Latest Odisha News

BREAKING NEWS

Browsing Category

ଫିଚର

ବ୍ୟାଙ୍କରେ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ସୁବର୍ଣ୍ଣପୁର: ଉଲୁଣ୍ଡା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କର ରେକର୍ଡ ରୁମରେ ନିଆଁ ଲାଗିଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଛାରଖାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ବହୁ ସମୟ ପରେ ନିଆଁ…

ଚର୍ମରୋଗ ଉପଚାର ବିଜ୍ଞାପନ, ହସ୍ପିଟାଲରେ ଲାଗିଥିଲା ହଲିଉଡ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ

ଭୁବନେଶ୍ୱର: ରୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହସ୍ପିଟାଲ୍ ବ୍ୟବହାର କରିଥିଲା ଜଣେ ହଲିଉଡ ଅଭିନେତାଙ୍କ ଫଟୋ । ଫଟୋ ଭାଇରାଲ୍ ହେବା ପରେ ସଂପୃକ୍ତ ହସ୍ପିଟାଲ ସୋସିଆଲ୍ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । କେରଳରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । The Vadakara…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁ ଘଟଣା, ନିଲମ୍ବିତ ହେଲେ ମ୍ୟାନେଜର

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିପିପି ୧ ବିଭାଗରେ ହୋଇଥିବା ଦର୍ଗଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ତନାଘନା । ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ମ୍ୟାନେଜର ତୋଷଲାଲ ପଟେଲ ।…

ଏକତାଙ୍କ ରିୟଲିଟି ଶୋରେ ହୋଷ୍ଟ ହେବେ କଙ୍ଗନା !

ମୁମ୍ବାଇ: ଏକତା କାପୁର ତାଙ୍କର ଆଗାମୀ ରିୟଲିଟି ଶୋ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବଲିଉଡ କୁଇନ କଙ୍ଗନା ରାନାୱତ ଏଥିରେ ହୋଷ୍ଟ ହେବେ । ଆମେରିକାର ଟେମ୍ପଟେଶନ ଆଇସଲାଣ୍ଡର ଏହା ଇଣ୍ଡିଆନ ଆଡପଶନ ବୋଲି କୁହାଯାଇଛି । କଙ୍ଗନା ଇନଷ୍ଟାଗ୍ରାମରେ ଏ ନେଇ ସୂଚନା ଦେବା ସହ…

୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଂଲଣ୍ଡରେ ବର୍ମିଂହାମରେ ଆୟୋଜିତ ହେବ । ୨୪ ବର୍ଷ ପରେ କ୍ରିକେଟ ଏହି ପ୍ରତିଯୋଗିତାକୁ ଫେରିଛି । ୮ଟି ମହିଳା ଟିମ ଏଥିରେ ଅଂଶଗ୍ରହଣ କରିବେ । ୨୯ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।…

ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ?

ନୂଆଦିଲ୍ଲୀ : ସାରା ଦେଶ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍ । ବଜେଟରେ ଅର୍ଥ ବିଭାଗକୁ ସିଂହ ଭାଗ ମିଳିଥିବା ବେଳେ ପ୍ରତିରକ୍ଷା ବିଭାଗ ବ୍ୟୟ ବରାଦ ବି ବୃଦ୍ଧି ପାଇଛି । ଅର୍ଥ ବିଭାଗକୁ ସର୍ବାଧିକ ୧୫ ଲକ୍ଷ ୩୮ ହଜାର ୭୭୯ କୋଟି ମିଳିଛି । ଅର୍ଥ ବିଭାଗକୁ ବାଦଦେଲେ ପ୍ରତିରକ୍ଷା ଲାଗି ୫…

ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା ?

ନୂଆଦିଲ୍ଲୀ : ନିରାଶ କରିଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ । ବଜେଟରେ ସେପରି କୌଣସି ବଡ଼ ଧରଣର ଘୋଷଣା ହୋଇନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାସହ ମଧ୍ୟବିତ୍ତ ପରିବାରକୁ ପୁଣି ନିରାଶ କରିଛନ୍ତି କେନ୍ଦ୍ର ସରକାର । ଆଜି ବଜେଟ ଉପସ୍ଥାପନ ହୋଇଥିବା ବେଳେ, କଣ ହୋଇଛି…

ଖୁବଶୀଘ୍ର ଆସିବ ଏଲଆଇସି ଆଇପିଓ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲଆଇସି ଆଇପିଓକୁ ନେଇ ଦୀର୍ଘ ଦିନ ଧରି ଜାରି ରହିଛି ଆଲୋଚନା । ତେବେ ଖୁବଶୀଘ୍ର ଏଲଆଇସିର ଏହି ଆଇପିଓ ଆସିବ । ବଜେଟ ଅଭିଭାଷଣରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି…

ଅପରିବର୍ତ୍ତିତ ରହିଲା ଆୟକର ସୀମା, ମଧ୍ୟବିତ୍ତ ନିରାଶ

ନୂଆଦିଲ୍ଲୀ : ଆୟକର ଉପରେ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅପରିବର୍ତ୍ତିତ ରହିଛି ଆୟକର ସୀମା । ହେଲେ ପୁଣି ନିରାଶ ହୋଇଛନ୍ତି ମଧ୍ୟବିତ୍ତ । ଲଗାତର ଦ୍ବିତୀୟ ବର୍ଷ ପାଇଁ ଅପରିବର୍ତ୍ତିତ ରହିଛି ଆୟକର ସୀମା । ବ୍ୟକ୍ତିଗତ କର ହାର ମଧ୍ୟ ଅପରିବର୍ତ୍ତିତ…

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ : ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ବିଭିନ୍ନ କ୍ଷେତ୍ରରେ ଉପରେ ଗୁରୁତ୍ବ ଦିଆଯାଇଛି । ବଜେଟ ଉପସ୍ଥାପନ ବେଳେ, ଡିଜିଟାଲ ୟୁନିଭର୍ସିଟି…