Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ପୃଥିବୀର କେଉଁ ନଦୀ ଜଳ ସବୁଠାରୁ ଅଧିକ ପ୍ରଦୂଷିତ

ନୂଆଦିଲ୍ଲୀ: ଆମେରିକା ଏକ ଗବେଷଣା ସଂସ୍ଥା ପୃଥିବୀର ବିଭିନ୍ନ ନଦୀ ଜଳର ପ୍ରଦୂଷଣସ୍ତର ଉପରେ ଅନୁଧ୍ୟାନ କରିଛି । ଏଥିରେ ପାକିସ୍ତାନର ରାବୀ ନଦୀ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡିଛି । ଏହା ନିକଟରେ ରହୁଥିବା ଜନବସତି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନେ ଚେତାଇ…

ରୁଷ ସେନାର ମୁକାବିଲା ପାଇଁ ହାତରେ ଏକେ୪୭ ଧରିଲେ ୭୯ ବର୍ଷର ବୃଦ୍ଧା

ମସ୍କୋ: ରୁଷ ଏବଂ ୟୁକ୍ରେନ ବିବାଦ ଚରମସୀମାରେ ପଂହଚିଯାଇଛି । ୟୁକ୍ରେନକୁ ଆମେରିକା ସମେତ ନାଟୋ ଦେଶଗୁଡିକ ସମର୍ଥନ କରୁଛନ୍ତି । ଶକ୍ତିଶାଳୀ ରୁଷ ବିରୋଧରେ ଲମ୍ବା ଲଢ଼େଇ ପାଇଁ ୟୁକ୍ରେନ ନାଗରିକମାନେ ମଧ୍ୟ ସେନାକୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ୭୯ ବର୍ଷୀୟ ବୃଦ୍ଧା ଭାଲେନଟିନା…

ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ନାହାନ୍ତି ଦାବୀଦାର

ନୂଆଦିଲ୍ଲୀ:ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ଦାବୀଦାର ନ ଥିବା ଜଣାପଡିଛି । ଏଲଆଇସି ସେବି ନିକଟରେ ଜମା କରିଥିବା ଆଇପିଓ କାଗଜପତ୍ରରୁ ଏହି ତଥ୍ୟ ଜଣାପଡିଛି । ମାର୍ଚ୍ଚ ୨୦୧୯ରେ ୧୩,୮୪୩.୭୦, ୨୦୨୦ରେ ୧୬,୦୫୨.୬୫ ଓ ମାର୍ଚ୍ଚ ୨୦୨୧ରେ ୧୮,୪୯୫ କୋଟି ଟଙ୍କା ପଡି ରହଛି…

କେଜ୍ରିୱାଲଙ୍କୁ ଖଲିସ୍ତାନୀ ସମର୍ଥକ କହିଲେ କୁମାର ବିଶ୍ୱାସ

ଚଣ୍ଡୀଗଡ: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଖଲିସ୍ତାନଙ୍କ ବଡ ସମର୍ଥକ ଅଟନ୍ତି । କ୍ଷମତା ହାସଲ ପାଇଁ ସେ ସବୁ…

ଶ୍ରେୟାଶ ହେଲେ କେକେଆର ଅଧିନାୟକ

କୋଲକାତା: ଆଗାମର ଆଇପିଏଲ ପାଇଁ କୋଲକାତା ନାଇଟ ରାଇଡର୍ସ ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି । ବୁଧବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆୟାରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ ଦଳରେ ନେଇଥିଲା । ୨୦୧୯, ୨୦ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ…

ଶୀତକାଳୀନ ଅଲିମ୍ପିକ୍ସ: ଭାରତର ଅଭିଯାନ ଶେଷ

ବେଜିଂ: ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥିରେ ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିବା ଏକମାତ୍ର ପ୍ରତିଯୋଗୀ ଆରିଫ ଖାଁ ନିରାଶ କରିଛନ୍ତି । ପୁରୁଷ ସ୍ଲାଲମ ଇଭେଂଟରେ ସେ ରେସ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛନ୍ତି । ୮୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫୨ଜଣ ରେସ…

ଏନଏସଏ ଅଜିତ ଡୋଭାଲଙ୍କ ଘରେ ପଶିବାକୁ ଉଦ୍ୟମ କରି ଜଣେ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଘରେ ପଶିବାକୁ ଉଦ୍ୟମ କରି ଜଣେ ଜଣେ ବ୍ୟକ୍ତି ଗିରଫ ହୋଇଛି । ସବୁଠାରୁ କଡା ସୁରକ୍ଷା ବଳୟକୁ ସେ କାହିଁକି ଭଙ୍ଗ କରିବାକୁ ଉଦ୍ୟମ କରିଥିଲା ତାହା ବର୍ତମାନ ଚିନ୍ତାର କାରଣ ସାଜିଛି । ଗିରଫ ବ୍ୟକ୍ତି ଜଣଙ୍କ କହିଛନ୍ତି,…

୯୯,୯୯୯ ଟଙ୍କାରେ ନିଲାମ ହେଲା ଗୋଲ୍ଡେନ ପର୍ଲର ଚା

ଗୌହାଟୀ: ଆସାମରେ ଗୌହାଟୀରେ ଟି ଅକ୍ସନ ସେଂଟରରେ ଗୋଲ୍ଡେନ ପର୍ଲ ଚା ପତି ନିଲାମ ରେକର୍ଡ ଦରରେ ହୋଇଛି । ଆସାମ ଟି ଟ୍ରେଡର୍ସ ଡିବ୍ରୁଗଡର ଏହି ସ୍ପେଶାଲକୁ ଚାକୁ ୯୯,୯୯୯ ଟଙ୍କାରେ ନିଲାମ ନେଇଛନ୍ତି । ମାତ୍ର ୨ ମାସ ମଧ୍ୟରେ କୌଣସି ଏକ କମ୍ପାନୀ ଚା ପତିକୁ ଏତେ ମାତ୍ରା ଟଙ୍କାରେ କ୍ରୟ କରିଛି…

ଭୋଟ୍ ଦେଲେ ହେଭିୱେଟ୍ ମନ୍ତ୍ରୀ

ଭୁବନେଶ୍ୱର: ଭୋଟ୍ ଦେଲେ ମନ୍ତ୍ରୀ । ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଭୋଟ୍ ଦେଇଛନ୍ତି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ୧୧ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ୍ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା…

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ମତଦାନ ବନ୍ଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ଅକାଳ ବିୟୋଗ । ଫଳରେ ନିର୍ବାଚନ ବାତିଲ ହୋଇଛି । କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏଜେଣ୍ଟ ଓ ସମର୍ଥକଙ୍କ ସହ ରାତି ସାଢ଼େ ୧୦ଟାରେ ଆଲୋଚନା…