Latest Odisha News

BREAKING NEWS

Browsing Category

ଫିଚର

ସଚିନଙ୍କୁ କୋହଲି ଏମିତି କଣ ଉପହାର ଦେଲେ ଯେ, ତାଙ୍କ ଆଖିରୁ ଅଶ୍ରୁ ଧାର ବୋହିଗଲା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଏକ ଉପହାର କିପରି ତାଙ୍କ ଆଖିରୁ ଲୁହ ଝରାଇଥିଲା ତାହା କହିଛନ୍ତି । ୧୬ ନଭେମ୍ବର ୨୦୧୩ରେ ସଚିନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଡ୍ରେସିଂ ରୁମରେ…

କୁମାରଙ୍କ ଅଭିଯୋଗ ନେଇ ମୁହଁ ଖୋଲିଲେ କେଜ୍ରିୱାଲ: କବି ଅଟନ୍ତି,କିଛି ବି କହିପାରିବେ

ଚଣ୍ଡୀଗଡ: କୁମାର ବିଶ୍ୱାସଙ୍କ ମାରାତ୍ମକ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି କୁମାର ବିଶ୍ୱାସ ଜଣେ ହାସ୍ୟ କବି । ବୋଧହୁଏ ଏହା ତାଙ୍କର କୌଣସି କବିତାର ଅଂଶ ହୋଇପାରେ । କବି ଅଟନ୍ତି କିଛି ବି କହିପାରିବା ଅଧିକାର କରିଛନ୍ତି । ଯଦି…

ସୌମ୍ୟଙ୍କ ପାଇଁ ନ୍ୟାୟ ଦାବି କଲା ଭାଇରାଲ୍ ଟଙ୍କା

ଭୁବନେଶ୍ୱର: ସୋନାଲି ନନ୍ଦଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ସୌମ୍ୟ । ଆପଣାଇଥିଲେ ଆତ୍ମହତ୍ୟାର ପନ୍ଥା । ଏହି ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟଙ୍କ ପରିବାରବର୍ଗ । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଲୋକ ସୌମ୍ୟଙ୍କୁ ନ୍ୟାୟ…

ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ଆଉ ଏକ ପାଗଳାମୀ: ହାଡଭଙ୍ଗା ଶୀତରେ ଲୋକଙ୍କୁ ଛିଡା କରାଇଲେ

ସିଓଲ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଆଉ ଏକ ନିଷ୍ଠୁରତା ଦେଖିବାକୁ ମିଳିଛି । ବାପାଙ୍କ ୮୦ତମ ଜୟନ୍ତୀ ଅବସରରେ ସେ ହାଡଭଙ୍ଗା ଶୀତରେ ଲୋକଙ୍କୁ ଛିଡା କରାଇଥିଲେ । ସେମାନେ ବିନା ହାତ ଗ୍ଲୋଭସ ଓ ଟୋପିରେ ଜୋଙ୍ଗ ପରିବାରର ଆତ୍ମ ପ୍ରଶଂସା ଶୁଣିଥିଲେ । ପାଣି ଭିତରେ ମହିଳା…

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: କାଲି ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କାଲି ସନ୍ଧ୍ୟାରେ ପ୍ରଚାର ସରିଥିଲା । ୩୦ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ହେବ । ୧୫୧୪…

ଓଡ଼ିଶା-ଗୋଆ ରଣଜୀ ମୁକାବିଲା: ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଓଡ଼ିଶା

ଅହମ୍ମଦାବାଦ: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଗୋଆ ରଣଜୀ ଲଢ଼େଇ । ଅହମ୍ମଦାବାଦ ମୋଟେରା ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛି ଓଡ଼ିଶା । ନୂଆ ମୁହଁ ଭାବରେ ଦଳରେ ସାମିଲ ହୋଇଛନ୍ତି ଆଶିଷ ରାୟ । ଚଳିତ ସିଜିନର…

କୋଟିପତି ଡାକ୍ତର ସୁକାନ୍ତ ଜେନା ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତପ ସୁକାନ୍ତ ଜେନା ଗିରଫ ହୋଇଛନ୍ତି । ପ୍ରସବ ପାଇଁ ଜଣେ ପ୍ରସୂତୀଙ୍କ…

କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ହଜାରେ ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । କ୍ରମାଗତ ଚତୁର୍ଥ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୮୮୬ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବାଦଲ ଗ୍ରାମ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣ ଗିରଫ ।  ସେମାନଙ୍କ ନାଁରେ ଆଇପିସିର ଧାରା ୩୪୧, ୩୨୩, ୩୨୫, ୨୯୪, ୫୦୬, ୩୦୭, ୩୯୫, ୩୪ରେ ସଙ୍ଗୀନ ଦଫା ଲାଗିଛି । ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ କିଶୋର…

ରାଜ୍ୟରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୬ ଜଣ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଅଡିଟ୍ ପ୍ରୋସେସରେ ସେମାନଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।…