Latest Odisha News

BREAKING NEWS

Browsing Category

ଫିଚର

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓୟୁଏଟି ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟାଫ୍ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାସନ୍ତୀ ଜେନା । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଅଧିକ ଖୋଳତାଡ କରୁଛି ଖଣ୍ଡଗିରି ଥାନା ପୋଲିସ ।…

ଅନୁଭବଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କଟକ : ଆହୁରି ଜଟିଳ ରୂପ ନେଲା ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ମାମଲା । ଉଭୟଙ୍କ ବିବାଦ କୋର୍ଟରେ ଥିବା ବେଳେ, ଏବେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତିଙ୍କ ବିରୋଧରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । କଟକ ପୁରୀ ଘାଟ ଥାନାରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି…

କଙ୍ଗନାଙ୍କ ଲକ ଅପର ଜାରୀ ହେଲା ଫାଷ୍ଟ ଲୁକ୍‌

ମୁମ୍ବାଇ: ଏକତା କାପୁର ବଲିଉଡ କୁଇନ କଙ୍ଗନା ରାନାୱତଙ୍କୁ ନେଇ ଫିୟରଲେସ ରିୟଲିଟି ଶୋ ଲକ ଅପ: ବ୍ୟାଡ ଆସ ଜେଲ ଅତ୍ୟାଚାରୀ ଖେଲ ଘୋଷଣା କରିବା ପରେ ଏବେ ଏହା ସୋସିଆଲ ସାଇଟରେ ଟ୍ରେଣ୍ଡ କରିବାରେ ଲାଗିଛି । ଅଲଟ ବାଲାଜୀ, ଏମଏକ୍ସ ପ୍ଲେୟାର ଏହାକୁ ପ୍ରଡ୍ୟୁସ କରିଛନ୍ତି । କଙ୍ଗନା ଏଥିରେ ଏକ…

ପୌର ପାଇଁ କସରତ, ଭୋଟରଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ବିଜେପିର ଦାବି

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କିପରି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏଥିପାଇଁ ଆଜି ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ । ତେବେ…

ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ

ଭୁବନେଶ୍ବର : ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲା କୁନି ଝିଅ ଜାହ୍ନବୀ । ରାଉରକେଲାର ତ୍ରିନାଥ ଓରାମଙ୍କ ୩ ବର୍ଷର ଝିଅ ଜାହ୍ନବୀ ବାଲ୍ୟାବସ୍ଥାରୁ ରୋଗରେ ପୀଡ଼ିତ ଥିଲେ । ଅମ୍ଳଜାନ ସ୍ତର ବାରମ୍ବାର ହ୍ରାସ ପାଇବାରୁ ଜାହ୍ନବୀ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ…

ଶକ୍ତିମାନ ଫିଲ୍ମର ଘୋଷଣା କଲା ସୋନୀ ପିକଚର୍ସ

ମୁମ୍ବାଇ: ୯୦ ଦଶକରେ ଟିଭି ଦୁନିଆରେ ହଇଚଇ ସୃଷ୍ଟି କରିଥିବା ସୁପରହୀରୋ ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବ । ସୋନୀ ପିକଚର୍ସ ଏ ନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଥିପାଇଁ ସୋନୀ ପକ୍ଷରୁ ଆଡପ୍ସନ ରାଇଟ ହାସଲ କରାଯାଇଥିଲା । ତେବେ ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ…

ବାପା ହେଲେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବ୍ରାଥୱେଟ, ଝିଅର ନାମ ରଖିଲେ ଇଡେନ ରୋଜ

କୋଲକାତା: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ କନ୍ୟା ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଜେସିକା ଫେଲିକ୍ସ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ବ୍ରାଥୱେଟ ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ସେ ତାଙ୍କ ଝିଅର ନାନ ଇଡେନ ରୋଜ ରଖିଛନ୍ତି ।…

ଓଡିଶା ମହିଳା ଲିଗ ଫୁଟବଲ: ଉନ୍ମୋଚିତ ହେଲା ଜର୍ସି

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ…

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଭଦ୍ରକରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ଭଦ୍ରକ : ଜୋର ଧରିଲା ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି । ଏହାସହ କ୍ବାଟର୍ଲି ପରୀକ୍ଷା ଅନୁଯାୟୀ ମାର୍କ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଏନେଇ ୪ ଥର ଆନ୍ଦୋଳନ ହୋଇଥିବା ବେଳେ, ସରକାରଙ୍କ ପକ୍ଷରୁ କୌଣସି କୌଣସି ନିଷ୍ପତ୍ତି ନିଆଯାଉନାହିଁ । ଯାହାକୁ ନେଇ ଆଜି ଭଦ୍ରକ…

ରୋହିତଙ୍କ ଆଙ୍ଗ୍ରୀ ଅବତାର

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟ ହାସଲ କରିବା ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗ୍ରୀ ଅବତାର ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜର ବ୍ୟାଟିଂ ସମୟରେ…