Latest Odisha News

BREAKING NEWS

Browsing Category

ଫିଚର

ୟୁକ୍ରେନର ନୋ-ଫ୍ଲାଏ ଜୋନ୍ ଦାବିକୁ ନାଟୋ ଅଗ୍ରାହ୍ୟ କରିବା ପରେ ଏମିତି କଥା କହିଲେ ଜେଲେନସ୍କି

କିଭ୍(ୟୁକ୍ରେନ): ରୁଷ ସହ ଭୟଙ୍କର ଯୁଦ୍ଧ ଲଢୁଛି ୟୁକ୍ରେନ୍ । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ନା-ଫ୍ଲାଏ ଜୋନ୍ ପାଇଁ ନାଟୋ ନିକଟରେ ଦାବି ରଖିଥିଲା ୟୁକ୍ରେନ୍ । ଯାହାକୁ ନାଟୋ ଅଗ୍ରାହ୍ୟ କରି ଦେଇଛି । ଏହାପରେ…

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରୁଷର ରକେଟ ମାଡ଼

କିଭ୍(ୟୁକ୍ରେନ୍): ୧୦ ଦିନ ହେଲାଣି ରୁଷ୍-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ରାଜଧାନୀ କିଭ୍ ଦଖଲ ପାଇଁ ଜୋରଦାର ଆକ୍ରମଣ କରୁଛି ରୁଷ୍ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଭବନ ଉପରେ ରକେଡ୍ ମାଡ଼ ହୋଇଛି । ତେବେ ରୁଷ୍ ଟାର୍ଗେଟକୁ ହାତଛଡ଼ା କରିଥିବା ଜେଲେନସ୍କି କହିଛନ୍ତି । ରୁଷର…

୧୦ ଦିନ ଯୁଦ୍ଧରେ ୟୁକ୍ରେନ ଛାରଖାର, ଦେଶ ଛାଡ଼ିଲେଣି ୧୨ ଲକ୍ଷ ଲୋକ

କିଭ୍(ୟୁକ୍ରେନ): ୟୁକ୍ରେନ ଉପରେ ୧୦ ଦିନ ହେବ ହମଲା ଜାରି ରଖିଛି ରୁଷ୍ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି । ୧୦ଟି ସହରକୁ ଛାରଖାର କରି ଦେଲାଣି । ତୁହାକୁ ତୁହା ମିସାଇଲ୍ ମାଡ଼ ଓ ଏୟାରଷ୍ଟ୍ରାଇକ୍ ହେଉଛି । ଆକାଶରୁ ଖସୁଛି ରକେଟ୍ । ତାସାଙ୍ଗକୁ ଟ୍ୟାଙ୍କ ମାଡ଼ । ଖାରକିଭ୍…

ଆର ପାରିରେ ସ୍ପିନ ଯାଦୁଗର ୱାର୍ଣ୍ଣେ

ମେଲବୋର୍ଣ୍ଣ: କ୍ରିକେଟ ଇତିହାସର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ଆଉ ନାହାନ୍ତି । ଏହି ଅଷ୍ଟ୍ରେଲୀୟ ବୋଲରଙ୍କ ମାତ୍ର ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ଥାଇଲାଣ୍ଡରେ ତାଙ୍କ ନିଜସ୍ୱ ଭିଲାରେ ସଞ୍ଜାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ…

ପୋଲାଣ୍ଡ ପଳାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି !

ମସ୍କୋ: ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ପୋଲାଣ୍ଡ ପଳାଇଥିବା ନେଇ ରୁଷ ମିଡିଆରେ ଖବର ପ୍ରକାଶ ପାଇଛି । ଜପୋରଝିଆ ନ୍ୟୁକ୍ଲିୟର ପ୍ଲାଂଟ ଉପରେ ରୁଷିଆ କବଜା କରିବା ପରେ ଏହି ଖବର ସମ୍ମୁଖକୁ ଆସିଛି । ଅବଶ୍ୟ ଏହାର ସତ୍ୟତା ପୃଷ୍ଟି ହୋଇ ନାହିଁ । ଜେଲେଂସ୍କି ଚାହିଁଲେ ଆମେ ତାକୁ…

ଭାରତ-ଶ୍ରୀଲଙ୍କା ପ୍ରଥମ କ୍ରିକେଟ ଟେଷ୍ଟ: କୋହଲି ପୁନର୍ବାର ନିରାଶ କଲେ, ଶତକ ହାସଲରୁ ପନ୍ତ ବଂଚିତ

ମୋହାଲୀ: ଏଠାରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଶତକ ହାସଲ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଏହି ପୂର୍ବତନ ଅଧିନାୟକ ୪୫ ରନ କରି ପୁନର୍ବାର…

କୋହଲିଙ୍କ ଆଉଟ ନେଇ ସଠିକ ଭବିଷ୍ୟବାଣୀ, ସେହ୍ୱାଗ ବି ହୋଇଗଲେ ଚକିତ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୧୦୦ତମ ଟେଷ୍ଟର ପ୍ରଥମ ଇନିଂସରେ ବହୁ ପ୍ରତୀକ୍ଷୀତ ଶତକ ହାସଲ କରିବାରୁ ବଂଚିତ ହୋଇଛନ୍ତି । ସେ ୪୫ ରନ କରି ଲାସିଥ ଏମବୁଲଦେନିୟାଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ । ତେବେ କୋହଲି ତାଙ୍କ ୧୦୦ତମ ଟେଷ୍ଟରେ ଶତକ…

ପେଶାୱାର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: ୩୦ ମୃତ, ୫୦ରୁ ଅଧିକ ଆହତ

ପେଶାୱାର: ପାକିସ୍ତାନର ପେଶାୱର ଅଂଚଳରେ ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୩୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ରବାନୀ ବଜାର ନିକଟରେ ଥିବା ମସଜିଦରେ ନମାଜ ପଢ଼ୁଥିବା…

ବାପା ହେଲେ ଗାୟକ ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି ବୋଲି ସେ କହିଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ…

ୟୁକ୍ରେନରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ, ପ୍ରସ୍ତୁତ ହେଲା ଯୋଜନା

ଭୁବନେଶ୍ବର : ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଏଭଳି ସ୍ଥିତିରେ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ୪ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ବ…