Latest Odisha News

BREAKING NEWS

Browsing Category

ଫିଚର

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ମହାଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୂତି । ଆଜି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ୧୦ଟା ୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଓ…

ମିଷ୍ଟର ବିନଙ୍କ ମୃତ୍ୟୁ ଖବର ନେଇ ଗୁଜବ

ନୂଆଦିଲ୍ଲୀ: ମିଷ୍ଟର ବିନ ଭୂମିକା କରି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ ରୋୱନ ଆଟକିନସନଙ୍କ ମୃତ୍ୟୁ ଖବର ମଙ୍ଗଳବାର ହଇଚଇ ସୃଷ୍ଟି କରି ଦେଇଥିଲା । ପରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ଜଣା ପଡିଥିଲା । ୟୁଏସ ବ୍ରଡକାଷ୍ଟର ଫକ୍ସ ନ୍ୟୁଜ ନାମକ ଏକ ସଂସ୍ଥା ଟୁଇଟରରେ…

ମେନ୍ୟୁରେ ହଲାଲ ମିଟ: ବିସିସିଆଇ ଉପରେ ପ୍ରଶଂସକ କ୍ଷୁବ୍ଧ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ନୂଆ ବିବାଦ ମୁଣ୍ଡ ଟେକିଛି । କାନପୁରରେ ଖେଳାଳିମାନଙ୍କ ଡାଏଟ ତାଲିକା ପ୍ରକାଶ ପାଇବା ପରେ ପ୍ରଶଂସକମାନେ ବୋର୍ଡ ଉପରେ କ୍ଷୁବ୍ଧ ହୋଇ ପଡିଛନ୍ତି । ମେନ୍ୟୁରେ ହଲାଲ ମିଟ ସାମିଲ ହୋଇଥିବାରୁ ସୋସିଆଲ…

ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ୱର : ଇଲେକ୍ଟୋନିକ୍ସ ଶିଳ୍ପରେ ଆଗୁଆ ହେବ ଓଡିଶା । ଓଡିଶାର ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟକୁ ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବା ପାଇଁ ଲକ୍ଷ ରଖାଯାଇଛି । ୧୦ ଟି ନୂତନ ପୂଞ୍ଜି ନେବିଶ ଓ ଉତ୍ପାଦନ…

ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନ

ଦିଲ୍ଲୀ : ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ବିଶିଷ୍ଟ ସେବା ପଦକ । ଆଜି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଚଣ୍ଡିପ୍ରସାଦଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ…

ଟିମ ଇଣ୍ଡିଆକୁ ବଡ ଝଟକା: ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରିଲେ ରାହୁଲ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ଓପନ କେଏଲ ରାହୁଲ ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି । ରାହୁଲଙ୍କ ବାମ ଜଙ୍ଘର ମାଂସପେଶୀ ଜନିତ ସମସ୍ୟା ଦେଖା ଦେବାରୁ ସେ ଅନିଚ୍ଛା ସତ୍ୱେ ଏଥିରୁ ଓହରି ଯାଇଛନ୍ତି…

ଜୁନିଅର ହକି ବିଶ୍ୱକପ; ଖେଳାଳୀଙ୍କ ପାଇଁ ଉଦ୍ଧିଷ୍ଟ ବସରେ ଓଡିଶା ପରମ୍ପରାର ଝଲକ

ଭୁବନେଶ୍ୱରେ : ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା । ଭୁବନେଶ୍ୱରେ କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ପୁରୁଷ ଜୁନିଅର ହକି ବିଶ୍ୱ କପ୍ । ଏଥିପାଇଁ ବାହାର ରାଜ୍ୟରୁ ଆସିଥିବା ୧୬ ଟି ଦଳର ଖେଳାଳୀ ମାନଙ୍କ ପାଇଁ ଓଡିଶା ପରିବହନ ନିଗମ ତରଫରୁ ବସ୍ ଯୋଗାଇ…

ଅତରଂଗୀରେ ଫିଲ୍ମର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଅତରଂଗୀରେ ଫିଲ୍ମର ଆଜି ଫାଷ୍ଟ ଲୁକ ଜାରୀ ହୋଇଛି । ସିନେମା ହଲ ବଦଳରେ ଏହାକୁ ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ କରାଯିବ । ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମରେ ସାଉଥ ଷ୍ଟାର ଧନୁଷ, ସାରା ଅଲୀ ଖାଁ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ…

କାନପୁର ଅଭ୍ୟାସ ପିଚ ଦେଖି ରାଗିଗଲେ ଭାରତ, ନ୍ୟୁଜିଲାଣ୍ଡ ଟିମ୍‌

କାନପୁର: ୨୫ ନଭେମ୍ବରରେ କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଠାକାର ଅଭ୍ୟାସ ପିଚ ନେଇ ଉଭୟ ଦଳର ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରିସ୍ଥିତି ଏପରି ହେଲା ଯେ, କ୍ୟୁରେଟର ବାଧ୍ୟ ହୋଇ ପିଚକୁ ସଜାଡିଥିଲେ । ଟିମ୍ ଇଣ୍ଡିଆ…

ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଅଣଛାତ୍ର ମୁହାଁମୁହିଁ, ୫ଅଟକ

ଭଦ୍ରକ: ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଏଥିରେ ଜଣେ ଛାତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ମହାବିଦ୍ୟାଳୟ ପରିସରରେ ଦୁଇ ଅଣଛାତ୍ର ଗୋଷ୍ଠୀ…