Latest Odisha News

BREAKING NEWS

Browsing Category

ଫିଚର

କରନଙ୍କ ବେଧଡକରେ ନୂଆ ମୁହଁ ଲକ୍ଷ୍ୟ, ଶାନାୟା, ଗୁରଫତେହ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଫିଲ୍ମମେକର କରନ ଜୋହର ୩ଜଣ ନୂଆ ମୁହଁଙ୍କୁ ନେଇ କରିବେ ବେଧଡକ ଫିଲ୍ମ । ଏ ନେଇ ସେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ଜଣାଇବା ସହ ଏହାର ପୋଷ୍ଟର ମଧ୍ୟ ଜାରୀ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେବେ ଶଶାଙ୍କ ଖୈତାନ । ୩ ନୂଆ ମୁହଁ ହେଲେ ଶାନାୟା କାପୁର, ଲକ୍ଷ୍ୟ…

ଯୁଦ୍ଧର ଘନଘଟା ମଧ୍ୟରେ ୟୁକ୍ରେନ ସ୍ଥିତ ଆଣବିକ ପ୍ଲାଣ୍ଟକୁ ନେଇ ସସପେନସ

ୟୁକ୍ରେନ୍ : ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ତୁହାକୁ ତୁହା ବୋମାମାଡ଼ ସାଙ୍ଗକୁ ଗୁଳିମାଡ଼ରେ ଖେଳି ଯାଇଛି ଭୟର ବାତାବରଣ । ଏପରି ସ୍ଥିତିରେ ୟୁକ୍ରେନସ୍ଥିତ ଆଣବିକ ପ୍ଲାଣ୍ଟକୁ ନେଇ ଦେଖାଦେଇଛି ସସପେନସ । ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ,…

S-400 ଏୟାର ଡିଫେନ୍ସ ସିଷ୍ଟମ ସହ ଅଭ୍ୟାସ ଆରମ୍ଭ କଲା ଋଷ ସେନା

ମସ୍କୋ : ଯୁଦ୍ଧର ଅଷ୍ଟମ ଦିନରେ ଘନ ଘନ ମିସାଇଲ, ଗୁଳିଗୋଳା ମାଡ କରି ଚାଲିଛି ଋଷ । ନ୍ୟୁକ୍ଲିଅର ପରେ ଏବେ ଆଲର୍ଟରେ ଏସ-୪୦୦ ମିସାଇଲ୍‌ ସିଷ୍ଟମ୍‌ । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସହ ଅଭ୍ୟାସ ଆରମ୍ଭ କରିଛି ଋଷ୍‌ ସେନା । ରାଜଧାନୀ କିଭ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି ଋଷ…

ରଣଜୀ ଟ୍ରଫି: ଶାନ୍ତନୁ ୮୯, ଓଡିଶା ୨୫୦/୬

ଅହମ୍ମଦାବାଦ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ର ପ୍ରଥମ ଦିବସ ଖେଳରେ ମୁମ୍ବାଇ ବିପକ୍ଷରେ ଓଡିଶା ଭଲ ପ୍ରଦର୍ଶନ କରିଛି । ଶାନ୍ତନୁ ମିଶ୍ରଙ୍କ ଚମତ୍କାର ୮୯ ରନ ସହାୟତାରେ ଓଡିଶା ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ହରାଇ ୨୫୦ ରନ ସଂଗ୍ରହ କରି ନେଇଛି । ଅଭିଷେକ ରାଉତ ୩୫ ଓ…

ସ୍ପେନିଶ ପାରା ବ୍ୟାଡମିଂଟନ: ଏଲିମିନେଶନରେ ପ୍ରବେଶ କଲେ ପ୍ରମୋଦ, ଦୀପରଂଜନ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ସମସ୍ତ ମ୍ୟାଚ ଜିତି ଏଲିମିନେଶନ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ପ୍ରମୋଦ ଏସଏଲ୩…

ମୋହାଲୀରେ କୋହଲି ଖେଳିବେ କି ବିରାଟ ଇନିଂସ !

ମୋହାଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବେ । ଶ୍ରୀଲଙ୍କା ବିପକ୍ଷ ଏହି ଟେଷ୍ଟ କୋହଲିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି । କୋହଲି ଅଢ଼େଇ ବର୍ଷ ହେବ ୭୦ ଇନିଂସରେ ଶତକ ହାସଲ କରିପାରି ନାହାନ୍ତି । ମୋହାଲୀ…

ଅଫରେସନ୍ ଗଙ୍ଗା: ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ…

କିଭ୍ ରେଲୱେ ଷ୍ଟେସନରେ ରକେଟ୍ ମାଡ଼ କଲା ରୁଷ୍ ସେନା

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ତିନି ପଟରୁ ଘେରି ୟୁକ୍ରେନ୍ ଉପରେ ଘନ ଘନ ହମଲା କରୁଛି ରୁଷ୍ ସେନା । କିଭ୍ ଦଖଲ ଦିଗରେ ଆଗକୁ ବଢୁଛି । ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର ରାଜଧାନୀ କିଭରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ରୁଷ୍ ସେନା । କିଭ୍ ମୁଖ୍ୟ ରେଲୱେ…