Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ସ୍ଥିର, ୫ ହଜାର ତଳେ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୫ ହଜାର ତଳକୁ ଖସିଛି । ଗତକାଲି ଓ ଆଜି ଦୁଇ ଦିନ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୩ ଆକ୍ରାନ୍ତ । ଗତକାଲି ୪୮୪୨ ପଜିଟିଭ୍ ବାହାରିଥିଲେ । ଆଜି କ୍ୱାରେଣ୍ଟିନରୁ ୨୮୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଦେଶରେ ଖସୁଛି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଅଢ଼େଇ ଲକ୍ଷ ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ହଜାର ୨୮୧ ନୂଆ ଆକ୍ରାନ୍ତ । କ୍ରମାଗତ ଦ୍ୱିଦୀୟ ଦିନରେ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ…

ଚଳିତବର୍ଷର ପ୍ରଥମ ମନ୍ କି ବାତ୍: କଣ କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତବର୍ଷର ପ୍ରଥମ ମନ୍ କି ବାତ୍ । ଦିନ ସାଢ଼େ ୧୧ଟା ବେଳେ ରେଡିଓ କାର୍ଯ୍ୟକ୍ରମରେ ନିଜ ମନର କଥା କହିବେ । ଗତ ୧୯ ତାରିଖରେ ମନ୍ କି ବାତ୍ ପାଇଁ ଲୋକଙ୍କୁ ସେମାନଙ୍କର ବିଚାର ଓ ମତାମତ ମାଗିଥିଲେ ପ୍ରଧାନମନ୍ତ୍ରୀ । ଆଜି…

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୨୪ ଘଣ୍ଟା ଶୀତ ଲହରି

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଦୁଇ ଦିନ ହେଲା ଶୀତ ଥରାଇ ଦେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଆହୁରି ୨୪ ଘଣ୍ଟା ଯାଏ ଶୀତ ଲହରି ଜାରି ରହିବ । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୫ ପାକିସ୍ତାନୀ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବଡଗାମ ଓ ପୁଲଓ୍ୱାମାରେ ୨ଟି ପୃଥକ ଏନ୍‌କାଉଣ୍ଟର ହୋଇଥିଲା । ୧୨ ଘଣ୍ଟା ଧରି ଅପରେସନ୍ ଚାଲିଥିଲା । ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ମୁଣ୍ଡ ଗଡ଼ିଛି ।…

ସଇଁତଳା ପୋଲିସକୁ ବଡ଼ ସଫଳତା, ୮ ଡକାୟତ ଗିରଫ

ଟିଟିଲାଗଡ଼ : ସଇଁତଳା ପୋଲିସକୁ ବଡ଼ ସଫଳତା । ଟିଟିଲାଗଡ଼ ଅଞ୍ଚଳ ତଥା କେସିଙ୍ଗା ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୮ ଜଣ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ମାରଣାସ୍ତ୍ର, ଲୁହା ରଡ, ୮ଟି ମୋବାଇଲ, ନଗଦ ୬ ହଜାର ଟଙ୍କା,…

ଭାଇରାଲ ହେଉଛି କ୍ରିକେଟର ୱାଶିଂଟନ ସୁନ୍ଦରଙ୍କ ରଜନୀକାନ୍ତ ଲୁକ୍‌

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ୱାଶିଂଟନ ସୁନ୍ଦର ଶନିବାର ଇନଷ୍ଟାଗ୍ରାମରେ ଏ ଭଳି ଏକ ଫଟୋ ଛାଡିଛନ୍ତି ଯାହାକି ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଫଟୋରେ ୱାଶିଂଟନ ସୁନ୍ଦର ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଶିବାଜୀ ଦି ବସର ଲୁକ ଆପଣାଇଛନ୍ତି । ଏଥିରେ ଲେଖିଛନ୍ତି ଯେ,…

ଭିଜିଲାନ୍ସ ଜାଲରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ

ରାୟଗଡା : ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ ଶିଶିର ସେମେଳି । ଚଢ଼ାଉ ବେଳେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନୂଆପଡାର ଶିକ୍ଷକ ଶିଶିର କୁମାର ସେମେଲିଙ୍କ ଘରୁ ଠାବ ହୋଇଛି ଅମାପ ସମ୍ପତ୍ତି । ତାଙ୍କ ଘରୁ ଠାବ ହୋଇଛି ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି…

ଓଡିଶା ଓପନ ବ୍ୟାଡମିଂଟନ: ଭାରତୀୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ, ସେମିରେ ହାରିଲେ ଶ୍ୱେତପର୍ଣ୍ଣା-ଯାଦବ ଯୋଡି

କଟକ: ଚଳିତ ଓଡିଶା ଓପନ ବ୍ୟାଡମିଂଟନରେ ମିକ୍ସଡ ଡବଲ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଆ ଝିଅ ଶ୍ୱେତପର୍ଣ୍ଣା ପଣ୍ଡା ସେମିଫାଇନାଲରେ ହାରି ଯାଇଛନ୍ତି । ଶ୍ୱେତପର୍ଣ୍ଣା ଓ ବି.ଯାଦବ ଯୋଡି ନିଜ ଦେଶର ଏମଆର ଅର୍ଜୁନ-ଟ୍ରେସା ଜଲିଙ୍କ ନିକଟରୁ ୨୧-୯, ୨୧-୯ ସେଟରେ ପରାଜିତ ହୋଇଥିଲେ…

ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗାଁ ରାଜନୀତି । ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚାଲିଲାଣି ପ୍ରଚାର । କିପରି ଅଧିକରୁ ଅଧିକ ଭୋଟ ମିଳିବ, ସେନେଇ ଭୋଟରକୁ ମନାଇବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ସାରା ରାଜ୍ୟରେ ପଞ୍ଚାୟତ ପଲିଟିକ୍ସକୁ ନେଇ ଉଠୁଛି…