Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ସୀମାନ୍ତ ଦେଶକୁ ଯିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଦିଗରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ଏଯାଏ ୫ଟି ବିମାନରେ ହଜାରେରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି । ଆଜି ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଫେରାଇ ଆଣିବା…

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ ସଂକ୍ରମଣ । ଦୈନିକ ସଂକ୍ରମଣ ଶହେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭୧ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୩ । ୧୮ ବର୍ଷ ଭିତରେ ଆଉ ୩୪ ଜଣ ସଂକ୍ରମିତ ହୋଇଛନ୍ତି ।…

ଭାରତୀୟ ଛାତ୍ରଛାତ୍ରୀଙ୍କୁ ପିଟୁଛନ୍ତି ୟୁକ୍ରେନ ସେନା, ଉଦ୍ଧାର ପାଇଁ ଅପିଲ୍

କିଭ୍(ୟୁକ୍ରେନ): ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ସେଠାରେ ଫସିଛନ୍ତି ବହୁ ଭାରତୀୟ । ଭୟ ଭିତରେ ଦିନ କାଟୁଥିବା ବେଳେ ଯୁଦ୍ଧ ବିଭୀଷିକା ଭିତରେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ୟୁକ୍ରେନ୍ ସୁରକ୍ଷାବାହିନୀ ପକ୍ଷରୁ ଅକଥନୀୟ…

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ଫେରିଲେ ଆଉ ୨୪୯ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଶତାଧିକ ଭାରତୀୟ । ଏମାନଙ୍କ ଭିତରେ ଅଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ଅପରେସନ୍ ଗଙ୍ଗରେ ଭାରତରେ ପହଞ୍ଚିଛି ପଞ୍ଚମ ବିମାନ । ରୋମାନିଆର ବୁଖାରେଷ୍ଟରୁ ୨୪୯ ଜଣ ଭାରତୀୟ ନେଇ ଦିଲ୍ଲୀ…

ୟୁକ୍ରେନରେ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଲା ରୁଷ୍ ସେନା

କିଭ୍ (ୟୁକ୍ରେନ): ରୁଷ୍ ଓ ୟୁକ୍ରେନ ଭିତରେ ଘମାଘୋଟ ଚାଲିଛି ଯୁଦ୍ଧ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଛି । ୟୁକ୍ରେନରେ ନିର୍ମିତ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଇଛି ରୁଷ୍ ସେନା । ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା…

ପଞ୍ଚାୟତ ରେଜଲ୍ଟ: ଦ୍ୱିତୀୟ ଦିନ ଗଣତିରେ ୮୮% ଆସନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ପଞ୍ଚାୟତ ଭୋଟରେ ବିଜେଡି ଉଡ଼ାଇଛି ବିଜୟ ବାନା । ସବୁ ଜିଲ୍ଲାରେ ଶଙ୍ଖନାଦ । ବିଜେଡି କରିସ୍ମା ଆଗରେ ବିରୋଧୀଙ୍କ ପତିଆରା ଫିକା ପଡ଼ିଛି । ଦୁଇ ଦିନର ଗଣତିର ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଗତକାଲି ହୋଇଥିଲା ୩୦୫ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ହୋଇଥିଲା । ଏଥିରୁ…

ପଞ୍ଚାୟତ ଭୋଟ୍ କାଉଣ୍ଟିଂର ଶେଷ ଦିନ: କାହାକୁ ମିଳିଛି କେତେ ସିଟ୍ ଜାଣନ୍ତୁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ତଥା ଶେଷ ଦିନ । ଆଜି ୨୨୯ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ଚାଲିଛି । ଗତକାଲି ଦ୍ୱିତୀୟ ଦିନରେ ୩୦୭ ଓ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରେ କାଉଣ୍ଟିଂ କରାଯାଇଥିଲା । ଦୁଇ ଦିନର ଗଣତିରେ ସବୁଠୁ ବାଜି ମାରିଛି ବିଜେଡି ।…

ନ୍ୟୁକ୍ଲିୟର ଫୋର୍ସକୁ ହାଇ ଆଲର୍ଟରେ ରଖିଲେ ପୁତିନ

ମସ୍କୋ: ରୁଷ ଜିଦ ଛାଡିବା ମୁଡରେ ନାହିଁ । ୟୁକ୍ରେନର ପାଲଟା ଆକ୍ରମଣରେ ରୁଷର ୪୩୦୦ ସୈନିକ ଶହୀଦ ହୋଇ ସାରିଲେଣି । ଏହା ବ୍ୟତୀତ ୧୪୬ ଟ୍ୟାଙ୍କ, ୨୭ ବିମାନ ଓ ୨୬ ହେଲିକପ୍ଟର ନଷ୍ଟ ହୋଇସାରିଛି । ତାଜା ତଥ୍ୟ ଅନୁସାରେ ବେଲାରୁଷ ସୀମାରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ…

ରଣଜୀ ଟ୍ରଫି କ୍ରିକେଟ: ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଡି ମୁକାବିଲାରେ ଓଡିଶା ସୌରାଷ୍ଟ୍ର ନିକଟରୁ ଇନିଂସ ପରାଜୟବରଣ କରିଛି । ଓଡିଶା ଦ୍ୱିତୀୟ ଇନିଂସରେ ୩୩୬ ରନ କରିଥିଲେ ଏହାକୁ ଏଡାଇ ପାରିଥାନ୍ତା ମାତ୍ର ଦଳ ୨୦୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର ୬୫ ଓ…