୟାମେରାମ୍ୟାନ୍ ମାସନ ସ୍ୱାଇଁ ହତ୍ୟାର ଗୁମର ଧିରେ ଧିରେ ଫିଟାବାରେ ଲାଗିଛି । ମେମୋରୀ ଚିପ୍ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । କେଉଁଠି ଅଛି ସେହି ମେମୋରୀ ଚିପ୍ ? ଏଯାଏ ପୋଲିସର ହସ୍ତଗତ ହୋଇନି । ପ୍ରଶ୍ନ ଉଠୁଛି ମେମୋରୀ ଚିପରେ ଏମତି କଣ ଥିଲା ? କି ରହସ୍ୟ ସେଥିରେ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଖାରଜ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମାନସ ନିଖୋଜ ନେଇ ପରିବାର ଲୋକ ଫେବ୍ରୁଆରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଏତଲା…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଆନନ୍ଦପୁରରେ ଥିବା ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନରେ ପଞ୍ଝା ମାରିଛି ଭିଜିଲାନ୍ସ…