Latest Odisha News

BREAKING NEWS

Browsing Category

ଫିଚର

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୋଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଇଞ୍ଜିଡି ଗାଁର କିଛି ବ୍ୟକ୍ତି…

ମହା ଶିବରାତ୍ରୀରେ ଉଜ୍ଜୈନରେ ପ୍ରଜ୍ଜ୍ୱଳିତ ହେବ ୨୧ ଲକ୍ଷ ଦୀପ

ଉଜ୍ଜୈନ: ମଙ୍ଗଳବାର ମହାଶିବରାତ୍ରୀରେ ଉଜ୍ଜୈନରେ ପାଳିତ ହେବ ଶିବ ଜ୍ୟୋତି ଅର୍ପଣମ ମହୋତ୍ସବ । ଏହି ଦିନ ୨୧ ଲକ୍ଷ ଦୀପ ଜଳାଯିବ । ୧୨ ଲକ୍ଷ ଦୀପ କ୍ଷିପ୍ରା ନଦୀ କୂଳରେ ମାତ୍ର ୧୦ ମିନିଟରେ ପ୍ରଜ୍ଜ୍ୱଳିତ କରାଯାଇ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ଉଦ୍ୟମ କରାଯିବ ।…

୩୬ ଦେଶ ପାଇଁ ମସ୍କୋ ବନ୍ଦ କଲା ଏୟାର ସ୍ପେସ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିବସରେ ବେଲାରୁଷରେ ହୋଇଥିବା ଶାନ୍ତି ଆଲୋଚନା ଏକପ୍ରକାର ବିଫଳ ହୋଇଛି । ୟୁକ୍ରେନ ସପକ୍ଷରେ ୟୁରୋପୀୟ ଦେଶଗୁଡିକ ସହାୟତା ଯୋଗାଉ ଥିବାରୁ ରୁଷ ରାଗିଯାଇଛି । ସୋମବାର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ବ୍ରିଟେନ, ଜର୍ମାନୀ ସମେତ ୩୬…

୧୦୦ତମ ଟେଷ୍ଟରେ ଶତକ ମରୁଡି ଦୂର କରିବେ କୋହଲି!

ମୋହାଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ଘରୋଇ ପରିବେଶରେ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ଥିବାରୁ ଶତକ ମରୁଡି ଦୂର କରିବେ ବୋଲି ପ୍ରଶଂସକମାନେ ଆଶା…

ରୁଷିଆର ଏଟମିକ କମାଣ୍ଡୋ ୟୁନିଟର ବାତିଲ ହେଲା ଛୁଟି

ମସ୍କୋ:ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିନରେ ପଂହଚିଛି । ଏହାର ସମାଧାନ ପାଇଁ ବେଲାରୁଷ ବର୍ଡର ନିକଟରେ ଉଭୟ ଦେଶ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ଏହି ଆଲୋଚନାରେ ରାସ୍ତା ବାହାରିବା ନେଇ ସେତେଟା ଆଶାୟୀ ନାହାନ୍ତି । ଇତି ମଧ୍ୟରେ…

ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ଶେଷ ହେବ କି !

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳ ସରି ଆସୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରି ଆସିଛନ୍ତି । ବିପକ୍ଷ ଦଳ ଇମ୍ରାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ସେନାଙ୍କୁ ଏଥିରେ ମୁଣ୍ଡ ନ ପୂରାଇବା…

ମେ ୨୭ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ

ମୁମ୍ବାଇ: କୁଇନ କଙ୍ଗନା ରାନାୱତଙ୍କ ବହୁ ଚର୍ଚ୍ଚିତ ଆକ୍ସନ ଫିଲ୍ମ ଧାକଡର ନୂତନ ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମେ ୨୭ରେ ଧାକଡ ଥିଏଟରରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ସୋସିଆଲ ସାଇଟ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଏଜେଂଟ ଅଗ୍ନିର ଫୋର୍ସକୁ କେହି…

କେମିତି ବାପା-ମାଆ: ୫ ବର୍ଷ ଝିଅକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲେ ବାପା ଓ ସାବତ ମାଆ । ପିଟି ପିଟି ମାରି ଦେଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଆଜି ସତ ସାମନାକୁ ଆସିଛି । ପାରିବାରକ…

ଫସିଗଲେ କି ପୁତିନ ବାହିନୀ !

ମସ୍କୋ: ସହଜରେ ୟୁକ୍ରେନକୁ ହରାଇ ବାଜି ମାରିବା ଲକ୍ଷ୍ୟରେ ଥିବା ରୁଷିଆକୁ ଧିରେ ଧିରେ ନାକରେ କାନ୍ଦିଲାଣି । ଯଦି ଏବେ ଏହି ଯୁଦ୍ଧ ୧୦ ଦିନରୁ ଅଧିକ ଚାଲେ ତାହାହେଲେ ରୁଷିଆ ଘୋର ଆର୍ଥୀକ ଅନାଟନର ସମ୍ମୁଖୀନ ହେବ । ପ୍ରତ୍ୟେକ ଦିନ ଏହି ଯୁଦ୍ଧ ବାବଦକୁ ଭ୍ଲାଡିମିର ପୁତିନଙ୍କ ବାହିନୀକୁ ୧.୧୨…

ରୁଷ ସୈନ୍ୟକୁ ୟୁକ୍ରେନର ମୁହଁତୋଡ ଜବାବ: ଯୁଦ୍ଧରେ ଗଡିଲାଣି ସାଢ଼େ ୪ହଜାର ରୁଷ୍ ସୈନିକଙ୍କ ମୁଣ୍ଡ

କିଭ୍(ୟୁକ୍ରେନ୍): ରୁଷ୍-ୟୁକ୍ରେନ୍ ଭିତରେ ଜୋରଦାର ହୋଇଛି ଲଢ଼େଇ । ଦିନ ରାତି ଚାଲିଛି ଯୁଦ୍ଧ । ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ରୁଷ୍ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି । କିଭ୍ ଆକାଶରେ ଚକର କାଟୁଛି ରୁଷର ଲଢୁଆ ଯୁଦ୍ଧ ବିମାନ । ସ୍ଥଳ ଓ ଜଳପଥରୁ ବି ହମଲା ଚାଲିଛି । ପୁଟିନ୍…