Latest Odisha News

BREAKING NEWS

Browsing Category

ଫିଚର

ୟୁପି ବିଧାନସଭା ନିର୍ବାଚନ: ହଟସିଟ କରହଲରୁ ଓହରିଲେ କଂଗ୍ରେସ ପ୍ରାର୍ଥୀ

କରହାଲ: ୟୁପି ବିଧାନସଭା ନିର୍ବାଚନର ହଟ ସିଟ ବିବେଚନା କରାଯାଉଥିବା କରହଲ ସିଟରୁ କଂଗ୍ରେସ ତାର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି । କରହାଲରୁ ଜ୍ଞାନବତୀ ଯାଦବ ଏବଂ ମୈନପୁରୀରୁ ବୀନିତା ସାକ୍ୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କରହାଲରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ…

ଆଇପିଏଲ ମେଗା ନିଲାମରେ ଓଡିଶାରୁ ମାତ୍ର ୨ଜଣ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ମେଗା ନିଲାମ ପ୍ରକ୍ରିୟାରେ ଓଡିଶାର ମାତ୍ର ୨ଜଣ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏଶନ ୫ଜଣ ଖେଳାଳିଙ୍କ ନାମ ଏଥିପାଇଁ ପଠାଇଥିଲା । ଶୁଭ୍ରାଂଶୁ ଓ ଅଭିଷେକଙ୍କ…

ଆଇପିଏଲ ୨୦୨୨: ଫେବୃୟାରୀ ୧୨ରୁ ନିଲାମ ପ୍ରକ୍ରିୟା, ସାମିଲ ହେବେ ୫୯୦ ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରୀ କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳିଙ୍କ…

ରୁଷିଆ-ୟୁକ୍ରେନ ବିବାଦଠାରୁ ଦୂରେଇ ରହିଲା ଭାରତ

ଜେନେଭା: ରୁଷିଆ-ୟୁକ୍ରେନ ବିବାଦଠାରୁ ଭାରତ ଦୂରେଇ ରହିଛି । ମିିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଅନୁପସ୍ଥିତ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏହା ଏକ ବଡ କୂଟନୈତିକ ଆହ୍ୱାନ ଥିଲା । ରୁଷକୁ ସମର୍ଥନ କରିଥିଲେ ଆମେରିକା ସମେତ ଅଧିକାଂଶ ୟୁରୋପୀୟ ଦେଶ…

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ୧୧୯୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କାବୁ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ଲକ୍ଷ ତଳକୁ ହ୍ରାସ ପାଇଛି । ସାରା ଦେଶରୁ ଆଉ ୧ଲକ୍ଷ ୬୭ହଜାର ୦୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ…

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ: ଆଜି ୩୦୮୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ୩-୪ ହଜାର ଭିତରେ ରହିଛି ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧ହଜାର ୭୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ହଜାର ୨୮୯ । ୧୮ ବର୍ଷ ଭିତରେ ଆଉ ୪୫୪…

ଗୋଳନ୍ଥରା ଥାନା ସାମନାରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ନାଁ ସନ୍ତୋଷ । ତାଙ୍କ ଘର ରଣ୍ଢା ଗାଁରେ । ଗତକାଲି ଗୋଳନ୍ଥରା ଥାନା ସାମନାରେ ନିଜ ଦେହରେ…

ବଜେଟ୍ ଆଶା: ଆୟକର ସ୍ଲାବରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ମାଡ଼ରେ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିକୁ ଆଗକୁ ନେବା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ବଜେଟ୍ ଉପରେ ସବୁ ବର୍ଗର ନଜର ରହିଛି ।…

ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଇନଷ୍ଟାଗ୍ରାମରେ ନିଜ ଫ୍ୟାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସବାନା ଆଜମୀ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର

ସମ୍ୱଲପୁର: ଭକ୍ତଙ୍କ ପାଇଁ ଖୋଲିଲା ସମ୍ୱଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । ଆଜିଠୁ କରୋନା କଟକଣାରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ୨୧ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ସମଲେଶ୍ୱରୀ । ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ…