Latest Odisha News

BREAKING NEWS

Browsing Category

ଫିଚର

ଓମିକ୍ରନ ଯୋଗୁ ବାତିଲ ହେଲା ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ

ମେଲବୋର୍ଣ୍ଣ: ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଚ୍ୟାପେଲ-ହାଡଲୀ ଦିନିକିଆ ସିରିଜ ଏବଂ ଗୋଟିଏ ଟି୨୦ ମ୍ୟାଚକୁ ବାତିଲ କରାଯାଇଛି । ୩୦ ଜାନୁୟାରୀରୁ ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ୮ ଫେବୃୟାରୀରେ ଦିନିକିଆ ମ୍ୟାଚ ଖେଳାଯିବ ।…

ବିଜେପିରେ ମିଶିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଷ୍ଣତା ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ ।…

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ…

ଆଉ ନାହାନ୍ତି ବିଶ୍ୱର ବୟସ୍କ ବ୍ୟକ୍ତି, ୧୧୨ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ । ୧୧୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୟସ୍କ ବ୍ୟକ୍ତି ସ୍ପାନିୟାର୍ଡ ସାଟ୍ରୁନିନୋ ଡି ଲା ଫୁଏଣ୍ଟି ଗାର୍ସିଆ । ୧୧୨ ବର୍ଷ ୩୪୧ ଦିନରେ ତାଙ୍କର ପରଲୋକ ହୋଇଛି । ଏନେଇ ଗୀନିଜ୍ ଓ୍ୱାର୍ଲଡ ରେକର୍ଡସ ପକ୍ଷରୁ ସୂଚନା…

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯…

ରାଜ୍ୟରେ ୧୧ ହଜାରେ ଉପରେ ଦୈନିକ କରୋନା କେସ୍, ଖୋର୍ଦ୍ଧାରୁ କେବଳ ୪ହଜାର

ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୦୭ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୭୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୭୯ଟି । ୧୮ ବର୍ଷ ଭିତରେ ଆଉ ୯୯୧ ଜଣ ପଜିଟିଭ୍ ବାହାରିଛନ୍ତି । ୨୩ ଜିଲ୍ଲାରେ ଶହେ ଉପରେ ରହିଛି…

ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଖୋର୍ଦ୍ଧା: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । କର୍ମଚାରୀଙ୍କୁ ମାଉଜର ଦେଖାଇଲେ । ଫାଙ୍କା ଗୁଳି ଚଳାଇ ଭୟଭୀତ କଲେ । ଏହାପରେ ୨ ଲକ୍ଷରୁ ଅଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ସଶସ୍ତ୍ର ଡକାୟତି…

ସୁପ୍ରିମକୋର୍ଟର ୧୦ ବିଚାରପତି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଜଷ୍ଟିସ୍ କେ. ଏମ୍. ଜୋସେଫ୍ ଓ ଜଷ୍ଟିସ ପି.ଏସ୍. ନରସିଂହା ସୁସ୍ଥ ହୋଇ କାର୍ୟ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । ଏବେ ସୁପ୍ରିମକୋର୍ଟରେ ୩୨ ଜଣ ବିଚାରପତି…

ରାଜଧାନୀରେ ଚାଞ୍ଚଲ୍ୟ, ମା’କୁ ମାରି ପୋଡ଼ିଦେଲା ପୁଅ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ମା’କୁ ମାରି ପୋଡି ଦେଲା ପୁଅ । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ମା’କୁ ହତ୍ୟା କରିଛି ସୈତାନ ପୁଅ । ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଘଟିଛି ଏଭଳି ଘଟଣା । ଖବର ପାଇ ବଡ଼ଗଡ଼ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।…

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି, ନିଜ ଜିଲ୍ଲାରେ ସାମିଲ ହୋଇପାରିବେ ନାହିଁ ନେତା ଓ ମନ୍ତ୍ରୀ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ପାଇଁ ଜାରି ହୋଇଛି ଗାଇଡ୍‌ଲାଇନ୍ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟରେ ସାଧାରଣତଦନ୍ତ୍ର ଦିବସ ପଡୁଥିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ମାର୍ଗଦର୍ଶିକା ଜାରି…