Latest Odisha News
Browsing Category

ଫିଚର

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସୁପାରୀ କିଲର ଗିରଫ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଛି କମିଶନରେଟ ପୋଲିସ । ତା ନିକଟରୁ ୨ଟି ପିସ୍ତଲ ଓ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି ।ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା…

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ଏହି ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବେ । ଶୀତକାଳୀନ ଅଧିବେଶନ ପାଇଁ ଏନଡ଼ିଏ ରଣନୀତି ପ୍ରସ୍ତୁତ…

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର: ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପ୍ରବେଶ କରିବ । ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ…

ଓମିକ୍ରନ ଭ୍ୟାରିଆଂଟ ଭୟ ବଢ଼ିଲା: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଭାରତୀୟଙ୍କ ରିପୋର୍ଟ ପଜିଟିଭ

ବେଙ୍ଗାଲୁର: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନର ଭୟ ଏବେ ସମସ୍ତଙ୍କୁ ଗ୍ରାସ କରିବା ଆରମ୍ଭ କରିଛି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୯୪ ଭାରତୀୟଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଏ ପର୍ଯ୍ୟନ୍ତ କର୍ଣ୍ଣାଟକର ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଓମିକ୍ରାନ ଭ୍ୟାରିଆଂଟରେ…

ଜୁନିୟର ହକି ବିଶ୍ୱକପ : କ୍ୱାର୍ଟରରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତର ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ଶନିବାର ଭାରତ ଶୃଙ୍ଖଳିତ ପ୍ରଦର୍ଶନ କରିବା ସହ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବିଜୟ ଭାରତ ପାଇଁ ଜରୁରୀ ହୋଇ ପଡିଥିଲା ।…

ଉଡ୍ର ଚାରିଟେବୁଲ ଟ୍ରଷ୍ଟର ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ପୁରୁଣା ବସ୍ତ୍ର ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ । ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ତଥା ସମାଜସେବୀ ମାୟାଧର ନାୟକଙ୍କ ଅଭିଯାନରେ ଅଣୁପ୍ରାଣୀ ହୋଇ ବାପୁଜୀନଗର ପ୍ୟାରିସ ବେକରୀ ଆଉଟଲେଟରେ ଆନୁଷ୍ଠାନିକ…

କୋର୍ଟର ନିୟମକୁ ଅବମାନନା କଲେ ବ୍ରହ୍ମପୁରର ବଧୂ ତପସ୍ୱିନୀ

ବ୍ରହ୍ମପୁର : କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନବ ବିବାହିତା ବଧୂ । ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ୱିନୀଙ୍କ ଶୁଣାଣି ହୋଇଛିା କୋର୍ଟ ତପସ୍ୱିନୀଙ୍କୁ ସଖୀ ସୁରକ୍ଷା ଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ତପସ୍ୱିନୀ କୋର୍ଟର ନିୟମକୁ ଅବମାନନା କରିଛନ୍ତି । ସେ…

ଓମିକ୍ରନ ନାମକୁ ନେଇ ଉପୁଜିଲା ବିବାଦ: ଚୀନକୁ ଡରୁଛି କି ହୁ !

ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭ୍ୟାରିଆଂଟର ନାମ ଓମିକ୍ରନ ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏହି ନାମକରଣକୁ ନେଇ ଏବେ ବିବାଦ ଉପୁଜିଛି । ନୂତନ ଭ୍ୟାରିଆଂଟର ନାମ ଏନୟୁ କିମ୍ବା ଏକ୍ସଆଇରୁ ଆରମ୍ଭ ହୋଇଥାନ୍ତା । ଅଥଚ ୟୁ ଏହାକୁ ଡେଇଁ ଓମିକ୍ରନ କାହିଁକି ଦେଲା ସେ ନେଇ…

ଦିଲ୍ଲୀରେ ଥମୁନି ପ୍ରଦୂଷଣ, ଆଜିଠୁ ଗଡ଼ିଲା ସିଏନଜି ଓ ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିଛି ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

ଭୁବନେଶ୍ବର : କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ବାରା କୋରାପୁଟର…