Latest Odisha News

BREAKING NEWS

Browsing Category

ଫିଚର

ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ । ଦିନ ୧୧ଟା ବେଳେ ହନ୍ତାଳଗୁଡା ବିଏସଏଫ୍ କ୍ୟାମ୍ପରେ ପହଞ୍ଚିବା ପରେ ମାଲକାନଗିରି ଗସ୍ତ…

ସାମାନ୍ୟ ବଢ଼ିବ ଶୀତ, ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ତିନି ଦିନ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା । ପୁଣି ଥରେ ଶୀତ ଅନୁଭୂତ ହେବ । ସ୍ୱାଭାବିକ ହେବ ରାତିର ତାପମାତ୍ରା । ଆଗାମୀ ତିନି ଦିନରେ ରାତିର ତାପମାତ୍ରା ଖସିବ । ଫଳରେ ଥଣ୍ଡା ସାମାନ୍ୟ ବଢ଼ିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ…

ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ, ଆସିଲାନି ପୁଅ

ସମ୍ୱଲପୁର: ମାଆର ମୃତ୍ୟୁ ପରେ ବି ଆସିଲାନି ପୁଅ । ଯାହାକୁ ଅନ୍ତ ଫାଟି ଜନ୍ମ ଦେଇଥିଲେ । କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲେ ସେଇ ପୁଅ ଶେଷ ସମୟରେ ବି ଟିକେ ଦେଖିବାକୁ ଆସିଲାନି । ଶେଷରେ ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ । କୋକେଇକୁ କାନ୍ଧେଇ ଶ୍ମଶାନକୁ ନେଲେ ଓ ମୁଖାଗ୍ନି ଦେଲେ ।…

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓୟୁଏଟି ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟାଫ୍ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାସନ୍ତୀ ଜେନା । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଅଧିକ ଖୋଳତାଡ କରୁଛି ଖଣ୍ଡଗିରି ଥାନା ପୋଲିସ ।…

ଅନୁଭବଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କଟକ : ଆହୁରି ଜଟିଳ ରୂପ ନେଲା ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ମାମଲା । ଉଭୟଙ୍କ ବିବାଦ କୋର୍ଟରେ ଥିବା ବେଳେ, ଏବେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀ ଘାଟ ଥାନାରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି…

କଙ୍ଗନାଙ୍କ ଲକ ଅପର ଜାରୀ ହେଲା ଫାଷ୍ଟ ଲୁକ୍‌

ମୁମ୍ବାଇ: ଏକତା କାପୁର ବଲିଉଡ କୁଇନ କଙ୍ଗନା ରାନାୱତଙ୍କୁ ନେଇ ଫିୟରଲେସ ରିୟଲିଟି ଶୋ ଲକ ଅପ: ବ୍ୟାଡ ଆସ ଜେଲ ଅତ୍ୟାଚାରୀ ଖେଲ ଘୋଷଣା କରିବା ପରେ ଏବେ ଏହା ସୋସିଆଲ ସାଇଟରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଲଟ ବାଲାଜୀ, ଏମଏକ୍ସ ପ୍ଲେୟାର ଏହାକୁ ପ୍ରଡ୍ୟୁସ କରିଛନ୍ତି । କଙ୍ଗନା ଏଥିରେ ଏକ…

ପୌର ପାଇଁ କସରତ, ଭୋଟରଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ବିଜେପିର ଦାବି

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କିପରି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏଥିପାଇଁ ଆଜି ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ । ତେବେ…

ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ

ଭୁବନେଶ୍ବର : ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ । ରାଉରକେଲାର ତ୍ରିନାଥ ଓରାମଙ୍କ ୩ ବର୍ଷର ଝିଅ ଜାହ୍ନବୀ ବାଲ୍ୟାବସ୍ଥାରୁ ରୋଗରେ ପୀଡ଼ିତ ଥିଲେ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇବାରୁ ଜାହ୍ନବୀ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ…

ଶକ୍ତିମାନ ଫିଲ୍ମର ଘୋଷଣା କଲା ସୋନୀ ପିକଚର୍ସ

ମୁମ୍ବାଇ: ୯୦ ଦଶକରେ ଟିଭି ଦୁନିଆରେ ହଇଚଇ ସୃଷ୍ଟି କରିଥିବା ସୁପରହୀରୋ ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବ । ସୋନୀ ପିକଚର୍ସ ଏ ନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଥିପାଇଁ ସୋନୀ ପକ୍ଷରୁ ଆଡପ୍ସନ ରାଇଟ ହାସଲ କରାଯାଇଥିଲା । ତେବେ ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ…

ବାପା ହେଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବ୍ରାଥୱେଟ, ଝିଅର ନାମ ରଖିଲେ ଇଡେନ ରୋଜ

କୋଲକାତା: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ କନ୍ୟା ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଜେସିକା ଫେଲିକ୍ସ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବ୍ରାଥୱେଟ ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେ ତାଙ୍କ ଝିଅର ନାନ ଇଡେନ ରୋଜ ରଖିଛନ୍ତି ।…