Latest Odisha News

BREAKING NEWS

Browsing Category

ଫିଚର

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣନା…

ରୁଷିଆ ହାତ ଛାଡୁଛନ୍ତି ଖେଳ ଦୁନିଆ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ନେଇ ରୁଷ ଧିରେ ଧିରେ ଅଲଗା ପଡି ଯାଉଛି । ବିଭିନ୍ନ ଆର୍ଥୀକ ପ୍ରତିବନ୍ଧ ମଧ୍ୟରେ ଖେଳ ଦୁନିଆ ଏବେ ରୁଷ ହାତ ଛାଡୁଛନ୍ତି । ସବୁଠାରୁ ବଡ କ୍ଲବ ଫୁଟବଲ ଟୁର୍ଣ୍ଣାମେଂଟ ଚାମ୍ପିୟନ୍ସ ଲିଗ ଫାଇନାଲର ଆୟୋଜନ ଅଧିକାର ରୁଷଠାରୁ ଛଡାଇ ନିଆଯାଇଛି । ସେହିପରି…

ମୁଖ୍ୟ ଶାସନ ସଚିବଙ୍କ ମୟୂରଭଞ୍ଜ ଗସ୍ତ, ଦେଓ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଜିଲ୍ଲାର ପାଞ୍ଚପୀଢ଼ ଉପଖଣ୍ଡର କରଞ୍ଜିଆ ବ୍ଲକ ଅନ୍ତର୍ଗତ ହାତୀବାରିରେ କାର୍ଯ୍ୟକାରୀ କରାଯାଇଥିବା ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ୨୦୦୯ରେ ସେ…

ଘରୋଇ ହିଂସା ଅଭିଯୋଗରେ ପେସ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ଲିଆଣ୍ଡ ପେସଙ୍କ ପତ୍ନୀ ରିୟା ପିଲ୍ଲାଇ ଆଣିଥିବା ଘରୋଇ ହିଂସା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋମଲ ସିଂ ରାଜପୁତ ଏହି ଶୁଣାଣୀ କରିଛନ୍ତି । ପେସ୍ ତାଙ୍କ ପତ୍ନୀଙ୍କୁ ମାସିକ ଭରଣପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ…

ରଣଜୀ ଟ୍ରଫି: ସୌରାଷ୍ଟ୍ର ୫୦୧, ଓଡିଶା ୫୨/୩

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡି ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଓଡିଶା ମ୍ୟାଚ ବଂଚାଇବା ପାଇଁ ସଂଘର୍ଷ କରୁଛି । ଚିରାଗ ଜାନିଙ୍କ ଦ୍ୱିଶତକ (୨୩୫) ରନ ସହାୟତାରେ ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦୧ ରନ ସଂଗ୍ରହ କରିଥିଲା । ଜୟନ୍ତ ବେହେରା ସର୍ବାଧିକ…

ଆସନ୍ତା ରବିବାରରେ ଶ୍ରୀଲୋକନାଥ ମନ୍ଦିରରେ ଅନୁଷ୍ଠିତ ହେବ ପଙ୍କଉଦ୍ଧାର ନୀତି

ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆସନ୍ତା ରବିବାର ଅନୁଷ୍ଠିତ ହେବ ପଙ୍କଉଦ୍ଧାର ନୀତି । ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିବେ । ସେହିପରି ସ୍ବତନ୍ତ୍ର ବ୍ୟାରିକେଡ଼…

ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ, ବାଲାଟ ବକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ବାଲାଟ ବାକ୍ସରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନ୍ ଓ୍ବାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ ।…

ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତା ୧ ତାରିଖରେ ପବିତ୍ର ମହାଶିବରାତ୍ରି । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି ସମନ୍ବୟ ବୈଠକ ସହ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସେବାୟତଙ୍କୁ ନେଇ ପୃଥକ ଆଲୋଚନା ହୋଇଛି…

ସିବିଆଇ କବଜାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର

ମୁମ୍ବାଇ : ସିବିଆଇ କବଜାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର । କିଛି ବର୍ଷ ପୂର୍ବର ଏକ ଦୁର୍ନୀତି ମାମଲାରେ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି ସିବିଆଇ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇରୁ ଗିରଫ କରାଯାଇଛି । ଗିରଫ କରାଯିବା ପୂର୍ବରୁ…